ବ୍ୟବସାୟୀ ଶମ୍ଭୁ ଆଚାରୀ ସାଙ୍ଗକୁ ଦିନକୁ ଦିନ ଲକଡାଉନ ରାଜ୍ୟରେ ବଢିବାରେ ଲାଗିଛି। ଲୋକେ ଜୀବିକା ହରାଇ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ଗରୀବ ପରିବାରର ଲୋକଙ୍କ ଅବସ୍ଥା କହିଲେ ନସରେ । ଏଭଳି ବିପତ୍ତି ସମୟରେ ମୋହନା ସହରର ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ ନିହାତୀ ଗରୀବ ଶ୍ରେଣୀର ଲୋକଙ୍କୁ ସାହି ସାହି ବୁଲି ଚାଉଳ , ଡାଲି , ପରିବା , ବିସ୍କେଟ ଓ ୧୦୦ ଟଙ୍କା ଲେଖାଏଁ ବିଧବା ମହିଳା , ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ବାଣ୍ଟିଛନ୍ତି। ତାଙ୍କରି ଏଭଳି ଜନହିତକର କାର୍ଯ୍ୟକୁ ମୋହନା ବାସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post