ବାପରେ ….୬୦ ନାଗସାପ ଛୁଆ !!!!!!

0

23-06-18-naaga-w.jpg - 150.92 kB

ବ୍ୟୁରୋଚିଫ ଜୟଶଙ୍କର ଦାଶ:: ଭଦ୍ରକ ଧାମନଗର ଶ୍ୟାମପୁର ଗାଁରୁ 60 ରୁ ଅଧିକ ନାଗସାପ ଛୁଆକୁ ଉଦ୍ଧାର କରାଯାଇଛି। ତେବେ ଏହି ସାପ ଛୁଆ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘର ବାଡ଼ିରେ ଥିବା ଉଈ ହୁଙ୍କାରୁ ଉଦ୍ଧାର କରାଯାଇଛି। ଖବର ପାଇ ସ୍ନେକ ହେଲ୍ପ ଲାଇନ ଘଟଣା ସ୍ଥଳରେ ପହଞ୍ଚି ସାପ ଛୁଆଙ୍କୁ ଧରିଛନ୍ତି। ତେବେ ଏତେ ସଂଖ୍ୟକ ନାଗ ସାପ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Leave A Reply

Your email address will not be published.