Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରକାରୀ ବିଦ୍ୟାଳୟରେ ଅଧ୍ୟୟନ ରତ ବିଦ୍ୟାର୍ଥୀ ମାନଙ୍କର ଉତ୍କୃଷ୍ଟ ପରୀକ୍ଷାଫଳ ଏବଂ ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି…
ନବରଙ୍ଗପୁର ତା ୨୫.୧୦.୨୦୨୫: ଅଶୋକ ସାହୁ,ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଛତ୍ରପତି ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।…
୫ ଶହ ମହିଳାଙ୍କୁ ୨ କୋଟି ଟଙ୍କା ଠକେଇ
ପୂର୍ବତନ ମହିଳା ସରପଞ୍ଚ ମାଷ୍ଟର ମାଇଣ୍ଡ, ଦେଢ଼ ବର୍ଷ ପରେ ବି ପୁଲିସ ନେଉନି କାର୍ଯ୍ୟାନୁଷ୍ଠାନ
ସୁନ୍ଦରଗଡ଼ ୨୪/୧୦//୨୫.(ବିଷ୍ଣୁ ଭୋମିକ)ନୂଆଗାଁ ଦୁଇ ହାତିବାରୀ ଥାନ ବନ୍ଦରକେଳା ଗାଁର ଗରିବ ମହିଳା ସୁନିତା ଡୁଙ୍ଗଡୁଙ୍ଗ । ଦିନ ମଜୁରି କଲେ ଘରେ ଚୁଲି ଜଳେ । ପଞ୍ଚାୟତର ପୂର୍ବତନ ସରପଞ୍ଚ…
ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିବ ଭ୍ରାମ୍ୟମାଣ ରଥ ,ଜିଲ୍ଲାର 2 ବ୍ଲକ୍ ଚିହ୍ନଟ
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆୟର ଏକ ଭ୍ରାମ୍ୟମାଣ ସାଧନ କେନ୍ଦ୍ର ରଥର ଶୁଭାରମ୍ଭ କରିଛନ୍ତି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି |କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ବ୍ଲକ୍ ଯଥାକ୍ରମେ ରାଜନଗର ଓ…
ଉପାନ୍ତ ଅଞ୍ଚଳରେ ଓଡିଆ ଭାଷାକୁ ଅବହେଳା
ରାଜଗାଙ୍ଗପୁର,ତା୨୪ ୧୦(ବିଷ୍ଣୁ ଭୋମିକ):ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରତି ସରକାର ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହି ଉପାନ୍ତ ଅଞ୍ଚଳରେ ଓଡିଆ ଭାଷାର ପ୍ରଚାର ପ୍ରସାର ଓ ବ୍ୟବହାର ହେଉନଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟରେ କଂଗ୍ରେସ ସରକାର ସମୟରେ…
ଜିନ୍ଦଲ ଷ୍ଟିଲ୍କୁ ରୋଟାରି ଇଣ୍ଡିଆ ନ୍ୟାସନାଲ୍ ସିଏସଆର ଅୱାର୍ଡ ୨୦୨୫
ଭୁବନେଶ୍ୱର, ୨୫ ଅକ୍ଟୋବର:ଗ୍ରାମାଞ୍ଚଳ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, ଜିନ୍ଦଲ ଷ୍ଟିଲ୍କୁ ଜଳ, ପରିମଳ ଏବଂ ସ୍ୱଚ୍ଛତା ମେଗା ବର୍ଗରେ ରୋଟାରି ଇଣ୍ଡିଆ ନ୍ୟାସନାଲ୍ ସିଏସଆର ଅୱାର୍ଡ (ପୂର୍ବାଞ୍ଚଳ) ୨୦୨୫ ପ୍ରଦାନ କରାଯାଇଛି । ୨୩…
ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ – ୨୦୨୫ ଉଦଘାଟନୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ - ୨୦୨୫ ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
ଲଡ଼ିପାରୁନାହାନ୍ତି; ତେଣୁ ଅପରାଧୀଙ୍କୁ ଲଗାଇ କୁତ୍ସାରଟନା କରୁଛନ୍ତି, ନିର୍ବାଚନ ଅଧିକାରୀ ଓ ପୁଲିସ ନିରବଦ୍ରଷ୍ଟା
"ଦାରିିଦ୍ର୍ୟର କଷାଘାତରେ ମୋର ଜନ୍ମ"
> ମୋର ଦୁଇଟି ଯାକ ଘର ଋଣରେ; ଏବେ ବି ଶୁଝୁଛି
> ଆଉ ଯଦି କିଛି ସମ୍ପତ୍ତି ଥାଏ, ସରକାର ବାଣ୍ଟିଦିଅନ୍ତୁ
> ଶହଶହ ବନ୍ଧୁକ ମୁନ ସାମ୍ନାରେ ମୁଁ ଠିଆ ହୋଇଥିଲି
> ଆଦିବାସୀ ଏକଜୁଟ; ସେମାନଙ୍କ ସର୍ବମାନ୍ୟ ନେତା…
ଶରଣକୁଳ ସରପଞ୍ଚଙ୍କ ବିଜେପିରେ ଯୋଗଦାନ, ଶହେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ମିଶିଲେ
ଖୋଜୁଥିଲି, ମିଳିଗଲା ଘର: ମିନାକ୍ଷୀ
ଓଡ଼ଗାଁ୨୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ ଗୁରୁବାର ଦିନ ପ୍ରାୟ ଶହେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ମିଶିଛନ୍ତି । ବିଜେପି…
ଫାର୍ମାସିଷ୍ଟଙ୍କ ତତ୍ବାବଧାନରେ ଚାଲିଛି ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର
ସ୍ଥାୟୀ ଡାକ୍ତର ସହିତ ଟେକନିସିଆନ ନିଯୁକ୍ତ କରି ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ସହରବାସୀଙ୍କ ଦାବି,
ଓଡ଼ଗାଁ,୨୪।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ସହରୀ ଜନସାଧାରଣଙ୍କୁ ସ୍ବତନ୍ତ୍ର ତଥା ଉଚ୍ଚ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ…
ପାତାଳଗଙ୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
(ନୂଆପଡା ସ୍ୱତନ୍ତ୍ର ରିପୋର୍ଟର ଉପେନ୍ଦ୍ର ବାଗ ): ନୂଆପଡା ଜିଲ୍ଲା ବୋଡେନ ବ୍ଲକ ମାଁ ଦ୍ୱାରଶନି ଖେଳ ପଡିଆ ଠାରେ ଆଜି ପାତାଳଗଙ୍ଗା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ବୋଡେନ ଅଞ୍ଚଳ ର ସମସ୍ତ ଯୁବପିଢ଼ି ତଥା ଅଞ୍ଚଳ ର ବୃଦ୍ଧିଯିବି ମାନେ ଉପସ୍ଥିତ…