Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦୁଝରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
କେନ୍ଦୁଝର, ମେ ୧୩: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା…
ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ପରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାନ କତୁରୁ ଗ୍ରାମ ଠାରେ ମାଁ ଗ୍ରାମଦେବୀ ଠାକୁରାଣୀ ମନ୍ଦିର ଓ ଶିବ ମନ୍ଦିର ର ନବୀକରଣ କାର୍ଯ୍ୟ ଶେଷ ହୋଇ ଆଜି ଏହି ମନ୍ଦିର ର ପ୍ରତିଷ୍ଠା ଅବସର ରେ ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ।…
ଓଡ଼ିଶା ମେଟାଲିକ୍ସ ସମ୍ମୁଖରେ ଗ୍ରାମବାସୀ ଓ ପୁରୁଣା କର୍ମଚାରୀଙ୍କ ଧାରଣା
ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ମରାକୁଟା ପଞ୍ଚାୟତସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନା ସମ୍ମୁଖରେ ବୁଧବାର ହଜାର ହଜାର ଗ୍ରାମବାସୀ ଓ ପୁରୁଣା କର୍ମଚାରୀଙ୍କ ଧାରଣା ଜାରୀ ରହିଛି। ଜମେରା, ମରାକୁଟା, ଏଚ୍. କଣ୍ଟାପାଲି…
ଖବର ପରିବେଷଣ ସହ ସମାଜ କଲ୍ୟାଣ ସାମ୍ବାଦିକଙ୍କ ଦାୟିତ୍ୱ।
ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଆଗକୁ ଆସିଲା ଉତ୍କଳ ସମ୍ବାଦିକ ସଂଘ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସମାଜ ର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ସମାଜ ସେବା ମୂଳକ କାର୍ଯ୍ୟ କରିବା ସାମ୍ବାଦିକଙ୍କ ଦାୟିତ୍ୱ। ଏହି ଉକ୍ତି କୁ ସତ କରି ଦେଖାଇଛନ୍ତି ମାଲକାନଗିରି…
ଆଗପଛ ହୋଇ ଆର ପାରିକୁ ଚାଲିଗଲେ ବାପା, ମାଆ ।
୩ ସନ୍ତାନ ଅନାଥ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଆରପାରିକୁ ଚାଲିଗଲେ ବାପା ଓ ମାଆ। ଫଳରେ ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ୩ ସନ୍ତାନ କେହି ସମ୍ପର୍କୀୟ ନଥିବାରୁ ୧୦ବର୍ଷର ସୁଶୀଳା ଉପରେ…
ପୋଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଡିଏସସିର ଅପବ୍ୟବହାର ଅଭିଯୋଗ ।
ଦାୟିତ୍ୱରୁ କିରାଣୀଙ୍କୁ ଓହରାଇଲେ ଯନ୍ତ୍ରୀ, ଏପଟେ ଅନ୍ୟ ଜଣେ ବରିଷ୍ଠ କିରାଣୀଙ୍କୁ ୩ଟି ବିଭାଗର ଦାୟିତ୍ୱ ହସ୍ତାନ୍ତରକୁ ନେଇ ଚର୍ଚ୍ଚା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଇରିଗେସନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଡିଏସସିର ଅପବ୍ୟବହାର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନ ଜାଣି…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ବାତ୍ୟା ଓ ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତିର ହେଲା ସମୀକ୍ଷା
କେନ୍ଦୁଝର: ୧୩.୦୫.୨୦୨୬: ଆସନ୍ତା ୨୦୨୬ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ…
“ମୋହନ ମାଝୀ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଅପାରଗତାର ପ୍ରତିଯୋଗିତା ଚାଲିଛି”
ଧର୍ମେନ୍ଦ୍ର ହେଜନ୍ତୁ; ତାଙ୍କ ଅପାରଗତା ପାଇଁ ଓଡ଼ିଶା ଲଜ୍ଜିତ ନ ହେଉ’
ସର୍ବଭାରତୀୟ ସ୍ତରରେ ବିଭିନ୍ନ ଉଚ୍ଚ ପଦପଦବୀରେ ଓଡ଼ିଆମାନଙ୍କ ପ୍ରଦର୍ଶନ ଯେପରି ପ୍ରଶଂସନୀୟ ରହେ, ସେ ନେଇ ସଂପୃକ୍ତ ବ୍ୟକ୍ତିମାନେ ସଚେତନ ରହିବା ଆବଶ୍ୟକ। ସେମାନଙ୍କର ପ୍ରଦର୍ଶନ ଓ ଦକ୍ଷତା ପ୍ରଭାବିତ ହେଲେ ଓଡ଼ିଶାର…
ମଣିଷ ଜୀବନ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାନ୍ତି: ସାଂସଦ ଅପରାଜିତା ଷଡ଼ଙ୍ଗୀ
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନର୍ସିଂ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ
ଭୁବନେଶ୍ୱର, ମେ ୧୩: ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି…
କେନ୍ଦୁଝରରେ ଜିଲ୍ଲାସ୍ତରୀୟ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” କାର୍ଯ୍ୟକ୍ରମ ଅନୁଷ୍ଠିତ
ସାମୁହିକ ବିବାହ ଉତ୍ସବରେ ପଡିଲା ୩୮ଜଣ ନବଦମ୍ପତିଙ୍କ ହାତ ଗଣ୍ଠି:
ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାରବର୍ଗ
କେନ୍ଦୁଝର, ୧୩/୦୫/୨୦୨୬: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା "ଇଣ୍ଡିଆନ ବାଏ ବାର୍ଥ",…