Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓରମାସ ପକ୍ଷରୁ ‘ରଙ୍ଗୋତ୍ସବ-୨୦୨୬’ ଆରମ୍ଭ
•ସୁରକ୍ଷିତ ହୋଲି, ନାରୀ ସଶକ୍ତିକରଣ ଓ ସ୍ଥାୟୀ ବଜାର ସୃଷ୍ଟି ପାଇଁ ଅଭିନବ ପ୍ରୟାସ
* ପ୍ରାକୃତିକ ରଙ୍ଗ ବ୍ୟବହାର କରି ଆମେ ସୁରକ୍ଷିତ ଓ ସାର୍ଥକ ହୋଲି ପାଳନ କରିପାରିବା: ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ
* ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଆଧୁନିକ ବଜାର ସହ ଯୋଡ଼ିବା ଆମର…
ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା :- ଡିଜିପି
ଭୁବନେଶ୍ୱର: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆଜି ଐତିହାସିକ ସଫଳତା ମିଳିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ , ଆଜି ଛତିଶଗଡ଼ର…
୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍ଯାପିତ
ବୈରୀ: ଆଜି ଅପରାହ୍ନରେ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ ଠାରେ ଗତ ତା ୨୬.୦୨.୨୦୨୬ ରିଖ ଠାରୁ ଆରମ୍ଭ ହୋଇଥିବା ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଅଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ମୁଖ୍ୟ ଅତିଥି…
ଅପରେସନ ସାଇବର କବଚ:୨୨୪୫୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ,୨୮୧ ଜଣ ଅଭିଯୁକ୍ତ ଗିରଫ
ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି.ମାନଙ୍କ…
ତାଳପଦରରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୨ ମହିଳା ସମେତ ୪୫ ୟୁନିଟ୍ ସଂଗ୍ରହ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମର ଖଗେଶ୍ୱର ମଣ୍ଡପ ପରିସରରେ ଉତ୍ତାଳଗଡ଼ ନାଟ୍ୟସାଂସଦ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗତ ଦଶ ବର୍ଷ ଧରି ସାମାଜିକ କ୍ଷେତ୍ରରେ ସକ୍ରିୟ ଭୂମିକା ନେଇଆସୁଥିବା…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ
କେନ୍ଦୁଝର,ତା୧/୩- କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା୦୧.୦୩.୨୦୨୬ ରିଖ ଦିନ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକଙ୍କ କରକମଳରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ ହୋଇଯାଇଛି । ପାଟଣା ବିଧାୟକ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ ଯେ…
ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ
କେନ୍ଦୁଝର,ତା୧/୩- କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ ଆନୁକୂଲ୍ୟରେ କେନ୍ଦୁଝର ଷ୍ଟାଡିୟମ ଠାରେ ରବିବାର ଦିନ ଟାଇକୋଣ୍ଡୋ ଟ୍ରେନିଂ ସେଣ୍ଟର ପକ୍ଷରୁ ଓଡିଶାରେ ବଢ଼ୁଥୁବା ଅପରାଧକୁ ରୋକିବା ପାଇଁ ମହିଳା ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଆତ୍ମରକ୍ଷା…
ପରୀକ୍ଷା ହଲ୍ର ଅଭାବରୁ ଅନ୍ୟତ୍ର +୩ ପ୍ରଥମ ବର୍ଷ ପରୀକ୍ଷା
ଏମଭି–୭୯ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟର ଦୟନୀୟ ଅବସ୍ଥା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୦୧/୩/୨୬- ମାଲକାନଗିରି ଜିଲ୍ଲା ଏମଭି–୭୯ ଅଞ୍ଚଳରେ ଅବସ୍ଥିତ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟରେ ପରୀକ୍ଷା ହଲ୍ର ଅଭାବ ଯୋଗୁଁ +୩ ପ୍ରଥମ ବର୍ଷ ପରୀକ୍ଷା ଅନ୍ୟତ୍ର…
ବିକାଶ ମନ୍ଥନ ପରାମର୍ଶ ସମ୍ମିଳନୀ: ସୁରକ୍ଷିତ ଓଡ଼ିଶା” ଅଧିବେଶନ: ବିକଶିତ ଓଡ଼ିଶା ପାଇଁ ସୁରକ୍ଷା-ଭିତ୍ତିକ ପ୍ରଗତିର…
ଭୁବନେଶ୍ୱର, ୨୮.୦୨.୨୦୨୬: ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର ଇଣ୍ଡିଗ୍ରେଟେଡ ଡେଭେଲପମେଣ୍ଟ (ଓସିଆଇଡି) ର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଦ୍ୱିତୀୟ ଦିବସ, “ସୁରକ୍ଷିତ ଓଡ଼ିଶା” ଶୀର୍ଷକ ପୂର୍ଣ୍ଣାଙ୍ଗ ଅଧିବେଶନ ସହିତ ଆରମ୍ଭ…
ବକେୟା ଭୂରାଜସ୍ଵ ଓ ଜଳକର ସମୟସୀମା ମଧ୍ୟରେ ଆଦାୟ କରିବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ…
୨୮ ଫେବୃୟାରୀ, ୨୦୨୬ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭୂରାଜସ୍ବ ଓ ଜଳକରର ଧାର୍ଯ୍ୟ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଦାୟ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l…