ପାରିବାରିକ କଳହ, ବିଷ ପିଇ ଜୀବନ ହାରିଲେ  ଯୁବକ 

0

10-07-18-badbil.jpg - 44.62 kB

ବଡ଼ବିଲରୁ ଚିତ୍ତରଞ୍ଜନ କର : କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଗନ୍ଧଲପଦାରେ ଜୈନେକ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ମୃତକ ବିର୍ଷା ଅଳେୟା (୩୮) ପାରିବାରିକ କଳହ ଯୋଗୁ ବିଷ ଖାଇ ଦେଇଥିଲେ। ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲେହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ଜଣାପଡିଛି। ରୁଗୁଡ଼ି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

Leave A Reply

Your email address will not be published.