Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ପୁଲିସ ପକ୍ଷରୁ ମୋବାଇଲ ବଣ୍ଟନ ମେଳା
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଏକ ମୋବାଇଲ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ…
ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଲେଜଲେନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ
ନୟାଗଡ଼ (ବିଶ୍ୱଜିତ ନାୟକ) :- ଆଜି ଭୁବନେଶ୍ୱରଠାରେ ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ଵନକ୍ଷତ୍ର ଦିବସ ଉତ୍ସବରେ ନୟାଗଡ଼ କଲେଜଲେନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଆଲିସା ପ୍ରିୟଦର୍ଶିନୀ ସାହୁ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ…
ପୈାର ପରିଷଦ ବୈଠକ ଅଧାରୁ ବାତିଲ
ନିର୍ବାହୀ ଅଧିକାରୀଙ୍କ ଉପରେ ବିଧାୟକ ଖପ୍ପା: କାମ ହେଉନି, ବିକାଶ ଠପ୍
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ପୈାର ପରିଷଦ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ଉପରେ ଖପ୍ପା ହୋଇଛନ୍ତି । ନୟାଗଡ଼ ସହରରେ ବିକାଶ ମୂଳକ କାର୍ଯ୍ୟ ଏକ…
ତିନି ଦିନ ହେଲା ଅନ୍ଧାରରେ ୧୧ ଗ୍ରାମବାସୀ, ବିଦ୍ୟୁତ ବିଭାଗ ଘେରିଲେ ଗ୍ରାମବାସୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରା ଗୁଡା ଗ୍ରାମ ପଞ୍ଚାୟତ ର ୧୧ ଖଣ୍ଡ ଗ୍ରାମବାସୀ ୩ ଦିନ ହେଲା ଅନ୍ଧାରରେ ଅଛନ୍ତି।ବିଦ୍ୟୁତ୍ ର ବ୍ରେକ ଡାଉନ୍ ଯୋଗୁଁ ୧୧ ଖଣ୍ଡ ଗ୍ରାମବାସୀ ଅନ୍ଧାର ରେ ଥିବା ବେଳେ ଆଜି ଗ୍ରାମବାସୀ…
ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଅଦ୍ୟ ଜୁଲାଇ ମାସ ୨୫ ତାରିଖ ୨୦୨୫ ଶୁକ୍ରବାର ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ…
ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା
ନବରଙ୍ଗପୁର ତା ୨୫.୭.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ବନ ବିଭାଗ ର ଚରକବନ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସୁଚନା ଅନୁଯାୟୀ ଓଡ଼ିଶା ସରକାର ଙ୍କ ସାଧାରଣ ପ୍ରଶାସନ ଓ ଜନ ଶୁଣାଣୀ ବିଭାଗ ବିଜ୍ଞପ୍ତି ପତ୍ର ସଂଖ୍ୟା…
ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ ହେଲେ ଶାଶ୍ଵତ ତ୍ରିପାଠୀ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଭୁବନେଶ୍ବର ସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ମାନୀତ ହୋଇଛନ୍ତି ସୋନପୁର ଜିଲ୍ଲା ବିନିକା ବ୍ଳକ ସେଲେଡି ମାଟିର କଳାକାର ଶାଶ୍ଵତ କୁମାର ତ୍ରିପାଠୀ । ଏହି ସମ୍ମାନ ଓଡିଶା କଳାକାର ସ୍ୱର ତରଫରୁ କଳାକାର…
ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଭାଗର ପାଠଚକ୍ର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ ହେବା ସହିତ ଉଭୟ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I…
କ୍ଷେତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବ ପଲ୍ଲବ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନୂତନ ଭାବେ ଆସିଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ପାଇଁ "ନବ ପଲ୍ଲବ ଉତ୍ସବ" ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ…
ଅବକାରୀ ବିଭାଗ ର କାର୍ଯ୍ୟନୁଷ୍ଠାନ: ବିପୁଳ ପରିମାଣର ବ୍ରାଉନସୁଗାର୍ ଓ ଗଞ୍ଜେଇ ସହ ୨ ଚକିଆ ଯାନ ଜବତ
ଜଗତସିଂହପୁର, ତା ୨୫.୦୭.୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରେ ଚଳିତ ଆର୍ଥିକ ବର୍ଷ ରେ ଅବକାରୀ କମିଶନର ଓ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷୀକା ଶ୍ରୀମତୀ ଅନିତା ପ୍ରଧାନ , ସରକାରଙ୍କ ଚିଠି ସଂଖ୍ୟା ୫୧୦୦, ତା-୧୧.୦୯.୨୦୨୪ ଦ୍ଵାରା…