Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୋବରାରେ ଗଜଲକ୍ଷ୍ମୀ ପୂଜା ପାଇଁଶୁଭଖୁଣ୍ଟି ସ୍ଥାପନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ଗୋବରା ଗ୍ରାମରେ ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ ପାଳିତ ହେଉଥିବା ବେକେ ଦଣ୍ଡଯାତ୍ରା, ଗଣେଶ ପୂଜା,ଗଜଲକ୍ଷ୍ମୀ ପୂଜା ଏବଂ ଶ୍ୟାମାକାଳୀ ପୂଜା ଧୁମଧାମରେ ପାଳିତ ହୋଇଥାଏ I ଏହି ପ୍ରରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ…
ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟରତ ସଦସ୍ୟଙ୍କ ଗଣଧାରଣା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଫିସ ସମ୍ମୁଖରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟରତ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗଣଧାରଣାରେ ବସିଥିଲେ। କେନ୍ଦ୍ର ତଥା ରାଜ୍ୟ ସରକାର ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ସମାଜର ମୁଖ୍ୟ…
କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ନୂତନ ପରିଚାଳନା କମିଟି ଗଠନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ବହୁ ପୁରାତନ, ଐତିହାସିକ, ଦିବ୍ୟ ଭାବଧାରା ଆଲୈ।କିକ ଆଶ୍ଚର୍ଯ୍ୟ ରେ ଭରା ଓ ଲଷ ଲକ୍ଷ ଜନସାଧାରଣ ଙ୍କ ଆଧ୍ୟାତ୍ମିକ ଭାବଧାରାରେ ଜଡ଼ିତ, ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅବିକଳ ଦ୍ଵିତୀୟ ଶ୍ରୀକ୍ଷେତ୍ର କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ…
ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଏବଂ ଫିକି ସହଭାଗିତା ରେ ଆୟୋଜିତ ଆଇଡିଏଟ୍-୨୦୨୫
ମାର୍ଜିନ୍ ଟୁ ମେନଷ୍ଟ୍ରିମ୍: ଏମ୍ପାୱାରିଂ ଟୁ ଲେଡ୍' ଉପରେ ଗୁରୁ୍ତ୍ୱାରୋପ
ବାର୍ଷିକ ଚିନ୍ତାଧାରା ନେତୃତ୍ୱ ପ୍ଲାଟଫର୍ମର ୧୪ତମ ସଂସ୍କରଣ ନେତୃତ୍ୱ ଭୂମିକାରେ ଲିଙ୍ଗଗତ ଅସମାନତାକୁ ଦୂର କରିବା ପାଇଁ ପ୍ରଭାବଶାଳୀ ସ୍ୱରଗୁଡ଼ିକୁ ଏକତ୍ର କରିଛି
ନୂଆଦିଲ୍ଲୀ , ୨୪ ସେପ୍ଟେମ୍ୱର ୨୦୨୫: ବଂଶୀଧର…
ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ବାରିପଦା ୨୪/୦୯: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ୨୦ ଗୋଟି ମହାବିଦ୍ୟାଳୟ ସମେତ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ସେବା ଯୋଜନାର ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ…
ଡାଲମିଆ ସିମେଣ୍ଟର ଜମି ଅଧୂଗ୍ରହଣ ମାମଲା: ତାତିଲେ ଆଦିବାସୀ, ୫ ପଞ୍ଚାୟତବାସୀ ଦେଲେ ଏତଲା
ରାଜଗାଙ୍ଗପୁର,23-09-25.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଲାଞ୍ଜିବେଣ୍ଡା ଚୂନଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣକୁ ବିରୋଧ କରି ତାତିଛନ୍ତି ଆଦିବାସୀ। ମଙ୍ଗଳବାର ସକାଳୁ ରାଜଗାଙ୍ଗପୁର ବ୍ଳକର ୫ଟି ପଞ୍ଚାୟତର ଲୁ ହାରଙ୍କ ଉପସ୍ଥିତିରେ ଗ୍ରାମସଭା…
ତାଳପଦର ପିଡିଏସ ଚାଉଳ ଗୋଦାମର ଛାତରୁ ପାଣି ବୋହୁଛି
ଚାଉଳ ସୁରକ୍ଷା ନେଇ ଚିନ୍ତା, ଶୀଘ୍ର ମରାମତି ଦାବି କଲେ ଗ୍ରାମବାସୀ
ବିଜେପୁର:- ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧୀନସ୍ଥ ତାଳପଦର ଗ୍ରାମ ପଂଚାୟତରେ ଥିବା ପିଡିଏସ ଚାଉଳ ବଣ୍ଟନ ଗୋଦାମର ଅବସ୍ଥା ଦିନକୁ ଦିନ ଜର୍ଜରିତ ହେଉଛି। କୋଠାର ଛାତରୁ ପାଣି ବୋହିବାରୁ ସରକାରୀ ଚାଉଳ ସୁରକ୍ଷା ନେଇ…
ଓ ୟୁ ଡବ୍ଲୁ ଜେ ବଲାଙ୍ଗୀର ଜିଲ୍ଲା କମିଟି ଗଠିତ
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ଭାରତୀୟ ସାମ୍ବାଦିକ ସଂଘ ସହବନ୍ଧିତ ଓଡ଼ିଶା କର୍ମଜୀବୀ ସଙ୍ଘର ଏକ ବନ୍ଧୁମିଳନ ବୈଠକ ବଲାଙ୍ଗୀର ଜଳସେଚନ ବିଭାଗର ଡାକ ବଙ୍ଗଳାରେ ମୁଖ୍ୟ ସଂଯୋଜକ ଜନାବ୍ ଖାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ…
ବଲାଙ୍ଗିର ସ୍ବାସ୍ଥ୍ୟ ସମାଜର ଶାସନ ମଣ୍ଡଳୀ ସଭା
ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗିର ଜିଲ୍ଲା ପରିଷଦ, ଅଧ୍ୟକ୍ଷ୍ୟା, ଶ୍ରୀମତୀ ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଡିଏଫଓ କାର୍ଯ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ତଥା ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର,…
ଓଡ଼ିଶାର ଆଇନ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ ପତ୍ର
ପୁରୀର ‘ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟ’ର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ପତ୍ରରେ ଉଲ୍ଲେଖ • ଏହି ବିଦ୍ୟାଳୟ ବର୍ତ୍ତମାନ ପୂଜା ପଣ୍ଡା ନିଯୋଗ…