Browsing Category

ରାଜ୍ୟ

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ହେବ ପ୍ରତିଷ୍ଠା, ଦେଖିବାକୁ ମିଳିବ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼ ୨୦୨୭ ସୁଦ୍ଧା ସଂପୂର୍ଣ୍ଣ ହେବ ପ୍ରକଳ୍ପ କେନ୍ଦୁଝର,ତା୧୪/୧୦(ଦିଲ୍ଲୀପ ସାହୁ )-…

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପଲମ କୁ ନୂତନ ବ୍ଲକ ଘୋଷଣା ଦାବୀ ରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର  ପଲମକୁ ନୂତନ ବ୍ଲକର ମାନ୍ୟତା ପାଇଁ ୧୩ଗୋଟି  ପଞ୍ଚାୟତ ବାସିନ୍ଦା ଦାବୀ କରିଛନ୍ତି ।ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ତାଙ୍କ ବାସ ଭବନରେ   ଦାବୀପତ୍ର ପ୍ରଦାନ କରିଛନ୍ତି । …

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ

ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର/ରାୟଗଡ଼, ତା.୧୪/୧୦/୨୦୨୫:ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍‌.ଏସ୍‌. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ…

ବଡ଼ନୀ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -2025” କାର୍ଯ୍ୟକ୍ରମ…

ଝରିଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା 14/10/025-ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଅଧୀନସ୍ଥ ରାମସା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ବଡ଼ନୀ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ତଥା "ସୁରଭୀ…

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ଙ୍କ ଅନଶନ

ନବରଙ୍ଗପୁର,: ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଧାରଣା ଦିଆଯାଇଛି l ଆଠ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି ଜଣେ ଆଶା କର୍ମୀ କିଛି ଭୁଲ କଲେ ସାଙ୍ଗେ ସାଙ୍ଗେ…

ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ସମ୍ବନ୍ଧିତ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ

 କେନ୍ଦୁଝର,ତା୧୪/୧୦(ଦିଲ୍ଲୀପ ସାହୁ)- ଆଜି କେନ୍ଦୁଝର ଅଡିଟୋରିୟମ ଠାରେ ପାଞ୍ଚ ଗୋଟି ଜିଲ୍ଲା ଯଥା- କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଯାଜପୁର ଓ ଭଦ୍ରକକୁ ନେଇ ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ଉପରେ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମାନ୍ୟବର ସମବାୟ ,…

ଜିଲ୍ଲା ସ୍ତରୀୟ ୮ ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପାଳନ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ।ଳୟ ସ୍ଥିତ ସଦଭାବନା ସଭା ଗୃହରେ ଚଳିତ ବର୍ଷ ର ତଥା ପୋଷଣ ଅଭିଯାନର ୮ ମ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି ପାଳିତ ହୋଇଯାଇଛି । ଏହି ଦିବସରର ମୁଖ୍ୟ ଅତିଥି…

ଭଞ୍ଜନଗର ପୋଲିସ୍ ଦ୍ଵାରା ଲକ୍ଷାଧିକ ଟଙ୍କା ର ବେଆଇନ୍ ବାଣ ଜବତ୍

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏହାକୁ ଉତ୍ସୁକତାର ସହ ପିଲାଙ୍କ ଠାରୁ ଯୁବଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।ବାଣ ବିକ୍ରୀ ପାଇଁ ବ୍ୟବସାୟୀମାନେ ପ୍ରଶାସନ ଠାରେ ଲାଇସେନ୍ସ ପାଇଁ ଆବେଦନ କରିଥିବା ଜଣାପଡିଛି। ଆଉ କିଛି ଲୋକ ଅସାଧୁ ଉପାୟରେ ଅଧିକ ଲାଭ…

କୃଷି ବିଜ୍ଞାନ କେନ୍ଦ୍ରରେ ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି ସମ୍ବର୍ଦ୍ଧିତ ତାଲିମ କାର୍ଯ୍ୟକ୍ରମ

 ଜଗତସିଂହପୁର,ତା-୧୪.୧୦.୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଓ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶ୍ରମ ବିଜ୍ଞାନ ଓ ସୁରକ୍ଷା ,ସର୍ବ ଭାରତୀୟ ସମନ୍ୱିତ ଗବେଷଣା ପ୍ରକଳ୍ପ, ଓୟୁଏଟିର ମିଳିତ ପ୍ରୟାସରେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଉଦ୍ଭିଦ…

ସଂରକ୍ଷିତ ଭଣ୍ଡାର ମୁଣ୍ଡିଆ ପାଦଦେଶରୁ ବେଆଇନ ଢିମା ପଥର ଓ ମୋରମ ଚାଲାଣ,

ଭାରିଜାନ ପରିବହନ ପାଇଁ ଶରଣକୁଳ-ଗୁଣ୍ଡୁରିବାରୀ ରାସ୍ତା ପାଲଟିଛି ମରଣଯନ୍ତା, ସାଧାରଣରେ ଗମନାଗମନ ବାଧାପ୍ରାପ୍ତ ନେଇ ଗ୍ରାମବାସୀଙ୍କ ଅଭିଯୋଗ, ଓଡ଼ଗାଁ,୧୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳର ଭଣ୍ଡାର ପାହାଡ଼ରୁ ଦୈନିକ ବେଆଇନ ଭାବେ…