Browsing Category

ରାଜ୍ୟ

ପରୀକ୍ଷା କେନ୍ଦ୍ରରେ ଭୟ ଦେଖାଇବାରୁ ଛାତ୍ରୀ ଙ୍କ ଆତ୍ମହତ୍ୟା..!!

ବ୍ରହ୍ମପୁର : ଶ୍ରୀରାମ ନଗର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଗତ ଶନିବାର ମାଟ୍ରିକ ଇଂରାଜୀ ପରୀକ୍ଷା ଥିଲା। ସେ ପରୀକ୍ଷାରୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଇଂରାଜୀ ପରୀକ୍ଷା ବେଳେ ଛାତ୍ରୀ ଜଣଙ୍କ କପି କରିଥିଲେ। ପରୀକ୍ଷା କେନ୍ଦ୍ରରେ…

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): : ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତ ଜଳମେରିପଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ପାଗଳ ଦନ୍ତା ହାତୀ ଆକ୍ରମଣରେ ଉର୍ମିଳା ରାଉତ ଓ ଗୋପୀନାଥ ପ୍ରଧାନ ନାମକ ଦୁଇ ଜଣଙ୍କ ମୃତ୍ୟୁ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି…

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର, ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି।

( କୈଳାଶ ଚନ୍ଦ୍ର ଚୌଧୁରୀ ,ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ବି ତୁରୁବୁଡି ପଞ୍ଚାୟତ ଦସିପୁର ଗ୍ରାମର ବୁଲୁ ରେଡ଼ି ନାମକ ଜଣେ ବ୍ୟକ୍ତି କୁ ପୁଅ ଧନୁ ରେଡ଼ି ଅତର୍କିତ ଭାବେ କାତିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ରୁ ଜଣାପଡିଛି ଯେ ଧନୁ ବାହାର ରାଜ୍ୟରେ କାମ…

ଗୋଦର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଫାଇଲେରିଆ ବା ଶ୍ଲୀପଦ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ସନ୍ତସନ୍ତିଆ ଜାଗାରେ ଫାଇଲେରିଆ କୃମି ଯୁକ୍ତ ଆନୋଫିଲିସ ମଶା ବଢ଼ନ୍ତି, ଏମାନେ…

ସରଣ୍ଡାପାଳିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ ଆରୋହୀ ସହ ୨ ଆହତ

ବିଜେପୁର :- ଗତକାଲି ରାତି ପ୍ରାୟ ୯ଟା ସମୟରେ ସରଣ୍ଡାପାଳି ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀ ସରଣ୍ଡାପାଳିର ରାହୁଲ ପଧାନ ଆହତ ହୋଇଥିବା ସୂଚନା ମିଳିଛି। TS 04 EM 3789 ନମ୍ବରର ଏକ କାର ନିୟନ୍ତ୍ରଣ ହରାଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ପରେ ରାସ୍ତା…

ସୁଭଦ୍ରା ଶକ୍ତି ମେଳା ଚତୁର୍ଥ ଦିନରେ ଭବ୍ୟ ଆୟୋଜନ

https://youtu.be/qfZwY15AaYc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଚତୁର୍ଥ ଦିନରେ ଉତ୍ସାହ ଓ ଉତ୍ସବମୁଖର ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ଛତିଶଗଡ଼ରେ ଓଡ଼ିଶା ଶିଳ୍ପୀ ସମ୍ବଦ୍ଧିତ

ଓଡ଼ଗାଁ,୨୨।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଥା ଏନ୍ଏସିର ଅଧିବାସୀ ମନ୍ଦିର ଶିଳ୍ପୀ କୃଷ୍ଣ ଚନ୍ଦ୍ର ବରାଡଙ୍କୁ ଛତିଶଗଡ଼ ରାଜ୍ୟର ରାୟଗଡ ଠାରେ ସମ୍ବଦ୍ଧିତ କରାଯାଇଛି । ଓଡ଼ିଶାର ମନ୍ଦିର କଳା ସଂସ୍କୃତି ଆଧାରରେ ଶ୍ରୀ ବରାଡ ସେଠାରେ ଅଷ୍ଟ…

ମାଙ୍କଡା ପଥର କଟା ଓ ଚୋରା ଚାଲାଣ ଜାରି, ୪୦୭ ଜବତ୍ ଏବଂ ଜଣେ ଗିରଫ

ଓଡ଼ଗାଁ,୨୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ନିକଟରୁ ଓଡ଼ଗାଁ ପୋଲିସ ରବିବାର ପୂର୍ବାହ୍ନରେ ପାଟ୍ରୋଲିଂ କରୁଥିବା ସମୟରେ ଓଆର ୨୫ ସି ୪୮୮୮ ନମ୍ବର ବିଶିଷ୍ଟ ଗୋଟିଏ ବେଆଇନ ମାଙ୍କଡା ପଥର ବୋଝେଇ ମିନି ଟ୍ରକ (୪୦୭)କୁ ଜବତ୍ କରିବା ସହିତ କ୍ଷୁଦ୍ର ଖଣିଜ…

ମେଡିକାଲ କଲେଜ ସ୍ଥାପନ ଦାବି: ୨୪ରେ ନୟାଗଡ଼ ବଜାର ବନ୍ଦ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରମହକୁମାରେ ଭେଷଜ ମେଡିକାଲ କଲେଜ ନିର୍ମାଣ ପାଇଁ ଜିଲ୍ଲାବାସୀ ଆଶା ରଖିଥିଲେ । ସେ ଆଶାକୁ ଆଜି ରାଜ୍ୟ ସରକାର ଧୂଳିସାତ କରି ଦେଇଛନ୍ତି । ନୟାଗଡ଼ ଜିଲ୍ଲା ପାଇଁ ହୋମିଓପାଥି ମେଡିକାଲ କଲେଜ ଘୋଷଣା କରାଯିବା ପରେ ଏହାକୁ ନେଇ ଜିଲ୍ଲାରେ ତୀବ୍ର…

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସପ୍ତାହବ୍ୟାପୀ ଶୀତକାଳୀନ ସ୍ୱତନ୍ତ୍ର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଗଣ୍ୟ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଉଭୟ ପୁରୁଷ ଓ ମହିଳା ଏକକଙ୍କ ସମ୍ମିଳିତ ଉଦ୍ୟମରେ ପୋଷ୍ୟଗ୍ରାମ କେରାଣ୍ଡିରେ ଆୟୋଜିତ…