ଭୁବନେଶ୍ୱର : ଆଜି କରୋନା ଜାଲରୁ ମୁକୁଳିଛନ୍ତି ୮୦ ଜଣ | ସେମାନଙ୍କ ମଧ୍ୟରେ ଅଛନ୍ତି ପୁରୀରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, ମାଲକାନଗିରିରୁ ୧୬ କଟକରୁ 7 ଜଣ, କଟାକରୁ ୭ଜଣ, ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାରୁ ୩ଜଣ ଲେଖାଏ, ଗଂଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି |
Sign in
Sign in
Recover your password.
A password will be e-mailed to you.