Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଜେଟ୍ ୨୦୨୬-୨୭ କୁ ନେଇ ଜଗତସିଂହପୁର ରେ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର,ତା-୦୮.୦୩.୨୦୨୬/ସୁମନ୍ତ କୁମାର ଦାସ: ଚଳିତ ବର୍ଷର ରାଜ୍ୟ ବଜେଟ୍ ୨୦୨୬-୨୭ ସମ୍ପର୍କରେ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତସିଂହପୁର ରେଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଲୋଚନା କରିଛନ୍ତି। ସର୍କିଟ ହାଉସ ଠାରେ ଆୟୋଜିତ ଏହି…
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆର୍ଥ ଭେଞ୍ଚର ଶିବିର ଉଦଯାପିତ
ଭୁବନେଶ୍ୱର, ୮। ୩: କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସେନ୍ ଗ୍ଲୋବ୍ ଦ୍ୱାରା ଆୟୋଜିତ ନ୍ୟୁରୋଡାଇଭର୍ଜେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଚାରି ଦିନିଆ ଆର୍ଥ ଭେଞ୍ଚର କ୍ୟାମ୍ପ ଉଦ୍ଯାପିତ ହୋଇଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ,…
କିଟ୍ ଓ କିସ୍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର, ୮। ୩: କିଟ୍ ଓ କିସ୍ ପକ୍ଷରୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ଅବଦାନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଲେ କିଟ୍ର…
ନର୍ସିଂ ସ୍କୁଲ ଲୋକାର୍ପିତ
ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ରୋଡ ସରକାରୀ ସ୍ୱୀକୃତିପ୍ରାପ୍ତ “ପଦାରବିନ୍ଦ ପ୍ରତିଷ୍ଠାନ ସ୍ୱାସ୍ଥ୍ୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ର”ର ଅତ୍ୟାଧୁନିକ ନର୍ସିଂ ସ୍କୁଲ ଲୋକାର୍ପିତ ହୋଇଛି। ଆର୍ଯ୍ୟ ସମାଜ ତପୋବନର ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ ଓ ସ୍ୱାମୀ…
ସାମାଜିକ ସଦଭାବନା ବୈଠକ
ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ସାମାଜିକ ସଦଭାବନା ସମିତି ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସର ସଂସ୍କୃତି ଭବନରେ ରବିବାର ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ସଙ୍ଗଠନ, ସେବା ଓ ସଂସ୍କାରର ୧୦୦…
ବାହାଡ଼ାଝୋଲା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୬୧ତମ ବାର୍ଷିକ ଉତ୍ସବ
ଓଡ଼ଗାଁ,୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ୬୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ସ୍ଥାୟୀ ସଭାପତି ଡ଼. ସୁଶୀଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶତାଧିକ ପୁରାତନ…
ଗୋଡିପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ : ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଗୁରୁତ୍ୱ,
ଓଡ଼ଗାଁ, ୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା କଲ୍ୟାଣମଣ୍ଡପରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ସଂଘମିତ୍ରା…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ; ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ଓ ବାଲ୍ୟ ବିବାହ ମୁକ୍ତ ଅଭିଯାନର ସଫଳ…
ଜିଲ୍ଲାର ୧.୩୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା
ଝାରସୁଗୁଡ଼ା, ୦୮/୦୩: ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ‘ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୬’ ଏବଂ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ…
ବ୍ରହ୍ମାକୁମାରିଜ, କେନ୍ଦୁଝର ତରଫରୁ ଅନ୍ତଃରାଷ୍ଟୀୟ ମହିଳା ଦିବସ ପାଳିତ।
କେନ୍ଦୁଝର,ତା୮/୨- ଆଜି କେନ୍ଦୁଝର ପୁରୁଣା ସହରସ୍ଥ ସୁଖ ଶାନ୍ତି ସରୋବର ପରିସରରେ ମହା ଆଡମ୍ବରରେ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ କେନ୍ଦୁଝର ବ୍ରହ୍ମାକୁମାରିଜ୍ ପରିବାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ସଶକ୍ତିକରଣ ଉପରେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର…
ମହିଳା ଦିବସରେ ମହିଳାଙ୍କୁ ସରକାରଙ୍କ ଉପହାର: ବ୍ୟାଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି।
କେନ୍ଦୁଝର,ତା୮/୩- ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାରଙ୍କର ମହତ୍ତ୍ୱାକାଂକ୍ଷୀ 'ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କେନ୍ଦୁଝର ଜିଲ୍ଲାସ୍ତରୀୟ ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ…