ଜଗଦଲପୁର ପୋଲିସ ପକ୍ଷ ରୁ ଯାଞ୍ଚ କଡାକଡି

0 1

ଝାରବନ୍ଧ-ମନୋହର ଦାଶ:କରୋନା ର ସଂକ୍ରମଣ କୁ ରୋକିବା ପାଇଁ ମାସ୍କ ହିଁ ଏକ ମାତ୍ର ଅସ୍ତ୍ର  ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧଉରାଭଟା ଛକ ,ଲଉଡିଧରା ଛକ,ଧୂମାଭଟା,ନିଲଜିପତ୍ରା,ବଡ଼କଞ୍ଜ।ରୀ ଛକ ଆଦି ସ୍ଥାନ ରେ ପୋଲିସ ଗାଡି ଚାଳକ ମାନଙ୍କୁ ଯାଞ୍ଚ କରି ବିନା ହେଲମେଟ ଧାରୀ ଓ ବିନା ମାସ୍କ ଧାରୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଛି।ଏହି ଯାଞ୍ଚ କାର୍ଯ୍ୟକ୍ରମ ରେ ଜଗଦଲପୁର ଥାନା ର ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ,ନାରାୟଣ ମିଶ୍ର,ପ୍ରଦୀପ ପାଣି,ହାବିଲଦାର ଜିତେନ୍ଦ୍ର ଦାଶ, ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.