Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
୭୦୦କୋଟି ବିତର୍କ : ଏଇ ୟୁସୁଫ କିଏ
ତ୍ରିଭେନ୍ଦ୍ରମ : ,କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ସଂଯୁକ୍ତ ଆରବ ରାଷ୍ଟ୍ର ସମୂହ ପକ୍ଷରୁ ପ୍ରସ୍ତାବିତ ୭୦୦ କୋଟି ଭାରତ ଗ୍ରହଣ କରିବା କି ନାହିଁ ତାହାକୁ ନେଇ ଏବେ ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି | ଏପରିକି ଏଇ ପ୍ରସ୍ତାବ ମିଛ ବୋଲି କହି ସମାଲୋଚନା କରାଯାଇଛି | କେରଳ ମୁଖ୍ୟମନ୍ତ୍ରୀ…
ନାଇଁ ନାଇଁ କରି ଶେଷ ମୁହୂର୍ତ୍ତରେ ଭୋଟ କରାଇପାରନ୍ତି କମିଶନ
ତଥାପି ସମ୍ଭାବନା ଟଳିନି, ହୋଇପାରେ ଆଗୁଆ ନିର୍ବାଚନ
ଭୁବନେଶ୍ୱର : ଜାନୁୟାରୀ ୪, ୨୦୧୯ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ନାହିଁ ଆଶା କରାଯାଉଥିଲା । ରାଜନୈତକ…
ବିଶ୍ୱକପ ହକିର ଅବଗଣନା ଆରମ୍ବ : କାଉଣ୍ଟ ଡାଉନ 100
ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଆସନ୍ତା ନଭେମ୍ବର ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା |ଏଥିରେ ୧୬ ଟି ରାଷ୍ଟ୍ର ଭାଗ ନେବେ | ୪ ଟି ଗ୍ରୁପରେ ଏହି ଦଳ ଗୁଡିକୁ ବିଭାଜନ କରାଯାଇଛି।ଏହି ବିଶ୍ୱକପ କୁ ଅଧିକ ଲୋକ ପ୍ରିୟ କରିବାପାଇଁ ଓଡ଼ିଶା କ୍ରୀଡ଼ ଯୁବ…
ଶରଶଯ୍ୟା ସାରି ବାହୁଡ଼ିଗଲେ ଦେବବ୍ରତ : ଭାରତୀୟ ରାଜନୀତିର ପିତାମହ ଭୀଷ୍ମ
ରାଜନୀତିର ଶରଶଯ୍ୟା ଶେଷ କରି ବାହୁଡ଼ି ଯାଇଛନ୍ତି ଦେବବ୍ରତ ....ଭାରତୀୟ ରାଜନୀତୀର ପିତାମହ ଭୀଷ୍ମ ଅଟଳ ବିହାରୀ ବାଜପାୟୀ ଜୀ ` | ସମସ୍ତଙ୍କୁ ଶୋକସାଗରରେ ଭସାଇ ସମସ୍ତଙ୍କ ହୃଦୟରେ ଏକ ଅପୁରନୀୟ ରିକ୍ତ ସ୍ଥାନ ସୃଷ୍ଟି କରି ଚାଲିଗଲେ ଆର ପାରିକୁ ..ଅଫେରା ଇଲାକାକୁ | ଭାରତୀୟ ରାଜନୀତିରେ…
କରୁଣାନିଧିଙ୍କ ଦେହାନ୍ତ
ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଦେହାନ୍ତ | ଆଜି ସନ୍ଧ୍ୟା ୬.୧୦ ମିନିଟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି | ତାଙ୍କୁ ୯୦ ବର୍ଷ ହୋଇଥିଲା | ସବୁ ପ୍ରକାର ସବୁ ଉଦ୍ୟମ ସତ୍ତ୍ୱେ ଶ୍ରୀ କରୁଣା ନିଧିଙ୍କ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁବୋଲି…
ହଜିଯିବେ କୌତୁକିଆ ଜୀବ ପେଙ୍ଗୁଇନ୍, ଅଛନ୍ତି ମାତ୍ର ଆଉ ୧୦ପ୍ରତିଶତ
ଲଣ୍ଡନ: କୌତୁକିଆ ଜୀବ ପେଙ୍ଗୁଇନ ଜାତି ବୋଧ ହୁଏ କେଉଦିନ ହଜିଯିବେ | ଆଉ ଡ଼ାଇନସର ପରି ସେମାନଙ୍କ କାହାଣୀ କେବଳ ପଢିବା ଅବା ଗ୍ରାଫିକ୍ସ ରେ ଦେଖିବା | ଯେଉଁ ହାରରେ ସେମାନଙ୍କ ସଂଖ୍ୟା କାମୁଛି ଆଉ ବର୍ଷ କେଇଟା ଭିତରେ ସେମାନଙ୍କ ବଂଶ ଲୋପ ପାଇଯିବ ଆଶଙ୍କା ସୃଷ୍ଟି ହୋଇଛି |…
ସେଲର ବୈଷୟିକ ନିର୍ଦ୍ଦେଶକ ରୂପେ ଏଚ ଏନ ରାୟଙ୍କ ଦାୟିତ୍ଵ ଗ୍ରହଣ
ରାଉରକେଲା /ସୁଶାନ୍ତ ବେହେରା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ବୈଷୟିକ ନିର୍ଦ୍ଦେଶକ ରୂପେ ହରି ନନ୍ଦ ରାୟ ଅଗଷ୍ଟ ୧ ତାରିଖରେ ଦାୟିତ୍ଵଭାର ଗ୍ରହଣ କରିଛନ୍ତି । ଆଇଆଇଟି ବିଏଚୟୁରୁ ମେଟାଲର୍ଜିକାଲ ଇଞ୍ଜିନିୟରିଂ ଶିକ୍ଷାଲାଭ କରିଥିବା ଶ୍ରୀ ରାୟ ୧୯୮୬ ମସିହାରେ ସେଲରେ…
କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟିର ମଞ୍ଜୁରୀ : ପାରାଦୀପ ସମେତ ସବୁ ବୃହତ ବନ୍ଦରା ଳରେ ହେବ…
ଭୁବନେଶ୍ୱର : ପାରାଦୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢା ।ର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଗୋଲ୍ଡେନ ସେର ମଡେ଼ଲ ଢା ।ରେ ପ୍ରସ୍ତୁତ ହେବାକୁଥିବା ଏହି ହସ୍ପିଟାଲ ପ୍ରକଳ୍ପ ସମୁହକୁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ବିଧିବଦ୍ଧ…
ପିଇବା ପାଣି ସମସ୍ୟା ଉତ୍କଟ ହେଉଛି : କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ସୁପ୍ରିମକୋର୍ଟ ପ୍ରଶ୍ନ, କଣ କରିବ ତୁରନ୍ତ ଉତ୍ତର…
୨୦୧୯ ବେଳକୁ ଦିଲ୍ଲୀରେ ଶୂନ୍ୟ ହେବ ଭୂତଳ ଜଳସ୍ତର
୨୨ ଟି ବଡ ସହରରେ ଜଳ ପାଇଁ ସୃଷ୍ଟି ହେବ ହାହାକାର
୨୦୩୦ ବେଳକୁ ଦେଶର ଅଧା ଲୋକ ପାଇବେନି ପାନୀୟ ଜଳ
ବେଳ ଥାଉ ବନ୍ଧ ନବାନ୍ଧିଲେ ବିଷମ ସ୍ଥିତି ଜଳଜଳ
ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଜଳ ସମସ୍ୟା ଉକ୍ରଟ ହେବାକୁ ଯାଉଛି ।…
ଉପାସନାସ୍ଥଳ ଓ ପୂଜା କରିବାର ବିଧି ଅଲଗା ଅଲଗା ହୋଇଥିଲେ ମଧ୍ୟ ଭଗବାନ ଏକ
"ୟେପେତ୍ତ ଦେବତା ଭକ୍ତା ୟଜନ୍ତେ ସରଧାୟାନବିତାଃ, ତେପି ମାମେବ କୌନ୍ତେୟ ୟଜନ୍ତ୍ୟବିଧିପୂର୍ବକମ"
ନୂଆଦିଲ୍ଲୀ: ମଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ବଡ ବିବାଦ ଚାଲିଥିବା ବେଳେ ଦେଶର ସର୍ଵଵାଚ ନ୍ୟାୟାଳୟ ଏହାକୁ ନେଇ ଏକ ବିତର୍କ ଠିଆ କରାଇ ଦେଇଛନ୍ତି | କୌଣସି ମନ୍ଦିରରେ କେବଳ…