Browsing Category

ରାଜ୍ୟ

ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳିତ

ଜଗତସିଂହପୁର, ତା ୧୧.୧୦.୨୦୨୫ /ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ସଦର ମହକୁମା ସ୍ଥିତ ନିମାଇଁ ଭବନ ଠାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମାଜ ମଙ୍ଗଳ ଉପବିଭାଗ ଜଗତସିଂହପୁର ଦ୍ଵାରା ପାଳିତ ହୋଇଯାଇଛି । ନୂଆ ଚେତନା ନୂଆ ଭାବନା ରେ ନୂଆ ସୃଜନର ଧ୍ଵଜା…

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ

ନବରଙ୍ଗପୁର: ୧୧.୧୦.୨୦୨୫: “ନୂଆ ଚେତନା, ନୂଆ ଭାବନାରେ, ନୂଆ ସୃଜନର ଧ୍ୱଜାଧାରଣୀ ଆମ ଝିଅ — ଝିଅଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର” ଏହି ବିଷୟକୁ ନେଇ ନବରଙ୍ଗପୁର ଜିଲ୍ଲା ପରିଷଦ କନଫରେନ୍ସ ହଲରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫…

ପେଟ୍ରୋଲ ପମ୍ପ ଯାଞ୍ଚ

ନବରଙ୍ଗପୁର,10/10.2025.ଲିଗାଲ ମେଟ୍ରୋଲୋଜି ବିଭାଗ ପକ୍ଷରୁ ନବରଙ୍ଗପୁର ଠାରେ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଛି |ଠିକ ପରିମାଣରେ ଗ୍ରାହକ ମାନଙ୍କୁ ପେଟ୍ରୋଲ ପ୍ରଦାନ କରାଯାଉଛି କି ନାହିଁ? ଠକେଇ କରାଯାଉଛି କି? ସେ ଉପରେ ଯାଞ୍ଚ କରାଯାଇଥିଲା |ବିଭାଗ ପକ୍ଷରୁ ବିଭିନ୍ନ…

ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲ ଆତ୍ମ ନିର୍ଭରତା ମିଶନର ଶୁଭାରମ୍ଭ

ନବରଙ୍ଗପୁର : ୧୧.୧୦.୨୦୨୫: ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କରକମଳରେ ଦୁଇଟି ନୂତନ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲ ଆତ୍ମ ନିର୍ଭରତା ମିଶନ ପାଇଁ ଜାତୀୟ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ସମାରୋହର ସିଧା ପ୍ରସାରଣ ମିଶନ…

ମାଲକାନଗିରି ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

 ମାଲକାନଗିରି । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧରଙ୍କୁ ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ମାଲକାନଗିରି ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭବ୍ୟ ଅବସର…

ଜାଗୋ ସହିତ ଜଡ଼ିତ ମାନବିକତାହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ୱଳ କରିବ: ସୋଆ ଉପସଭାପତି

ଭୁବନେଶ୍ୱର, ୧୧ /୧୦: ମାନବିକ ଚିନ୍ତାଧାରା ଓ ପାଠପଢ଼ା ସହ ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ ନିଜକୁ ସାମିଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରିବା ସହ ଉଜ୍ୱଳ କରିବ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ।…

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

ଭୁବନେଶ୍ୱର , ଅକ୍ଟୋବର ୧୧: ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ସହିତ ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଶନିବାର ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି ।ଆଇନ ଅଧ୍ୟୟନ…

ରାଜଗାଙ୍ଗପୁର ପୌରପାଳିକାରେ ଅବ୍ୟବସ୍ଥା

ରାଜଗାଙ୍ଗପୁର(ବିଷ୍ଣୁ ଭୋମିକ) ରାଜଗାଙ୍ଗପୁର ସହରର ଅବ୍ୟବସ୍ଥା ସହରବାସୀଙ୍କ ଲାଗି ଚିନ୍ତାର ବିଷୟପାଲଟିଥିବାବେଳେ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନନଦେବା ସହରବାସୀଙ୍କର ଚିନ୍ତା ବଢ଼େଇ ଅଛି। ଦୀର୍ଘ ୪ ମାସ ହେବ ରାଜଗାଙ୍ଗପୁର ପୌରପାଳିକାରେ ବହୁତ ବଡ ଅବ୍ୟବସ୍ଥା ଦେଖ‌ିବାକୁ ମିଳୁଛି।…

ତିରିଂ ବ୍ଳକର ପଣ୍ଡୁପାଣି ଅଞ୍ଚଳର ଜଟାସାହି ଗ୍ରାମରେ ନକଲି ମଦ କାରଖାନା ଠାବ,

୧୦ ଲକ୍ଷ ଟଙ୍କାର ନକଲି ମଦ ଓ ସାମଗ୍ରୀ ଜବତ ,୩ ନାବାଳକ ସମେତ ୬ ଜଣ ଗିରଫ ରାଇରଙ୍ଗପୁର - ଗୌର ଦାସ ଗିରି: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପ ଅଧୀକ୍ଷକ ଅବକାରୀ କାର୍ଯ୍ଯାଳୟ ଅଧିନସ୍ଥ ଵହଳଦା ଅବକାରୀ ଅଞ୍ଚଳ ତିରିଂ ବ୍ଳକର ପଣ୍ଡୁପାଣି ଅଞ୍ଚଳର ଜଟା ଗ୍ରାମର ଆଜି ଶୁକ୍ରବାର ଦିନ ସକାଳୁ ୬…

ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭରତା ମିଶନ ଯୋଜନାର ଶୁଭାରମ୍ଭ

ବାରିପଦାରୁ -ଗୌର ଦାସ ଗିରି: ଆଜି ଜାତୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଦେଶରେ ଦୁଇଟି ନୂତନ ଯୋଜନାର ଶୁଭାରମ୍ଭ ହୋଇଛି। ଏହି କ୍ରମରେ ବାରିପଦା ଠାରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମ୍ମିଳନୀ…