Browsing Category

ରାଜ୍ୟ

ସୁନାମୁହିଁ ଗ୍ରାମ ଦାଣ୍ଡରେ ବୃଦ୍ଧ ବାପାଙ୍କୁ ପୁଅର ଅମାନୁଷିକ ଆକ୍ରମଣ,

ବେକରେ ଖୋଜ ପକାଇ ମାରୁଥିଲା ବେଳେ ପୁଅ ହାବୁଡ଼ରୁ ଗ୍ରାମବାସୀ ଦ୍ଵାରା ଉଦ୍ଧାର ବୃଦ୍ଧ ଥାନାରେ ଅଭିଯୋଗ ଜଣାଇଲେ, ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସୁନାମୁହିଁ ପଞ୍ଚାୟତ ସୁନାମୁହିଁ ଗ୍ରାମ ଦାଣ୍ଡରେ ଅମାନୁସୀକ ଭାବେ ପୁଅ ବୃଦ୍ଧ ବାପାଙ୍କୁ ଘୋଷାରି…

କଟକରେ ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି

ଭୂବନେଶ୍ବର, ତା ୫.୧୦.୨୫ :- ଦୀର୍ଘ ବର୍ଷ ଧରି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକରେ ଭାଇଚାରା ଭିତ୍ତିରେ ଦଶହରା ପର୍ବ ପାଳନ କରିଥାନ୍ତି।ତେବେ ଭାଇଚାରାର ସହର କଟକ ଦରଘା ବଜାରରେ ଦଶହରା ଭସାଣି ସମୟରେ ଯେଭଳି ଘଟଣା ଘଟିଲା ଏହାକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଉଦବେଗ ପ୍ରକାଶ…

କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଭାଇଚାରା ବଜାୟ ରଖନ୍ତୁ, ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ ଭୁବନେଶ୍ୱର,୫ ଅକ୍ଟୋବର ୨୦୨୫: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…

ମାଆ ଶ୍ୟାମାକାଳୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଗୋବରା ମୁଖ୍ୟ ସଡକରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ପାଳିତ ହେବ ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ପ୍ରରିପ୍ରେକ୍ଷୀରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I ଶ୍ରୀ ଶ୍ରୀ…

ଭାରତୀୟ ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

ଭୁବନେଶ୍ବର ତା.5.10.2023 :  ଭାରତୀୟ ବାୟୁସେନାର 1960 ଦଶକର ବୈମାନିକ ତଥା ଭୁବନେଶ୍ଵର 'କଳ୍ପନା ଟକିଜ୍' ପରିବାରର ଜ୍ଯେଷ୍ଠ ପୁରୋଧା 'ସୂର୍ଯ୍ୟ କୁମାର ନନ୍ଦ'ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଗତ ତିନି ଅକ୍ଟୋବର ରାତ୍ରିରେ ଦେହାନ୍ତ ହୋଇଯାଇଛି l ସୂର୍ଯ୍ୟ ନନ୍ଦଙ୍କ ଜନ୍ମ 1935…

ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ଚଳିତବର୍ଷ ସେକ୍ଟର ୭ ଦୁର୍ଗାପୂଜା ପଡିଆ ରେ ଧୁମ୍ ଧାମରେ ପାଳନ କରିବ ମା ଲକ୍ଷ୍ମୀ…

ରାଉରକେଲା, (ବସନ୍ତ କୁମାର ଜେନା) : ଆଜି ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ରାଉରକେଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର -୭ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଇତିହାସ ରେ ପ୍ରଥମ ଥର ୧୨୦ ରୁ ଉର୍ଦ୍ଧ୍ବ କେବଳ ମହିଳା ସଦସ୍ୟ ଙ୍କୁ ନେଇ ଗଠିତ ମାତୃଶକ୍ତି…

ବିଜେପୁର ବାଦିପାଲି ବଜାରରେ ମାତିଲା ମୋବାଇଲ ଚୋର, ଲୋକମାନଙ୍କ ହାତେ ଧରାପଡ଼ିଲା

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବାଦିପାଲି ସାପ୍ତାହିକ ବଜାର ଅଞ୍ଚଳରେ ଆଜି ରବିବାର ଦିନ ମୋବାଇଲ ଚୋରୀ ଘଟଣାକୁ ନେଇ ଭିଡ଼ ସୃଷ୍ଟି ହୋଇଥିଲା। ବଜାର ଭିତରେ ଏକ ବ୍ୟକ୍ତିଙ୍କ ମୋବାଇଲ ଚୋରି କରି ପଳାଇବାକୁ ଯାଉଥିବା ଚୋରକୁ ସତର୍କ ହୋଇଥିବା ସାଧାରଣ ଲୋକମାନେ ଧରିପକାଇଥିଲେ।ସ୍ଥାନୀୟ…

ସମାଜସେବୀ ଓ ବିଚକ୍ଷଣ ରାଜନୀତିଜ୍ଞ ଗୋପୀନାଥ ରାଏଙ୍କ ସ୍ମୃତିରେ ଭାବବିହ୍ୱଳ ହେଲେ ସବୁବର୍ଗ

ଆଗପଡାରେ ଏକାଦଶୀ ତିଥି ସ୍ମୃତିଚାରଣ ସଭା ଅନୁଷ୍ଠିତ । କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ): ରାଜକନିକା ବ୍ଲକ ଅନ୍ତର୍ଗତ ଆଗପଡା ଗ୍ରାମର ପ୍ରଖ୍ୟାତ ସମାଜସେବୀ ଓ ବିଚକ୍ଷଣ ରାଜନୀତିଜ୍ଞ ଶ୍ରୀ ଗୋପୀନାଥ ରାଏଙ୍କ ଏକାଦଶ ତିଥି ଉପଲକ୍ଷେ ତାଙ୍କ ଭାସଭାବନ ଠାରେ ଗୁରୁତ୍ୱପୂର୍ଣ୍ଣ ସ୍ମୃତିଚାରଣ…

ଅଢେଇ ବର୍ଷର ରାସ୍ତା ପାଲଟିଛି ମରଣ ଯନ୍ତା ; ଲୋକଙ୍କ ଆନ୍ଦୋଳନ ଚେତାବନୀ

ବର୍ଷା କମିଲେ ରାସ୍ତା ମରାମତି : ଏସ୍.ଡି.ଓ ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ନିର୍ମାଣ ହେବାର ମାତ୍ର ଅଢେଇ ବର୍ଷ ମଧ୍ୟରେ ରାସ୍ତାରେ ସୃଷ୍ଟି ହୋଇଛି ଅସଂଖ୍ୟ ଖାଲଖମା I ବର୍ଷା ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡୁଛି I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ଠାରୁ ଭାୟା…

ଚାକିରି ଚୋରି ଘଟଣାରେ ରାଜ୍ୟ ସରକାରଙ୍କ ମୁଖା ଖସି ପଡିଛି: ବିଜେଡି

ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ କ୍ରାଇମବ୍ରାଞ୍ଚ ମାଧ୍ୟମରେ ବଡ଼ ମୁଣ୍ଡ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର କେବଳ ଦଲାଲ ଓ ପରୀକ୍ଷାର୍ଥୀଙ୍କ ଗିରଫ ପର୍ଯ୍ୟାପ୍ତ ନୁହେଁ ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଛନ୍ତି ଭୁବନେଶ୍ୱର,…