ବିଜେଡି କାର୍ଯ୍ୟକାରିଣୀ ବୈଠକ ସ୍ଥଗିତ ରାଜ୍ୟ By SPNEWS On Mar 14, 2020 0 Share ଭୁବନେଶ୍ୱର (ଶାସକ ପ୍ରଶାସକ)-ଆସନ୍ତା ମାର୍ଚ୍ଚ 16 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦଳପକ୍ଷରୁ ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail