Browsing Category

ରାଜ୍ୟ

ମାଗଣା ଚକ୍ଷୁ ଚିକିତ୍ସା ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ, ମାଗଣା ଅପରେସନ ପାଇଁ ୫୮ଙ୍କୁ କଟକ ସ୍ଥାନାନ୍ତର

ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ମେଡିକାଲ ଛକ ସ୍ଥିତ ଅବସର ପ୍ରାପ୍ତ କର୍ମଚାରୀ ପରିଷଦ କାର୍ଯ୍ୟାଳୟ ଠାରେ କଟକ ଅର୍ବାନ ହସ୍ପିଟାଲ, ଅବସରପ୍ରାପ୍ତ କର୍ମଚାରୀ ପରିଷଦ ଏବଂ କୁରାଳ ଗ୍ରାମପଞ୍ଚାୟତର ମିଳିତ ସ‌ହ‌ଯୋଗରେ ଏକ ମାଗଣା…

ନୟାଗଡ଼ ପଲିଟେକ୍ନିକ,ଶିକ୍ଷାଗତ ଓ ପ୍ରାଣାଳୀଗତ ଗୁଣାତ୍ମକ ମାନ ପରୀକ୍ଷଣ କଲେ କ୍ୟୁସିଆଇ ଟିମ୍

  ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ଅବସ୍ଥାପିତ ନୟାଗଡ଼ ସରକାରୀ ପଲିଟେକ୍ନିକରେ ଶିକ୍ଷାଗତ ଓ ପ୍ରାଣାଳୀଗତ ଗୁଣାତ୍ମକ ମାନ ପରୀକ୍ଷଣ କଲେ କ୍ୟୁସିଆଇ ଟିମ୍ କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ) ଦଳ ପହଞ୍ଚି ସଂସ୍ଥାର ଶିକ୍ଷାଗତ ଓ ପ୍ରାଣାଳୀଗତ ମାନ ପରୀକ୍ଷା…

ଓଡ଼ିଶା ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତି ପାଇଲେ ପ୍ରଫେସର ଡ଼ ଶତ୍ରୁଘ୍ନ ପାଣିଗ୍ରାହୀ,

ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ଥାନୀୟ କୁରାଳ ଗ୍ରାମର ସୁଯୋଗ୍ୟ ସନ୍ତାନ ଶତୃଘ୍ନ ପାଣିଗ୍ରାହୀ ଓଡ଼ିଶା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ।କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପତି ୬ ମାସ ନିମନ୍ତେ…

ଅଗ୍ରଣୀ ସାଂସ୍କୃତିକ ସଂଗଠନର ନୃତ୍ୟଶିଳ୍ପୀ ମାନଙ୍କ ଦୁବାଇ ଗସ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ "ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର"ର କଳାକାର ମାନେ ନୃତ୍ୟ ପରିବେଷଣ ନିମନ୍ତେ ଆଜି (ମଙ୍ଗବାର) ସନ୍ଧ୍ୟାରେ ସୁଦୂର ଦୁବାଇ ଯାତ୍ରା କରିଛନ୍ତି। କଳା ଓ ସଂସ୍କୃତି'ର ନଗରୀ ପାରଳାଖେମୁଣ୍ଡିରେ ଦୀର୍ଘ…

ଜିଲ୍ଲା ନୋଡାଲ ସେକ୍ରେଟାରୀ ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ମଙ୍ଗବାର) ଜିଲ୍ଲା ନୋଡାଲ ସେକ୍ରେଟାରୀ ତଥା ଉପ-ଅଧ୍ୟକ୍ଷ , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କାର୍ଯ୍ୟକାରି ହୋଇଥିବା…

ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ଅଯୋଧ୍ୟା-ବାରଣାସୀ ଅଭିମୁଖେ ତୀର୍ଥଯାତ୍ରା

ଜଗତସିଂହପୁର ,ତା.୦୯.୦୯.୨୦୨୫/ସୁମନ୍ତ କୁମାର ଦାସ: - ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୮୫ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ ୨…

ଅପରେସନ ପ୍ରହାର ଭିଯାନ ଦ୍ୱାରା ଜଗତସିଂହପୁର ଥାନା ଅଧିକାରୀ 40 ଗ୍ରାମ ବ୍ରାଉଣସୁଗାର ଓ ଗୋଟିଏ ମୋବାଇଲ ଫୋନ ଜବତ

ଜଗତସିଂହପୁର,ତା-୦୯. ୦୯. ୨୦୨୫/ସୁମନ୍ତ କୁମାର ଦାସ:ଜଗତସିଂହପୁର ଥାନା ଅଧିକାରୀ ମିତ୍ରଭାନୁ ଓଝାଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଥାନା ଇଟାପଡା ଛକ, ଜଗତସିଂହପୁର NH-55 ରାସ୍ତା ପହଞ୍ଚିଥିଲେ। ତେବେ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଜଗତସିଂହପୁର ଥାନା ଅଧିକାରୀ ଅପରେସନ ପ୍ରହାର ଭିଯାନ…

ପଲିଟେକ୍ନିକ ଛାତ୍ରୀ ଗାୟବ! ପ୍ରିନ୍ସିପାଲ ଓ କର୍ତ୍ତୃପକ୍ଷଙ୍କ ଅବହେଳାରେ ଉଠିଲା ପ୍ରଶ୍ନ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ପଲିଟେକ୍ନିକ ଛାତ୍ରୀ ହଠାତ୍ ଗାୟବ ହୋଇ ଯିବାକୁ ନେଇ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଚାଲିଛି । ସରକାରୀ ଛତା ପଲିଟେକ୍ନିକ କଲେଜରେ ପଢ଼ୁଥିବା ଏହି ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିବା ବେଳେ ହଠାତ୍ ଅଦୃଶ୍ୟ ହୋଇଯିବାରେ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚକ୍ର

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାବିତ୍ରୀ ମହିଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷ ମିଳିତ ଆନୁକୁଲ୍ୟରେ ଆୟୋଜିତ ପlଠଚକ୍ର ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆଜି ସେପ୍ଟେମ୍ବର ମାସ ୯ ତାରିଖ ମଙ୍ଗଳ ବାର ୨୦୨୫ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ବିଷୟ…

ବିଜେପୁର ବ୍ଲକରେ ବନବିଭାଗ ରେଡ୍, ବେଆଇନ ଗଛମିଲ ଜବତ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଦର୍ଲିପାଲି ଗ୍ରାମରେ ଆଜି (ସୋମବାର) ଘେଁସ ବନବିଭାଗର ଏକ ବିଶେଷ ଦଳ ଅଚମ୍କା ଚଢ଼ାଉ କରିଥିଲା। ବିଭାଗର ଏହି ଅଭିଯାନରେ ଦୀର୍ଘଦିନ ଧରି ବେଆଇନ ଭାବରେ ଚାଲୁଥିବା ଗଛମିଲକୁ ଚିହ୍ନଟ କରି ଜବତ କରାଯାଇଛି। ବନବିଭାଗକୁ…