Browsing Category

ରାଜ୍ୟ

ପାଇକମାଳ ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ।

ପାଇକମାଳ:- ପାଇକମାଳ ବ୍ଳକ ସ୍ତରୀୟ ବିଜ୍ଞାନ ସେମିନାର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ପାଇକମାଳ ବି.ଇ.ଓ. ଅଦନ ସୁନା ଓ ପ୍ରଧାନ ବ୍ଲକ ବିଜ୍ଞାନ ସଂଚାଳକ ଭାବରେ…

ସେବି ପକ୍ଷରୁ ଏନଏସଇ ସହିତ ବିଶ୍ୱ ନିବେଶକ ସପ୍ତାହ ୨୦୨୫ର ଶୁଭାରମ୍ଭ

ଭୁବନେଶ୍ୱର: ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଅଧ୍ୟକ୍ଷ ଶ୍ରୀ ତୁହିନ କାନ୍ତ ପାଣ୍ଡେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଠାରେ ବିଶ୍ୱ ନିବେଶକ ସପ୍ତାହ (ଡବ୍ଲ୍ୟୁଆଇଡବ୍ଲ୍ୟୁ) ୨୦୨୫ର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୬ ରୁ ୧୨ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି…

ସଭ୍ୟତା ଯେତେ ପ୍ରଗତି ପଥରେ ଆଗେଇ ଥିଲେ ମଧ୍ୟ ପ୍ରାଚୀନ ପରମ୍ପରା ସମାଜକୁ ସୁସ୍ଥ ଓ ଶୃଙ୍ଖଳିତ କରିଥାଏ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଆନୁକୂଲ୍ୟରେ ସ୍ଥାନୀୟ ୟୁ.ଟେକ୍. କମ୍ପ୍ୟୁଟର ଏଡୁକେସନ ପରିସରରେ "କୁମାରୋତ୍ସବ" -୨୦୨୫ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ…

ଗୋରୁଗାଈ ଙ୍କ ଉପରେ ଚଢିଗଲା ଟ୍ରକ,୧୦ ଗୋରୁଗାଈ ଙ୍କ ମୃତ୍ୟୁ

ଖୋର୍ଦ୍ଧାରୁ (ସେକ ଜାଫର): ଜାତୀୟ ରାଜପଥ ଉପରେ ଶୟନରତ ଥିବା ଗୋରୁଗାଈ ଙ୍କ ଉପରେ ଚଳନ୍ତା ଟ୍ରକ ଦଳିଚକଟି ପଳାଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ-ବଡ଼ପାରୀ ବାଇପାସ୍ ଜାତୀୟ ରାଜପଥ ଉପରେ ଘଟିଛି । ଏହି ଦୁର୍ଘଟଣାରେ ଗୋରୁଗାଈ ଙ୍କର କେବଳ ଯେ ମୃତ୍ୟୁ ହୋଇଛି…

କାଳିଆ ରେଡି ହତ୍ୟାକାଣ୍ଡ ମାମଲା ର ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):: ଗତ କୁମାର ପୁର୍ଣିମା ଅପରାହ୍ନ ରେ ଧରାକୋଟ ଥାନ ଅନ୍ତର୍ଗତ ରେଡ଼ି ଦାମୋଦର ପଲ୍ଲୀ ଗ୍ରାମରେ ପୁର୍ବ ଶତୃତା ଓ ଟଙ୍କା କାରବାର କୁ ନେଇ କାଳିଆ ରେଡି ନାମକ ଜଣେ ଯୁବକ କୁ ହତ୍ୟା କରି ଅଭିଯୁକ୍ତ ମାନେ ଚମ୍ପଟ୍ ମାରିଥିଲେ। ଘଟଣା କୁ ନେଇ କାଳିଆ ର ଭାଇ…

ବ୍ରହ୍ମପୁର ଓକିଲ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରେ ମାଲକାନଗିରି ଓକିଲ ସଂଘର ‘ପେନ୍ ଡାଉନ୍’ ପ୍ରତିବାଦ ସହ ତ୍ୱରିତ…

 ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ବ୍ରହ୍ମପୁରର ବରିଷ୍ଠ ଓକିଲ ଓ ଓଡ଼ିଶା ବାର୍ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କ ନିର୍ମମ ହତ୍ୟାକାଣ୍ଡ ଉପରେ ସମଗ୍ର ଓଡ଼ିଶାର ଆଇନଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାକୁ ବିରୋଧ କରି ଆଜି ମାଲକାନଗିରି ବାର୍ ଆସୋସିଏସନ୍ ପକ୍ଷରୁ…

୭୧ତମ ବନ୍ୟପ୍ରାଣୀ ସପ୍ତାହର ଉଦ୍ ଯାପନୀ ଦିବସ ରେ ମାଲକାନଗିରି ବନ ବିଭାଗ ତରଫରୁ ସଚେତନତା ରଥ ର ଉଦ୍ଘାଟନ ।

 ମାଲକାନଗିରି ତା. ୦୮/୧୦ ଆଜି ୭୧ତମ ବନ୍ୟପ୍ରାଣୀ ସପ୍ତାହର ଉଦଯାପନୀ ଦିବସରେ ମାଲକାନଗିରି ଜିଲ୍ଲା ବନବିଭାଗ ତରଫରୁ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହର ଶେଷ ଦିବସ ରେ ପୂର୍ବାହ୍ନ ୯ ଘଣ୍ଟିକା ସମୟରେ ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା ରଥର ଖଣ୍ଡୀୟ ବନାଧିକାରୀ ସାଇ…

ଭୋଗ ସାମଗ୍ରୀ ର ମାଲିକ ଘରର ପୋଷା ବିରାଡ଼ି : ଗ୍ରାହକ ଆସିଲେ ଡାକ ପକାଉଛି ମାଲିକୀଆଣୀକୁ ।

ମାଲକାନଗିରି, ତା:-୦୭/୧୦ ପୋଷା ବିରାଡ଼ି ନିଜ ମାଲିକକୁ ବେପାରରେ ସାହାଯ୍ୟ କରି ଜଗୁଛି ଭୋଗ ସାମଗ୍ରୀ । ଗ୍ରାହକ ଆସିଲେ ମିଆଁଉ ମିଆଁଉ ହୋଇ ଡାକ ପକାଉଛି ମାଲିକକୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ଏକ ଭୋଗ ସାମଗ୍ରୀ ଦୋକାନ ରେ ।ମନ୍ଦିର ନିକଟରେ କେ.ଭବାନୀ…

ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ପ୍ରତିବାଦରେ ଓଡ଼ଗାଁ ବାର ଆସୋସିଏସନ ତରଫରୁ କଲମ ଛାଡ଼ ଆନ୍ଦୋଳନ

ଓଡ଼ଗାଁ,୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ବହୁ ଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ଏବଂ ଓଡ଼ିଶା ରାଜ୍ୟ ବାର କାଉନସିଲର ଅନ୍ୟତମ ସଦସ୍ୟ ପିତବାସ ପଣ୍ଡାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଥିବା ପ୍ରତିବାଦରେ ଓଡ଼ିଶା ରାଜ୍ୟ ବାର କାଉନସିଲ ଦ୍ବାରା ଜାରି ନିଷ୍ପତ୍ତି…

କପା ଚାଷୀଙ୍କ ପଞ୍ଜୀକରଣ ପ୍ରଚାର ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ କପା ନିଗମ ଲିମିଟେଡ଼ ଓ ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଆଜି (ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କପା ଚାଷୀଙ୍କ ସଚେତନତା ରଥକୁ ପତାକା ଦେଖାଇ…