Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫୭ଟି ନୂଆ ସବ୍-ରେଜିଷ୍ଟ୍ରେସନ୍ ଅଫିସ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟର ସବୁ ତହସିଲ୍ରେ ଖୋଲିଲାସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ। ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ,ଏଥିରେ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ।
କେନ୍ଦୁଝର,ତା୫/୨- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍ରେ ୫୭ଟି ନୂଆ…
ଜିଲ୍ଲାର ୩ ଗୋଟି ଉପ-ନିବନ୍ଧକ କାର୍ଯ୍ୟାଳୟ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟ ସରକାରଙ୍କ ଦ୍ବାରା ଜମି ସମ୍ବନ୍ଧୀୟ ସମସ୍ତ ସୁବିଧା ଜନସାଧାରଣଙ୍କୁ ଯୋଗଇ ଦେବାକୁ ପ୍ରତ୍ୟେକ ବ୍ଲକର ତହସିଲ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଦ୍ଵାରା ସ୍ଥାନୀୟ ଜନସାଧାରଣଙ୍କ ସୁବିଧା…
ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଚଳିତ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯିବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ…
ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ବେଲଗୁଣ୍ଠା,_(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ…
ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ -୨୦୧୩ ଓ ଦଣ୍ଡ ବିଧାନ କର୍ମଶାଳା
ନବରଙ୍ଗପୁର ୫.୨.୨୦୨୬:ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଏକ ଜିଲ୍ଲାସ୍ତରୀୟ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ-୨୦୧୩ ଓ ଦଣ୍ଡ ବିଧାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା କୁ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରଦୀପ…
ଆଦିତ୍ୟ ଆଲୁମିନା ରେଫେଇନାରୀ କଂସାରୀଗୁଡା ବିସ୍ଥାପିତ ପରିବାର ର କାର୍ଯ୍ୟକାରି ସଭାପତି ଓ ସମ୍ପାଦକ ଦ୍ୱାରା କାଶୀପୁର…
କାଶୀପୁର ରୁ ବୈକୁଣ୍ଠ ଦୁରିଆ: କଂସାରୀଗୁଡା ଡିପିର କାର୍ଯ୍ୟକାରୀ ସଭାପତି ଡଉଲ ରତ୍ନ ଚୌଧୁରୀ ଓ ସମ୍ପାଦକ ବିଦ୍ୟାରତ୍ନ ଚୌଧୁରୀ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆଙ୍କୁ ସଭାପତିଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ସହ ସ୍ୱାଗତ ଜଣାଇଥିଲେ।ଏହି ଅବସରରେ ସଂଗଠନ ସୁଦୃଢ଼ କରିବା,…
ବେଦାନ୍ତ ଆଲୁମିନିୟମର ‘ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ନୂଆ ରୂପ ଦେଉଛି
କଳାହାଣ୍ଡି, 05/02/2026: କଳାହାଣ୍ଡି ଜିଲ୍ଲାରେ ଲୋକଙ୍କ ସହ ସମ୍ପର୍କ ବଢାଇବାର ସେତୁ ପାଲଟିଛି ବେଦାନ୍ତ ଆଲୁମିନିୟମର ‘ମିଳାପ’ ପ୍ରକଳ୍ପ । ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ ପ୍ରକଳ୍ପ ଅଞ୍ଚଳରେ ଏହା କାର୍ଯ୍ୟକାରୀ ଏହି ଗୋଷ୍ଠି ସମ୍ପର୍କ ଅଭିଯାନ ଜରିଆରେ ଲୋକଙ୍କ ଭିତରେ ସ୍ଥିରତା,…
କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ ଏନଏସଇ ମୁଖ୍ୟ ଆଶିଷ କୁମାର ଚୌହାନଙ୍କ ସ୍ୱାଗତ
ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଆଶିଷ କୁମାର ଚୌହାନ ନିକଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ ନେଇ ନିଜର ମତାମତ ବ୍ୟକ୍ତ କରିଛନ୍ତି । ସେ ଆର୍ଥିକ ଏକତ୍ରିକରଣ,…
ସୁଶାସନ ନୁହେଁ, ନାମ ଓ ରଙ୍ଗ ପରିବର୍ତ୍ତନ ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଛି: ବିଜେଡି
ରାଜ୍ୟର କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ ପାଇଁ ସରକାରଙ୍କ ବିଜ୍ଞପ୍ତି ପ୍ରସଙ୍ଗ
ନିଜର ବିଫଳତା ଉପରେ ପରଦା ପକାଇବା ପାଇଁ ଏହି ଉଦ୍ୟମ
ବଜେଟର ମାତ୍ର ୪୦% ଖର୍ଚ୍ଚ ହୋଇପାରିବା ସରକାରଙ୍କ ଅପାରଗତାର ଜ୍ୱଳନ୍ତ ଉଦାହରଣ
ମହିଳା, କୃଷକ ଓ ଯୁବକ ମାନଙ୍କୁ ନ୍ୟାୟ…
ଓୟୁଟିଆରରେ ଇଞ୍ଜିନିୟର୍ସ କପ୍: ସୋଆର ସଫଳତା
ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ପକ୍ଷରୁ ଆୟୋଜିତ ଇଞ୍ଜିନିୟର୍ସ କପ୍ ୨୦୨୬ରେ ସଫଳତା ହାତେଇଛି ସୋଆ। ଓୟୁଟିଆର ବିଶ୍ୱବିଦ୍ୟାଳୟର ଏହି ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଗେମ୍ସ ଆଣ୍ଡ ସ୍ପୋର୍ଟ୍ସ ସୋସାଇଟି ଆୟୋଜନ କରିଥିବା ବେଳେ ୭ଟି କ୍ରୀଡ଼ା…