Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଡ଼ନଦୀ ଗଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଓଡ୍ରାଫ୍ ଟିମ୍ ଦ୍ୱାରା ଶବ ଉଦ୍ଧାର
ବେଲଗୁଣ୍ଠା:, -(ଶିବରାମ ଚୌଧୁରୀ )-, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଓରିଗଡ଼ ଗ୍ରାମ ନିକଟସ୍ଥ ବଡ଼ନଦୀ ଗଣ୍ଡରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବେଲଗୁଣ୍ଠା ଥାନା ଜିରୋଳି ଗ୍ରାମର ବାବୁଲା ନାୟକ (୩୯)।ମିଳିଥିବା ସୂଚନା ମୁତାବକ, ବାବୁଲା ଓରିଗଡ଼…
୨ ପିକ୍ ଅପ୍, ୧ଟି ଆଇଚର ଜବତ, ଗୁଟଖା, ଖଇନି ବେପାରର କିଙ୍ଗଫିନ୍ କମଳ ସାହୁ
ଜିଲ୍ଲା ଓ ଜିଲ୍ଲା ବାହାରେ ଚାଲିଥିଲା ବେନାମୀ କାରବାର
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲାର ଗୁଟଖା ମାଫିଆ କମଳ ସାହୁ ଉପରେ ପୁଲିସ ପ୍ରଭାବ ବେଶ ଭାରି ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ପୁଲିସକୁ ଆଜି ଏକ ବଡ଼ ସଫଳତା…
ବରିଷ୍ଠ ପାଲାକାର ନିରଞ୍ଜନ ମହାକୁଡ ସମ୍ମାନୀତ।
କେନ୍ଦୁଝର,ତା୯/୨- ଭୁବନେଶ୍ୱର କଳା ବିକାଶ କେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ କଳା ସଂସ୍କୃତି ଜିଲ୍ଲା ସଂଯୋଜକ ଏବଂ ଉପସଂଯୋଜକ ମାନଙ୍କର ଦିନିକିଆ କଳାକାର ମାନଙ୍କର ୩୦୦ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମର ରୋଜଗାର ନିମନ୍ତେ ଏବଂ ପ୍ରତ୍ୟେକ ଗ୍ରାମର ପାରମ୍ପରିକ କଳାକାର ମାନଙ୍କୁ ଚିହ୍ନଟ କରିବା…
ପାଲା ବାୟକ ସମ୍ମିଳନୀ ଅନୁଷ୍ଠିତ।
କେନ୍ଦୁଝର,ତା୯/୨- ମା' ତାରିଣୀ ପାଲା ବାୟକ ପରିଷଦର ତୃତୀୟ ବାର୍ଷିକ ସମ୍ମିଳନୀ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଚକୁଳିଆ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଚଳିତ ମାସ ୭/୮ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ପାଲାକାର ଡ. ଧୀରେନ ମହାନ୍ତି ଓ ଡ. ସୁଧାଂଶୁ ଶେଖର ଗିରି ଯଥାକ୍ରମେ ପ୍ରଥମ…
ଅସ୍ତରଙ୍ଗ ରାଜ୍ୟସ୍ତରୀୟ ଶାରଳା କପ, ଫାଇନାଲ ରେ ଆଦିତ୍ୟ ୧୧କୁ ହରାଇ ଢେଙ୍କାନାଳ ବିଜୟୀ
ଅସ୍ତରଙ୍ଗ ୯/୨,,ଅସ୍ତରଙ୍ଗ ମା ଶାରଳା ସ୍ପୋଟିଂ କ୍ଲବ ପକ୍ଷରୁ ନରେନ୍ଦ୍ର ଷ୍ଟାଡିୟମରେ ସୋମବାର ଦିନ ଖେଳା ଯାଇଥିବା ମେଗା ଫାଇନାଲ କ୍ରିକେଟ ମ୍ୟାଚ ଢେଙ୍କାନାଳ କ୍ରିକେଟ କ୍ଳବ ଏବଂ ଆଦିତ୍ୟ ୧୧ଭୁବନେଶ୍ୱର ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ ରେ ପ୍ରଥମେ ଟସ ଜିତି ଢେଙ୍କାନାଳ ଟିମ…
ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ.
ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ଗୋଷାଣୀନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଟିତ ହୋଇ ଯାଇଛି।ଏହି ସଚେତନତା…
ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସଂଧ୍ୟା ଓ ପଦାମୃତ ନୃତ୍ୟାୟନର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
https://youtu.be/tBysDKIQ58c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି…
ବଣ୍ଡା ଘାଟିରେ ଆବାସ ଯୋଜନାରେ ମହା ଦୁର୍ନୀତି, ବିଡିଓଙ୍କୁ ବଦଳି କରି ପ୍ରଶାସନ ଚୁପ୍
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ ୯।୨/୨୬: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ରେ ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ତଦନ୍ତ ନହୋଇ ବିଡିଓଙ୍କ ବଦଳି ହୋଇଛି । ତେବେ ଏପରି ସ୍ଥିତିରେ ହିଁତାଧୂକାରୀଙ୍କୁ ନ୍ୟାୟ କେବେ ମିଳିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ସୂଚନା…
ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ
ମାନବର ରୂପାନ୍ତରଣ ପାଇଁ ପୂର୍ଣ୍ଣାଙ୍ଗ ଯୋଗ ହିଁ ପ୍ରକୂଷ୍ଟ ମାଧ୍ୟମ
ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇଯାଇଛି।ଏହା ସହିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରୌପ୍ୟ ଜୟନ୍ତୀ ଉତ୍ସବ ମଧ୍ୟ ସମାହିତ…
ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚବିଦ୍ୟାଳୟର ସପ୍ତଦଶ ବାର୍ଷିକ ଉତ୍ସବ
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ରେ ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ରେ ସପ୍ତ ଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ…