(ନୂଆପଡା ସ୍ୱତନ୍ତ୍ର ରିପୋର୍ଟର ଉପେନ୍ଦ୍ର ବାଗ ): ନୂଆପଡା ଜିଲ୍ଲା ବୋଡେନ ବ୍ଲକ ମାଁ ଦ୍ୱାରଶନି ଖେଳ ପଡିଆ ଠାରେ ଆଜି ପାତାଳଗଙ୍ଗା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ବୋଡେନ ଅଞ୍ଚଳ ର ସମସ୍ତ ଯୁବପିଢ଼ି ତଥା ଅଞ୍ଚଳ ର ବୃଦ୍ଧିଯିବି ମାନେ ଉପସ୍ଥିତ ରହିଥିଲେ, ଯାହା କି ଆଗାମୀ ଜାନୁୟାରୀ ୨୦୨୬ ତାରିଖ ୨୧,୨୨,୨୩,୨୪, ପାତାଳଗଙ୍ଗା ମହୋତ୍ସବ ହେବାପାଇଁ ନିର୍ଧାରଣ ହୋଇଅଛି I ଚାରୀ ଦିନ ଧରି ପାତାଳ ଗଙ୍ଗା ମହୋତ୍ସବ, କଲା ଓ ସାଂସ୍କୃତିକ ଭିତିକ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ଢୋଲ, ନିଶାନ, ତାସାର ତାଳେ ତାଳେ, ବୋଡେନ ଅଞ୍ଚଳ ଦୂଲକି ଯିବା ନେଇ ଆଜିର ବୈଠକ ନିଷ୍ପତି ହେବା ସହିତ ବୋଡେ଼ନ ଅଞ୍ଚଳର ସମସ୍ତ ଯୁବପିଢ଼ି ବରିଷ୍ଠ ନାଗରିକ ଓ ଜନ ସାଧାରଣ ଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ବୈଠକ ରେ ଆହ୍ୱାନ କରିବା ସହ କିଭଳି ଭାବରେ ପାତାଳଗଙ୍ଗା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ସେ ଉପରେ ବିଶେଶ ଭାବରେ ଆଲୋଚନା ହୋଇଥିଲା,,
Sign in
Sign in
Recover your password.
A password will be e-mailed to you.