Browsing Category

ଜାତୀୟ/ଆନ୍ତର୍ଜାତୀୟ

ମୁମ୍ବାଇରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ହେବ ଲୋକାର୍ପିତ

  ମୁମ୍ବାଇ : ମହାନ ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ'ର ଉପସ୍ଥାପନା ସମାରୋହ ଆସନ୍ତା ୩ ଫେବ୍ରୁଆରି, ଶନିବାର ଦିନ ମୁମ୍ବାଇସ୍ଥିତ ୟଶୱନ୍ତରାଓ ଚୌହାନ ପ୍ରତିଷ୍ଠାନ ଅଡିଟୋରିୟମ୍ରେ ଅନୁଷ୍ଠିତ …

ମୁଣ୍ଡ ନୁଆଁଇଲେ ସରକାର, ମେଡିକାଲ କମିଶନ ବିଲ ଯିବ ଷ୍ଟାଣ୍ଡିଙ୍ଗ କମିଟିକୁ 

  ନୂଆଦିଲ୍ଲୀ: ମଙ୍ଗଳବାର ସରକାର ଜାତୀୟ ମେଡିକାଲ କମିଶନ ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇବା ପାଇଁ ନିଷ୍ପତ୍ତି  ନେବା ପରେ ଦେଶବ୍ୟାପି ·ଲିଥିବା ଡାକ୍ତରମାନଙ୍କର ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)କୁ ଭାରତୀୟ ମେଡିକାଲ କାଉନ୍ସିଲ…

ମିଛ କହିଲେ କାଉ କାମୁଡ଼ିବ(jhoot bole kawaa kaate)

    ଭୋଟକେ ଲିୟେ କୁଛ ଭି କରେଗା ?????   ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ହାମିଦ ଅନ୍‌ସାରୀଙ୍କ ଦେଶଭକ୍ତି ଏବଂ ନିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, କି ଏଭଳି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ…

ବାଜିମାରିନେଲା ବିଜେପି 

  ଗୁଜୁରାଟରେ ଜାରି, ହିମାଚଳରେ କଂଗ୍ରେସ ଉପରେ ଭାରି  ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ଦଖଲ କରିଛି ଗାଦି  । ଗୁଜୁରାଟରେ ତାହାର ଲୋକପ୍ରିୟତାକୁ…

ଅଲୋଡା ଆଡଭାନୀ, ଜନ୍ମଦିନରେ ବି…..

  ବ୍ୟକ୍ତିଗତ ଭେଟି ଶୁଭେଚ୍ଛା ଜଣାଇବାକୁ ସମୟ ହେଲାନି ଧର୍ମକୁ ଆଖିଠାର ମାରି ଟ୍ୱିଟର ଶୁଭେଚ୍ଛା  ନୂଆଦିଲ୍ଲୀ: ଏକଦା ବିଜେପି ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା ତଥା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍କୃଷ୍ଣ ଆଡଭାନି ଆଜି ଦଳ କିଛି ଲୋକଙ୍କ ପାଇଁ…

ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି, ନିଯୁକ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ

ନୂଆଦିଲ୍ଲୀ : ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଭିତରକୁ ଅନାବଶ୍ୟକ ଭାବେ ଟାଣିହୋଇ ଯାଇଥିବା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି ମିଳୁଛି । ଓଏନଜିସିର ସ୍ୱତନ୍ତ୍ର ନିର୍ଦେଶକ ନିଯୁକ୍ତି ମାମଲାରେ ଦିଲ୍ଲୀ ହାଇକୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା…

 ପୂର୍ବରୁ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରୁଥିବା ବିଜେପି ନେତା କାହିଁକି ଚୁପ୍ 

ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କଲା କଂଗ୍ରେସ   ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କରି ବିଜେପି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ମହିଳା ମୋର୍ଚ୍ଚା । ମୋଦି ନେତୃତ୍ୱାଧୀନ ସରକାରରେ ୧୬ ମାସରେ ୧୯ଥର ଏଲପିଜି ସିଲିଣ୍ଡରର ମୂଲ୍ୟ…

ଦକ୍ଷତା ବିକାଶ କ୍ଷେତ୍ରରେ ଜାପାନ-ଭାରତ ମଧ୍ୟରେ ସହଯୋଗ ନେଇ ଆଲୋଚନା  

    ଟୋକିଓ/  ଭୁବନେଶ୍ୱର – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ତିନିଦିନିଆ ଜାପାନ ଗସ୍ତରେ  ଯାଇ ଏଲଏନଜି ଉତ୍ପାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ନେଇ…

ତିନି ଦିନିଆ  ଜାପାନ ଗସ୍ତରେ କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ •ଷଷ୍ଠ ବାର୍ଷିକ ଏଲଏନଜି ଉତ୍ପାଦକ  ଗ୍ରାହକ…

  ନୂଆଦିଲ୍ଲୀ /ଭୁବନେଶ୍ୱର - କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ତିନି ଦିନିଆ ଜାପାନ ଗସ୍ତରେ    ଯାଇଛନ୍ତି  । ଏହି ଅବସରରେ ଶ୍ରୀ ପ୍ରଧାନ ଷଷ୍ଠ  ବାର୍ଷିକ ଏଲଏନଜି ଉପôାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା…