Browsing Category

ରାଜ୍ୟ

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୦୧.୦୯.୨୦୨୫ – କଳାହାଣ୍ଡି ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଅତିରିକ୍ତ…

କାଶୀନଗର ଏନ ଏ ସି ର ସୁବର୍ଣ୍ଣମୟ ଜୟନ୍ତୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଚାଶ ତମ ସ୍ୱାୟତ୍ତ ଶାସନ ଦିବସ ଯାହାକି ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଷଦ ଅଧ୍ୟକ୍ଷା ଏମ.ସୁଦ୍ଧାରାଣୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବାରଣାସୀ ସରକାରୀ ଉଚ୍ଚ…

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

ଗଞ୍ଜାମ: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଆଜି ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସାର ର ଅଭାବ କୁ ନେଇ…

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ରୁ କଳିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦ୍ଭାବନା ସଭା ଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ମୋଟ…

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର ୦୧/୦୯/୨୦୨୫: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ…

ଫ୍ରାନ୍ସ ଓ ହଙ୍ଗେରୀରେ ହେବାକୁଥିବା ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶା…

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ…

ନିଖିଳ ଉତ୍କଳ କୁଲି ମେହେର ସମାଜ ର ରାଜ୍ୟ ସ୍ତରୀୟ ମହାସଭା

ବରପାଲି_- ୩୧-୦୮-୨୦୨୫- ବରଗଡ ଜିଲ୍ଲା ବରପାଲି ଆଶିର୍ବାଦ କଲ୍ୟାଣ ମଣ୍ତପ ଠାରେ ନିଖିଳ ଉତ୍କଳ କୁଲି ମେହେର ସମାଜ ର ରାଜ୍ୟ ସ୍ତରୀୟ ମହାସଭା ମାଁ କରମ୍ ସାନୀ ଓ ସମଲେଇଙ୍କ ପୂଜାର୍ଚ୍ଚନା ପରେ ବହୁଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସଭାରେ ବରଗଡ଼,ବଲାଙ୍ଗିର, ସୋନପୁର, ବୌଦ୍ଧ,…

ବେଦାନ୍ତ ଲାଞ୍ଜିଗଡ଼ ଏହାର ମାସିକ ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ କଳାହାଣ୍ଡିରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା…

ଲାଞ୍ଜିଗଡ଼, ୦୧/୦୯/୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ସିଏସଆର ସ୍ୱାସ୍ଥ୍ୟସେବା ପଦକ୍ଷେପ ପ୍ରକଳ୍ପ ଆରୋଗ୍ୟ ଅଂଶ ଭାବରେ ସମ୍ପ୍ରତି ଲାଞ୍ଜିଗଡ଼ ବ୍ଲକର ୧୩ଟି ଗ୍ରାମକୁ କଭର କରି କାନକୁଟ୍ରୁ ଗ୍ରାମ ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର…

ନୂଆପଡା ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ମହା ସମାରୋହ ରେ ପାଳିତ l

ନୂଆପଡା : ନୂଆପଡା ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ମହାସମାରୋହ ପାଳନ କରାଯାଇଛି। ୨୮ ତା ରିଖ ଦିନ ୭ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ ଠାରେ ଶତାଧିକ କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡା ସଂଗଠନ ଉପସ୍ଥିତିରେ ପ୍ରଖ୍ୟାତ ହକି ତାରକା ତଥା ହକି ଖେଳର ଯାଦୁଗର ମେଜର…

ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ସାଙ୍ଗଠନିକ ବୈଠକ ଓ ଦାୟିତ୍ୱ ବଣ୍ଟନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ରବିବାର ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟ ବରପୁର ନିକଟ ମା' ବୁଢ଼ାକେନ୍ଦୁଙ୍କ ପୀଠରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ…