Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଞ୍ଜିପାଣି ଆଶ୍ରମ ସ୍କୁଲରେ ଲିଙ୍ଗଗତ ବୈଷମ୍ୟ ଓ ସ୍ୱଚ୍ଛତା ଅଭିଯାନ ନେଇ କାର୍ଯ୍ୟକ୍ରମ।
କେନ୍ଦୁଝର,ଦିଲ୍ଲୀପ ସାହୁ ତା୧୨/୧୨- ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଆଶ୍ରମ ସ୍କୁଲରେ ଲିଙ୍ଗଗତ ବୈଷମ୍ୟ ଏବଂ ଏହାର ସମସ୍ୟା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ…
“ପ୍ରଶାସନ ସେତେବେଳେ ଭୟ କରେ, ଯେତେବେଳେ ଜନତା ପ୍ରଶ୍ନ କରେ”
ସୂଚନା ଅଧିକାର ଆଇନ ୨୦ ବର୍ଷ ପୂର୍ତ୍ତିପାଳନ: ଦୁଇ ଦିନିଆ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ
ଭୁବନେଶ୍ୱର/ସୁଶାନ୍ତ ସାହୁ : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ସୂଚନା ଅଧିକାର ଆଇନ (RTI Act, 2005) ର ସଫଳ ୨୦ ବର୍ଷ ପୂର୍ତ୍ତିପାଳନ ଅନୁଷ୍ଠିତ ହୋଇଯାଇଛି। ସଚେତନ…
ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବହିଷ୍କାର ଦାବିରେ ରାଜ୍ୟପାଳଙ୍କୁ ବିଜେଡିର ସ୍ମାରକପତ୍ର
ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ପ୍ରସଙ୍ଗ
ପୂର୍ବରୁ ମହିଳାଙ୍କ ପ୍ରତି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଭୋଦ୍ରଚିତ ଟିପ୍ପଣୀ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ
ଅନ୍ୟ ରାଜ୍ୟରେ ଏଭଳି ଅପରାଧ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି
ମାଲକାନଗିରି…
ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନକଲା ବିଜେଡି
ରାଜଧାନୀରେ ଏକ ବାର କମ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ
ଅଗ୍ନିଶମ ବିଭାଗର ଭୂମିକା ସନେ୍ଦହ ଘେରରେ
ଆବଶ୍ୟକୀୟ ନିୟମ ପାଳନ ନେଇ ଅଡିଟ୍ ହେଉଛି କି ନାହିଁ, ସେନେଇ ସନେ୍ଦହ
ଭୁବନେଶ୍ୱର, ୧୨/୧୨/୨୦୨୫: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର କମ…
ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ଅର୍ନ୍ତଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମରେ ପୁରୁଣା ଶତୃତା କୁ ନେଇ ନିଜ ଦଦା ପୁଅ ଭାଇ ର ଛୁରୀ ମାଡରେ ବଡ଼ଭାଇ ସାଗର ଗୌଡ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସ୍କା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ…
ଧାନକ୍ରୟ ନିମନ୍ତେ ଭଞ୍ଜନଗର ଆର ଏମ ସି ପକ୍ଷରୁ ସଚେତନତା କୃଷକ ପ୍ରଚାର ରଥ ର ଶୁଭାରମ୍ଭ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା ଡିସେମ୍ବର ୨୩ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଭଂଜନଗର ରାଜସ୍ବ ଉପଖଣ୍ଡରେ ମଧ୍ୟ ବିଭିନ୍ନ ମଣ୍ଡିରେ ଖରିଫ…
ଶିଶୁ ମାନଙ୍କ ଠାରେ ନୂତନ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକର ମାଧ୍ୟମ ହେଉଛି ବିଜ୍ଞାନ ପ୍ରଦର୍ଶନୀ
କେନ୍ଦୁଝର,ତା୧୧/୧୨- ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫-୨୬ ସ୍ଥାନୀୟ ପି.ଏମ.ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁନି ବୈଜ୍ଞାନିକ…
ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା l
ଅସ୍ତରଙ୍ଗ/ଦୁଃଶାସନ ନାୟକ: ସ୍ୱାମୀ, ସ୍ତ୍ରୀ ଭିତରେ ପାରିବାରିକ କଳହ ଓ ବାକ ବିତଣ୍ଡା କୁ ନେଇ ଅସ୍ତରଙ୍ଗ ବଜ଼ାର ରେ ଜଳଖିଆ ଦୋକାନ କରି ଚଳୁଥିବା ଜଣେ ମହିଳା, ଘରେ ଲାଗିଥିବା ଏକ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ବାକୁ ମିଳିଛି l ଘଟଣା ରୁ ପ୍ରକାଶ ଜେ, ପୁରି ଜିଲ୍ଲା ଗୋପ…
କେନ୍ଦୁଝର ପୋଲିସର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।
କେନ୍ଦୁଝର,ତା୧୧/୧୨- ଆଜି କେନ୍ଦୁଝର ଅଡିଟୋରିୟମରେ କେନ୍ଦୁଝର ପୋଲିସ ପକ୍ଷରୁ ସାଇବର ସେଫଟି କ୍ୟାମ୍ପେନ ଓଡିଶା ୨୦୨୫ ଆୟୋଜିତ ହୋଇଯାଇଛି। ମାସାଧିକ କାଳ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୁବଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ,ଡାକ୍ତରୀ ଛାତ୍ରଛାତ୍ରୀ,ସାଧାରଣ…
କଳା ନିକେତନର ପ୍ରବାଳ ଜୟନ୍ତୀ ଉତ୍ସବ ପାଳିତ।
ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କଇରାସି ସ୍ଥିତ କଳା ନିକେତନର ୩୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଳା ନିକେତନ ପରିସରରେ ଥିବା ଭଞ୍ଜ କଳା ରଙ୍ଗମଞ୍ଚ ଠାରେ ଦୁଇ ଦିନ ବ୍ୟାପୀ ମହା ସମାରୋହରେ ପାଳିତ ହୋଇଯାଇଛି ପ୍ରବାଳ ଜୟନ୍ତୀ ଉତ୍ସବ। କଳା…