ଓଏଏସ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ପାଇଁ ଓଏଏସ ଅଫିସରଙ୍କୁ ଦିଦିନ ଛୁଟି

0

06-04-16-oas.jpg - 84.95 kB
 
 ଭୁବନେସ୍ଵଶ୍ୱର : ଓଡିଶା ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ତଥା ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ଠାରେ ଅଵୁସ୍ଥିତ ହେବାକୁ ଯାଉଛି | ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସମ୍ମିଳନୀ ପାଇଁ ଏପ୍ରିଲ ୯ ୦ ୧୦  ଦୁଇଦିନ ସିଏଲ ବା କାଜୁଆଲ ଲିଭ ରାଜ୍ୟସରକାର ମଂଜୁର କରିଛନ୍ତି | ଏହି ସମ୍ମିଳନୀରେ ଯୋଗ ଦେଉଥିବା ଆଡ଼ଜକାରୀମାନଙ୍କୁ କେବଳ ଏହି ସୁବିଧା ମିଳିବ ବୋଲି ଗୃହ  ବିଭାଗ ପକ୍ଷରୁ ଏକ ଚିଠି ରେ କୁହ ଯାଇଛି |

Leave A Reply

Your email address will not be published.