Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଆଜି ସକାଳ ୮.୩୦ରେ ଅତର୍କିତ ଚଢ଼ାଉ…
ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୧୪/୦୩,ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ପରିସରରେ ଆସନ୍ତା ୧୮ ତାରିଖ ବୁଧବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେବ I ଏନେଇ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ…
ଓଡ଼ଗାଁ ଅଦାଲତରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ,
୪୨୮ ମାମଲାରୁ ୧୨୫ ଫଇସଲା, ୭.୪୪ ଲକ୍ଷ ଟଙ୍କା ଅସୁଲ,
ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ତାଲୁକ ଆଇନ ସେବା କମିଟି ଦ୍ୱାରା ଶନିବାର ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ମୋଟ ୪୨୮ଟି…
ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ,
ଓଡ଼ଗାଁ, ୧୪।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଭାରତର ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ତହସିଲଦାର ଜି. ଶ୍ରୀନୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜସ୍ୱ ନିରୀକ୍ଷକମାନେ…
ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚିର ନିର୍ମାଣକୁ ୩ ମୌଜାର ବିରୋଧ,
“ଆଗେ ରାସ୍ତା ଦିଅ, ପରେ ପ୍ରାଚିର କର” ବୋଲି ଗ୍ରାମବାସୀଙ୍କ ଦାବି
ଓଡ଼ଗାଁ,୧୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଓଡ଼ିଶା ପରିବହନ ନିଗମ ଦ୍ୱାରା ନିର୍ମାଣଧୀନ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱରେ ପ୍ରାଚିର ନିର୍ମାଣକୁ ନେଇ ତିନୋଟି ମୈ।ଜର ଗ୍ରାମବାସୀ ବିରୋଧ ପ୍ରଦର୍ଶନ…
ମନରାଜିରେ ଚାଲିଯିବା ଘଟଣାରେ ଝିଅର ପରିବାର ବାଛନ୍ଦରେ
ପରିବାରକୁ ନ୍ୟାୟ ଦେବା ପାଇଁ ଥାନାରେ ଅଭିଯୋଗ
ଓଡ଼ଗାଁ,୧୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଭାଟସାହି ଗ୍ରାମର ଜଣେ ଝିଅ ମନରାଜିରେ ଗୋଟିଏ ପୁଅ ସହ ଚାଲିଯିବା ଘଟଣାକୁ ନେଇ ଗ୍ରାମବାସୀମାନେ ତାଙ୍କ ପରିବାରକୁ ବାଛନ୍ଦ ରଖିବା ଘଟଣା ଏବେ…
୧୦ମ ସଂସ୍କରଣ “ଆମ ନୃତ୍ୟ ଆମ ସଂସ୍କୃତି” ଉଦଯାପିତ
. "ଆଦିବାସୀ ଲୋକକଳାକୁ ରୁଦ୍ଧିମନ୍ତ କରିଛି ଉତ୍କଳ ଆଲୁମିନା"
ରାୟଗଡ଼ା, ୧୪/୩: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଆମ ନୃତ୍ୟ ଆମ ସଂସ୍କୃତି କାର୍ଯ୍ୟକ୍ରମ…
ବଲାଙ୍ଗିରରେ ୨୦୨୬ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
୧୦,୮୩୪ ମାମଲାର ଫଇସଲା, ୩୩ କୋଟିରୁ ଅଧିକ ଟଙ୍କାରେ ସମାଧାନ
ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ତା.୧୪/୦୩ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସହିତ ଜିଲ୍ଲାର ସମସ୍ତ ତାଲୁକ ସ୍ତରର କୋର୍ଟ ଓ ତୁଷୁରା କୋର୍ଟରେ ଚଳିତ ବର୍ଷ ୨୦୨୬ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।…
ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଆଜି ସକାଳ ୮.୩୦ରେ ଅତର୍କିତ ଚଢ଼ାଉ…
ସରକାରୀ ଡାକ୍ତରଖାନାରେ ବୃଦ୍ଧାଙ୍କୁ ଗାଳିଗୁଲଜ ଓ ଚାପୁଡ଼ା ମାରିବା ଅଭିଯୋଗରେ ଛନ୍ଦି ହେଲେ ଡାକ୍ତରାଣୀ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଥାନାଧିକାରୀ ଙ୍କ ସୁଚନା ମୁତାବକ ଭଞ୍ଜନଗର ପୋଲିସ୍ ଷ୍ଟେସନ୍ କେସ୍ ନମ୍ବର ୨୧୧/୨୦୨୬ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଅଭିଯୋଗରେ ଡାକ୍ତର ଙ୍କ ବିରୋଧରେ ମାମଲା ରୁଜୁ। ଗତ ୧୩.୦୩.୨୦୨୬ ଶୁକ୍ରବାର…