Browsing Category

ରାଜ୍ୟ

କଟାପାଲିରେ ଅଳିଆଗାଡି କୁ ନେଇ ଅଭିନବ ପ୍ରତିବାଦ: ଡିଜେ ସାଉଣ୍ଡ ବଜାଇ ଗାଡ଼ି ପାଛୋଟି ନେଲେ ଗ୍ରାମବାସୀ

ବରଗଡ଼: ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ବରଗଡ଼ ସହର ଓ ମୁଖ୍ୟ ଚିକିତ୍ସାଳୟରୁ ଆସୁଥିବା ଅଳିଆ ଆବର୍ଜ୍ଜନାକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଗ୍ରାମର ଜନବସତି ଅଞ୍ଚଳରେ ପକାଯାଉଥିବାରୁ ଲୋକମାନଙ୍କ ଅସନ୍ତୋଷ…

ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ବିଶ୍ବ ଜଙ୍ଗଲ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ବିଶ୍ବ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ କେ.ନାଗରାଜୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ…

ଶ୍ରାଦ୍ଧବାର୍ଷିକୀ ଅବସରରେ ପଣ୍ଡିତ ମହେଶ୍ବର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ, ୨୧/୩: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଐତିହ୍ୟସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ପ୍ରଥମ ଖଣ୍ଡିର ସ୍ୱର୍ଗତ ପଣ୍ଡିତ ମହେଶ୍ବର ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଏକ ଭାବବିହ୍ବଳ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ…

ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ବିତୀୟ ଦିବସ.

ରାଉରକେଲା,(ବସନ୍ତ କୁମାର ଜେନା): ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ଆନ୍ତର୍ବିଦ୍ୟାଳୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ…

ନୟାଗଡରେ ଚିନିକଳ ସ୍ଥାପନ ପାଇଁ ସର୍ଭେ ଆରମ୍ଭ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡରେ ଚିନିକଳ ସ୍ଥାପନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ପୁରୁଣା ଚିନିକଳର ପୁନଃରୁଦ୍ଧାର ଏବଂ ନୂତନ ଚିନିକଳ ପ୍ରତିଷ୍ଠା ନୟାଗଡବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହୋଇ ରହିଛି । ନିର୍ବାଚନ ସମୟରେ ନେତାମାନେ ଚିନିକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ…

ଘୁମୁସର ତାଲୁକା ହାଡ଼ି ସମାଜର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ବର୍ଦ୍ଧନା ଉତ୍ସବ ; ନିଶା ଠାରୁ ଦୂରେଇ ରହି ଶିକ୍ଷାକୁ…

  ବେଲଗୁଣ୍ଠା,୨୧/୦୩-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀ ସ୍ଥିତ ଦୀନବନ୍ଧୁ ବିଦ୍ୟାପୀଠ ନିକଟ ଆମ୍ବ ତୋଟାରେ ଘୁମୁସର ତାଲୁକା ସମାଜର ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୋରଡା ବିଧାୟକ ନୀଳମଣି…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳିତ ।

ପଦ୍ମପୁର / ଶିବାଶିଷ ପଟ୍ଟନାୟକ (୨୧/୦୩) :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କଣ୍ଢେଇ ଦିବସ ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ…

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଜିଲ୍ଲାର ଚାରିଜଣ ଚ୍ୟାମ୍ପିଅନଙ୍କୁ ସମ୍ବର୍ଦ୍ଧନା କନ୍ୟା ଶିଶୁଙ୍କ ସୁରକ୍ଷା, ନିରାପତ୍ତା, ଜୀବନ କୌଶଳ ବିକାଶ ଓ ଆତ୍ମରକ୍ଷା ସମ୍ବନ୍ଧୀୟ ଆଲୋଚନା ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା…

ଯକ୍ଷ୍ମା ସ୍କ୍ରିନିଙ୍ଗ ରେ କେନ୍ଦ୍ରାପଡ଼ା ରାଜ୍ୟରେ ଏକ ନମ୍ବର ।

କେନ୍ଦ୍ରାପଡ଼ା:21/03(ପ୍ରଫୁଲ୍ଲ କୁମାର ମଲ୍ଲ) ୨୧ ମାର୍ଚ୍ଚ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା, ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ

ରାଉରକେଲା/ ପିପିଲି (ସୁଶାନ୍ତ କୁମାର ଜେନା): ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲି ର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ ହୋଇଯାଇଛି। ସିଭିକ ସେଣ୍ଟର୍ ଠାରେ…