Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମଣ୍ଡିରେ ଧାନ ଦେବା ପାଇଁ ବାଧକ ସାଜିଛି ଲିଗାଲ ହେୟର
ବାଲେଶ୍ୱର : ସାର୍ଟିଫିକେଟ ବାଲିଆପାଳ ବ୍ଲକ ଅଧିନରେ ୨୮ ପଞ୍ଚାୟତରେ ଥିବା ୧୬ଟି ସେବା ସମବାୟ ସମିତି ମଧ୍ୟରୁ ପ୍ରତାପପୁର ସମବାୟ ସମିତି ଅନ୍ୟତମ।ବିଗତ ସରକାର ପ୍ରତି ପଂଚାୟତ ରେ ନୂତନ ସେବା ସମବାୟ ସମିତି ଖୋଲିବା ନିର୍ଦେଶ ଦେଇଥିଲେ। ମାତ୍ର ଅନ୍ୟ ବ୍ଲକ ରେ ନୂତନ ସମିତି ଖୋଲି ଗଲା ମାତ୍ର…
ନବରଙ୍ଗପୁର ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର ତା ୧୬.୩.୨୦୨୬ :ଅଶୋକ ସାହୁ,ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା…
କେନ୍ଦୁଝରରେ ‘ଏଚପିଭି’ ଟୀକାକରଣ ସଚେତନତା ଅଭିଯାନ: ମହିଳାଙ୍କ ପାଇଁ ସୁରକ୍ଷା କବଚ ସାଜିବ ଗୋଟିଏ ଡୋଜ୍ ଟୀକା।
କେନ୍ଦୁଝର,ତା୧୬/୩- ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦୁଝର ପକ୍ଷରୁ କନ୍ୟା ସନ୍ତାନମାନଙ୍କୁ ଗର୍ଭାଶୟ ମୁଖ କର୍କଟରୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ‘ଏଚପିଭି’ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ପର୍ବତାରୋହୀ ତଥା ସାହସିକ ଅଭିଯାତ୍ରୀ ସମୀରା…
ପାହାଡ଼ ଚଢ଼ି ଲୋକଙ୍କ ମୌଳିକ ସୁବିଧା ବୁଝିଲେ ଜିଲ୍ଲାପାଳ ।
ପ୍ରଥମଥର ପାଇଁ ଦୁଇ ଭାରତୀୟ ପ୍ରଶାସନିକ ଅଧିକାରୀ ଅପହଞ୍ଚ ଇଲାକାକୁ ଗସ୍ତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି)ତା୧୬-୦୩-୨୦୨୬ରିଖ ଦିନ ଗୁଡାରି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ସରିବା ପରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ…
ଗୁଡରି ବ୍ଲକରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଡରି/ରାୟଗଡ:- ତା.୧୬-୦୩-୨୦୨୬ରିଖ ଦିନ ଗୁଡରି ବ୍ଲକ ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ…
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୧୬.୦୩.୨୦୨୬- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ଗ୍ୟାସ କଳାବଜାର ରୋକିବା ନିମନ୍ତେ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଖୋଲା ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗ୍ୟାସ କଳାବଜାର, କୁତ୍ରିମ ଅଭାବ, ଅଧିକ ଦରରେ ବିକ୍ରି ଓ ପେଟ୍ରୋଲିୟମ କଳାବଜାର ରୋକିବା ନିମନ୍ତେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଏକ ୨୪ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଇଛି । ଯୋଗାଣ ନିରୀକ୍ଷକ…
ରାଜ୍ୟ ସଭା ନିର୍ବାଚନରେ ବିଜେପିର ବିଜୟ ପରେ ବିଜେପି କର୍ମୀ ଶିବିରରେ ଖୁସିର ମାହୋଲ
ବେଲଗୁଣ୍ଠା,୧୬/୦୩-(ଶିବରାମ ଚୌଧୁରୀ )-, ଆଜି ଓଡ଼ିଶାର ଚାରୋଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଏଥିରେ ଶାସକ ବିଜେପି ବାଜିମାତ୍ କରିଛି I ମିଳିଥିବା ସୂଚନା ପ୍ରକାରେ ବିଜେପିର ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାର ବିଜୟ ଲାଭ କରିଥିବା ବେଳେ ବିଜେପି ସମର୍ଥିତ…
ଗ୍ୟାସ କଳାବଜାରୀ ଅଭିଯୋଗ: ବିତରକ-ବ୍ୟବସାୟୀ ଅସାଧୁ ମେଣ୍ଟରେ ସରକାର ହରାଉଛନ୍ତି ରାଜସ୍ୱ
ବେଲଗୁଣ୍ଠା -୧୬/୩-(ଶିବରାମ ଚୌଧୁରୀ )-ସରକାରୀ ନିୟମକୁ ବେଖାତିର କରି ବେଲଗୁଣ୍ଠା ଅଞ୍ଚଳରେ ଚାଲିଛି ଗ୍ୟାସର ବେଆଇନ କାରବାର।ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସିଲିଣ୍ଡରକୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଇ ବ୍ୟାପକ କଳାବଜାରୀ ଚାଲିଥିବା ବେଳେ, ଏଥିରେ ଗ୍ୟାସ ବିତରକ ଓ ବ୍ୟବସାୟୀଙ୍କ…
ମୁରବିଶୂନ୍ୟ ବେଲଗୁଣ୍ଠା ଶିକ୍ଷାବିଭାଗ
ବେଲଗୁଣ୍ଠା, -୧୬/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ କିଛି କିଛି ସମସ୍ୟା ଲାଗି ରହିଛି I ପାଖାପାଖି ଏକ ବର୍ଷ ହେବ ବେଲଗୁଣ୍ଠାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନଥିବା ବେଳେ ଭଞ୍ଜନଗର…