ଚିଲିକା ଫ୍ରେଶ ଏବଂ fish on wheel ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା :  2009 ମସିହାରୁ ମୁଖ୍ୟମନ୍ତ୍ରୀ ମାଛ ଓ ଦୁଧ ଉତ୍ପାଦନ ବୃଦ୍ଧି ପାଇଁ 10 ବର୍ଷୀୟା ପ୍ଲାନ ଆରମ୍ଭ କରିଥିଲେ। ରାଜ୍ୟ ରେ ମାଛ ଉତ୍ପାଦନ ରେ 17% ବୃଦ୍ଧି ଘଟିଛି,ସାମୁଦ୍ରିକ ମାଛ ରପ୍ତାନୀ  1700 କୋଟି ରେ ପହଞ୍ଚିଛି, ରାଜଧାନୀ ଭୁବନେଶ୍ୱରରେ ଖାଉଟି ମାନଙ୍କୁ ସଜ ମାଛ ଯୋଗାଇଦେବାକୁ fishfed ତରଫରୁ ଚିଲିକା ଫ୍ରେଶ ଏବଂ fish on wheel ଯୋଜନାର ଶୁଭାରମ୍ଭ କାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ। ଭୁବନେଶ୍ୱର ରେ 26 ଟି ଜାଗାରେ ଖୋଲିବା ପାଇଁ ଯୋଜନା ରହିଛି କିନ୍ତୁ ପ୍ରଥମ ପର୍ଯ୍ୟାୟରେ 12 ଟି ସମ୍ପୃନ ହୋଇଛି । ଖାଉଟି ମାନଙ୍କୁ fish on wheel ମାଧ୍ୟମରେ ସଜ ମାଛ door to door ଯୋଗାଇଦେବା ରହିଛି ଲକ୍ଷ।
Leave A Reply

Your email address will not be published.