Browsing Category

ରାଜ୍ୟ

ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ ସ୍ଵାସ୍ଥ୍ୟ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର, ୨୭.୧୦.୨୦୨୫: ବାତ୍ୟା ‘ମୋନ୍ଥା’ର ମୁକାବିଲା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଜିଲ୍ଲା ଚିକିତ୍ସାଳୟ, ମେଡ଼ିକାଲ କଲେଜ୍ ଓ ହସପିଟାଲ ଏବଂ ବିଭିନ୍ନ ସ୍ତରରେ ଥିବା ହସ୍ପିଟାଲ ଓ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କର ପ୍ରସ୍ତୁତି ବିଷୟରେ ଆଜି…

ବାତ୍ୟା ‘ମୋନ୍ଥା’ ସମୟରେ ବିଦ୍ୟୁତ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଶକ୍ତି ବିଭାଗ…

ଭୁବନେଶ୍ୱର, ୨୮ ଅକ୍ଟୋବର, ୨୦୨୫: ଆସୁଥିବା ବାତ୍ୟା 'ମୋନ୍ଥା' ଉପରେ ନଜର ରଖି, ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଥିଲେ। ବୈଠକରେ ଉନ୍ନୟନ କମିଶନର, ଏସିଏସ୍…

ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତା ଙ୍କ ବୈଠକ

ନୂଆଁପଡ଼ା ତା.୨୭/୧୦ - ନୁଆଁପଡା ବିଧାନସଭା ଉପ ନିର୍ବାଚନ ରେ ରାଜନୈତିକ ଚଳ ଚଞ୍ଚଳତା ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତା ଙ୍କ ସମେତ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଆଜି ଏହି ମର୍ମ ରେ ଖରିଆର୍ ରୋଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ଜରୁରୀ ବୈଠକ…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଥିଲା। ଏହି ପରିପେକ୍ଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ କର୍ମଚାରୀମାନେ…

ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପରେ ନାବାଳିକା ଝିଅର ମୁହଁରେ ହସ ଫୁଟିଲା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ତା- ୨୯-୫-୨୦୨୫ରିଖରେ ବି. ଲୋକେସ ରାଓ , ପିତା-ସ୍ୱର୍ଗତ ବି. କ୍ରିଷ୍ଣା ମୂର୍ତ୍ତି , ଗୁରାଣ୍ଡି , ଜିଲ୍ଲା-ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି କାର୍ଯ୍ୟାଳୟରେ ଦ୍ବାରସ୍ଥ ହୋଇ ନିଜ ନାବାଳିକ ଝିଅର (ଯିଏକି ଜନ୍ମରୁ ଦିବ୍ୟାଙ୍ଗ)…

ନଭେମ୍ବର ୬ରେ ଅନୁଷ୍ଠିତ ହେବ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ହାତଲେଖା ବଦଳରେ ଡିଜିଟାଲ ଭିନ୍ନକ୍ଷମ ଆବେଦନ ପତ୍ର ବାଧ୍ୟତାମୂଳକ, ଓଡ଼ଗାଁ,୨୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ନଭେମ୍ବର ମାସ ୬ ତାରିଖରେ ଓଡ଼ଗାଁ ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର…

ରଜତ ଜୟନ୍ତୀ ପାଳନ ନେଇ ପଞ୍ଚମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

  ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ପଞ୍ଚାୟତ ଊଚ୍ଚ ବିଦ୍ୟାଳୟ ଠାରେ ଆଜି ରବିବାର ଦିନ ସକାଳ ୧୦ ଘଣ୍ଟ ସମୟରେ ରଜତ ଜୟନ୍ତୀ ପାଳନ ନିମନ୍ତେ ପଞ୍ଚମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସରିଆଁ ଊଚ୍ଚ ବିଦ୍ୟାଳୟ ପ୍ରଧାନ…

କଟକ–ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା, ୩ ଗୁରୁତର

ଚଣ୍ଡୀବଜ଼ାର ଠାରେ ବାଇକ ସହ କାର ମୁହାଁମୁହିଁ ଧକ୍କା । କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାର କଟକ–ଚାନ୍ଦବାଲି ରାସ୍ତାରେ ଚଣ୍ଡୀବଜ଼ାର ନିକଟରେ ଆଜି ଅପରାହ୍ନରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ ଓ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ତିନିଜଣ…

କିଟରେ ପାରମ୍ପରିକ ଉତ୍ସାହ ସହ ଛଟ ପୂଜା ପାଳିତ

  ଭୁବନେଶ୍ୱର, ୨୭ । ୧୦: କିଟ୍‍ ବିଶ୍ୱବିଦ୍ୟାଳୟରେ ଭକ୍ତି ଓ ପାରମ୍ପରିକ ଉତ୍ସାହ ସହିତ ସୋମବାର ଉତ୍ତର ଭାରତର ଗଣପର୍ବ ପବିତ୍ର ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିହାର ଓ କିଟ୍‍…

ସ୍କୁଟି ସହିତ ମୋଟରସାଇକେଲ୍ ଧକ୍କା ; ଦୁଇ ମହିଳା ଗୁରୁତର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଏବଂ ଜିରୋଳି ମଧ୍ୟରେ ଏକ ସ୍କୁଟି ସହିତ ମୋଟରସାଇକେଲ୍ ଧକ୍କା ହେବା ଫଳରେ ଦୁଇ ଜଣ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଭଞ୍ଜନଗରରେ ମନୋଜ୍ ଦାଶ୍ (30)ଏବଂ ହିଞ୍ଜିଳି ଗିରିଆ ଗ୍ରାମର ଦଶରଥ…