Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଳବୈଶାଖୀ ପରେ ଭୁବନେଶ୍ୱର ଓ କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ରୁତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ
ଭୁବନେଶ୍ୱର, ମଇ ୨, ୨୦୨୬: କାଳବୈଶାଖୀ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଭୁବନେଶ୍ୱର ଏବଂ କଟକର କିଛି ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ତେବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ପକ୍ଷରୁ ଅତି ଶୀଘ୍ର ପଦକ୍ଷେପ ନିଆଯାଇ ବିଦ୍ୟୁତ…
ବରିଷ୍ଠ ସାମ୍ବାଦିକ କବି ଓ ଫୋଟୋ ସଂଗ୍ରାହକ ସର୍ବୈଶ୍ବର ଦାସ ସଡ଼କ ଦୁର୍ଘଟଣାରେ ଆହତ
ବାଲେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ କବି ବିରଳ ଫୋଟୋ ସଂଗ୍ରାହକ ସର୍ବୈଶ୍ବର ଦାସ ଆଜି ବସ୍ ଯୋଗେ ନିଜ ଗ୍ରାମ ଇଞ୍ଚୁଡିକୁ ଫେରୁଥିଲେ। ସେ ବସରୁ ଓହ୍ଲାଇ ଦୋକାନରୁ ଧୂପ କିଣିବା ପାଇଁ ସଡକ ପାରି ହେଉଥିବା ସମୟରେ ତାଙ୍କ ପଛପଟୁ ଏକ କାର ଧକ୍କା ଦେଇଥିଲା।ଫଳରେ ସେ ରାସ୍ତା କଡକୁ…
ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ, ବିଭିନ୍ନ ସରକାରୀ ସେବାର ଉପଲବ୍ଧି ନେବାକୁ ପରାମର୍ଶ।
ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ କୋର୍ଟ ବାର ଆସୋସିଏସନ କକ୍ଷରେ ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ କମିଟି ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମେ ମାସ ୧ ତାରିଖରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଓଡ଼ଗାଁ ଦେୱାନୀ ଓ…
ରାମଚଣ୍ଡୀଙ୍କ ଉଦ୍ଦିଷ୍ଟ ଜମି ବିକ୍ରି ଅଭିଯୋଗ, ତତ୍ତ୍ୱାବଧାରକଙ୍କ ଖଣ୍ଡନ
ଓଡ଼ଗାଁ, ୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାଗର ପୁଷ୍କରିଣୀ ନିକଟରେ ବିଜେ ମା’ ରାମଚଣ୍ଡୀଙ୍କ ନାମରେ ଉଦ୍ଦିଷ୍ଟ ଜମି ବିକ୍ରି କରିବା ଉଦ୍ୟମ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଦାନକର୍ତ୍ତା ପରିବାରର ସଦସ୍ୟ ଓ…
ମାଟ୍ରିକ ପରୀକ୍ଷା ଫଳ ୨୦୨୬ ପ୍ରକାଶ;ବିଷ୍ଣୁ ପ୍ରସାଦ ସାହୁ ଓଡ଼ଗାଁ ବ୍ଲକ ଟପର
ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ୨୦୨୬ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରୁମବାଙ୍କତରା ଗ୍ରାମର ଜନତା ନୋଡାଲ ହାଇସ୍କୁଲର ଛାତ୍ର ବିଷ୍ଣୁ…
ପଦ୍ମପୁର ୟୁନିଟ ସାମ୍ବାଦିକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସାରା ରାଜ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିଅନ ତରଫରୁ ମଇ 1 ତାରିଖ କୁ ପ୍ରତିବାଦ ଦିଵସ ଭାବରେ ପାଳନ କରୁଥିବା ବେଳେ ବରଗଡ଼ ସାମ୍ବାଦିକ ସଂଘ ପଦ୍ମପୁର ୟୁନିଟ୍ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପ୍ରତିବାଦ ଦିବସ ପାଲିତ ହୋଇଥିବା ବେଳେ ଆଜି ସଂଘ…
ପିପିଲି ରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ଶ୍ରମିକ ଦିବସ ପାଳିତ।
ଅସ୍ତରଙ୍ଗ,,ମେ ୧ ତାରିଖ ଦିନ ପିପିଲି ର ମଙ୍ଗଳପୁର ଠାରେ ଥିବା ହୋଟେଲ ରାଞ୍ଚ ପରିସରରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ୍ ତରଫରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମକୁ ପିପିଲି ର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରଦୀପ ପ୍ରଯୋଳନ କରି ଉଦଘାଟନ କରିଥିଲେ ।…
ସରସ୍ପତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଛାତ୍ରୀ ବରଗଡ଼ ଜିଲ୍ଲା ରେ ଟପର୍ |
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୨/୫) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଚଳିତ ହାଇସ୍କୁଲ ଦଶମ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ରଖିବା ସହିତ A1-ରେ ୪ ଜଣଙ୍କ ମଧ୍ୟରୁ ଦୀପଶିଖା ଗଡତିଆ-୫୭୩ ( ୯୫.୫ %)ମାର୍କ ରଖି ବରଗଡ଼ ଜିଲ୍ଲା ରେ ସର୍ବୋଚ୍ଚ ଅଙ୍କ ରଖି ବିଦ୍ୟାଳୟ କୁ ସାରା…
୧୧୫ ଗ୍ରାମ ବ୍ରାଉନ ସୁଗାର ଜବତ, ୦୩ ଜଣ କୋର୍ଟ ଚାଲାଣ ।
କେନ୍ଦ୍ରାପଡ଼ା:୦୨/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ରାଉନ ସୁଗାର ବିରୋଧରେ ବିଶେଷ ଚଢ଼ାଉ କରାଯାଇଥିଲା। ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ ସଫଳ…
କଲେଜ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ: ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ବଦଳି ଦାବି
ନୟାଗଡ଼(ବିଶ୍ୱଜିତ ନାୟକ):- ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଏବଂ କର୍ମଚାରୀ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଧ୍ୟକ୍ଷାଙ୍କ ଅତ୍ୟାଚାର ସହି ନପାରି ଶେଷରେ ସମସ୍ତେ ଆନ୍ଦୋଳନ କରିବାକୁ ଆଗେଇ ଆସିଛନ୍ତି । ଅଧ୍ୟକ୍ଷା ସଲିଲା ସେଠୀଙ୍କୁ ବଦଳି ଦାବି ଜୋର ଧରିଛି । ଏ…