Browsing Category

ରାଜ୍ୟ

ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ
ଲୁଟିବାରେ ଲାଗିଛି: ବିଜେଡି

ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ଓଡ଼ିଶାବାସୀଙ୍କ ହକ୍ ଛଡାଇ ନେଉଛି ଡବଲ ଇଞ୍ଜିନ ସରକାର ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଭୁବନେଶ୍ୱର, ୨୬/୦୮/୨୦୨୬: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ

ଶୌଚାଳୟ ତିଆରି ହେଲା, ହେଲେ ତାଲା ଖୋଲିଲାନି!

ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ବିଜେପୁର : ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଜେପୁର ବିଜ୍ଞାପିତ ଅଞ୍ଚଳରେ ନୂତନ ଭାବେ ନିର୍ମାଣ ହୋଇଛି ଶୌଚାଳୟ। ହେଲେ ନିର୍ମାଣ ସରିବା ପରେ ମଧ୍ୟ ଏହାର ତାଲା ଖୋଲୁନାହିଁ। ଫଳରେ ଲୋକଙ୍କ ବ୍ୟବହାରକୁ ଆସିବା ପୂର୍ବରୁ ହିଁ ଶୌଚାଳୟଗୁଡ଼ିକ

କେନ୍ଦୁଝର ରେ ଇଦ ମିଲାଦୁନ ନବୀ

କେନ୍ଦୁଝର :-କେନ୍ଦୁଝର ସଦର ମହକୁମା ପୁରୁଣା ସହର ଜୁମ୍ମା ମସଜିଦ ରୁ ଏକ ବିଶାଳ ଜୁଲୁସ ସହର ପରିକ୍ରମା କରି ଶାନ୍ତି ସ୍ନେହ ଭାଇଚାରା ର ବାର୍ତା ପ୍ରଦାନ କରିଛି ଇଦ ମିଲାଦୁନ ନବୀ ର ପର୍ବ, ଆଜି ପ୍ରାତଃ ରୁ ମସଜିଦ ପରିସର ଉତ୍ସବ ମୁଖର ହୋଇପଡ଼ିଥିଲା, ମୁସଲମାନ ଭାଇ ମାନେ ସମବେତ ହୋଇ ହଜରତ

ଶ୍ରାବଣ ମାସରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ସମର କ୍ରାନ୍ତି ସେନାର ସେବା କାର୍ଯ୍ୟ

ଭୁବନେଶ୍ୱର : ପବିତ୍ର ଶ୍ରାବଣ ମାସ ଅବସରରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଶ୍ରାବଣ ମାସର ଶେଷ ଦୁଇ ପାଳିରେ ଶ୍ରଦ୍ଧାଳୁ ଓ କାଉଡ଼ିଆ ଭାଇମାନଙ୍କ ପାଇଁ ଦୁଇଥର ମାଗଣା ଖାଦ୍ୟ ଓ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା। ‘ବୋଲବମ୍’ କେବଳ ଏକ ଜୟଘୋଷ ନୁହେଁ,

ଲାଭରେ ଚାଲୁଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କାହା ସ୍ୱାର୍ଥରେ ଘରୋଇକରଣ: ବିଜେଡି

କ୍ଷତିରେ ଚାଲୁଥିବା ବିମାନବନ୍ଦର ସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କ’ଣ ପାଇଁ ମିଶାଉଛନ୍ତି କେନ୍ଦ୍ର ସରକାର ? କେନ୍ଦ୍ର ସରକାର ଦେଇଥିବା ଆଦେଶକୁ ତୁରନ୍ତ ରଦ୍ଦ କରନ୍ତୁ ଭୁବନେଶ୍ୱର, ୨୪/୦୮/୨୦୨୬: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ

ରାଜ୍ୟର ସର୍ବନାଶକାରୀ MMDR କଳା ଆଇନ ପ୍ରତ୍ୟାହାର କର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା।

ବ୍ରହ୍ମପୁର: MMDR ଆଇନ ଓଡ଼ିଶାର ସର୍ବନାଶ କରିବ।ରାଜ୍ୟର ଜମି ଓ ମାଟିତଳେ ଥିବା ଖଣିଜ ସଂପଦ ଉପରେ ରାଜ୍ୟର ଅଧିକାର ରହିବ ନାହିଁ। ସୁପ୍ରିମକୋର୍ଟ ସିଦ୍ଧାନ୍ତ ଯୋଗୁଁ ରାଜ୍ୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ପାଇଥାନ୍ତା ତାହା ମିଳିବ ନାହିଁ।ସେହିଭଳି ପ୍ରତିବର୍ଷ ପ୍ରାୟ 12 ରୁ 15 ହଜାର

ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ରଙ୍କ କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଚମ୍ପାସାହି ଗ୍ରାମର ଜଣେ ସାଧାରଣ ଚାଷୀ ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁତ୍ର କାହ୍ନୁ ଭୂୟାଁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ରାୟଗଡ ଆଦର୍ଶ ବିଦ୍ୟାଳୟରୁ +୨ ବିଜ୍ଞାନରେ ପାସ୍

ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ

୬୦ ଗ୍ରାମର ହେରୋଇନ ସହ ୧୦ ହଜାର ଟଙ୍କା ଓ ୨ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ। ଜଗତସିଂହପୁର: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ୨୫ ତାରିଖ ମଙ୍ଗଳବାର ଦିନ ପାରାଦ୍ବୀପ ଏବଂ ବିରିଡି ଥାନା ଅଞ୍ଚଳରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ, ଦୁଇ କାର୍ ଜବତ

ବେଲଗୁଣ୍ଠା, ୨୫/୦୮:(ଶିବରାମ ଚୌଧୁରୀ )-ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ବେଲଗୁଣ୍ଠା ନିକଟ ଗୋଶାଳା ଛକଠାରେ ଚଢ଼ାଉ କରାଯାଇ ୬୮ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣ ହେଉଥିବା ଦୁଇଟି କାର କୁ ଜବତ କରିବା ସହ ଦୁଇ

ଶିଶୁ ଶ୍ରମ ଓ ବାଲ୍ୟବିବାହ ରୋକିବାକୁ ଜିଲ୍ଲାସ୍ତରୀୟ କର୍ମଶାଳା

ଶିଶୁ ଭିକ୍ଷାବୃତ୍ତି ଓ ଚାଲାଣ ନିବାରଣ ସହ ପୁନର୍ବାସ ଉପରେ ଗୁରୁତ୍ୱ ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଶିଶୁ ଶ୍ରମିକ, ବାଲ୍ୟବିବାହ, ଶିଶୁ ଭିକ୍ଷାବୃତ୍ତି ଓ ଶିଶୁ ଚାଲାଣ ଭଳି ଗୁରୁତର ସମସ୍ୟାର ନିରାକରଣ ସହ ଶିଶୁଙ୍କ ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ନେଇ ଏକ