Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତାଳପଦର ଗ୍ରାମରେ କେଭିଏଲ ଭୁବନେଶ୍ୱର ପକ୍ଷରୁ ଭଲିବଲ ପ୍ରଶିକ୍ଷଣ
ଯୁବମାନଙ୍କ ଉତ୍ସାହ, ଝିଅମାନଙ୍କ ପାଇଁ ନୂଆ ଦିଗ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମରେ ଆଜି ଏକ ପ୍ରେରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି। କେଭିଏଲ Kalinga volleyball development council odisha, ଭୁବନେଶ୍ୱର ପକ୍ଷରୁ ଦୁଇ ଦିନ ଧରି ଏକ ଭଲିବଲ ପ୍ରଶିକ୍ଷଣ…
ପାଣି ପାଇଁ ଗରା ବାଲ୍ଟି ଧରି ରାସ୍ତା ରୋକ୍
ଗରା ବାଲ୍ଟି ଧରି ରାସ୍ତାରେ ଗ୍ରାମବାସୀ।ଖରା ଆରମ୍ଭ ନହେଉଣୁ ନୀଳଗିରିରେ ଜଳକଷ୍ଟ।ନୀଳଗିରି ବ୍ଲକ ନରସିଂହପୁପ ପଞ୍ଚାୟତ ଆଡିଆଖୁଣ୍ଟା ଗ୍ରାମରେ ଧାରଣାରେ ଶତାଧିକ ମହିଳା।ବସୁଧା ଯୋଜନା ଥାଇ ବି ମିଳୁନି ପାଣି ।ଦୀର୍ଘଦିନ ଧରି ଲୋକେ ପାଣି ପାଇଁ ଦାବି ଜଣାଇବା ପରେ ମଧ ଗ୍ରାମବାସି ଙ୍କ କଥା କେହି…
ନୀଳାଚଳ ଇସ୍ପାତ ନିଗମରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପୂର୍ଣ୍ଣକାଳୀନ ଅନ୍-ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍…
କଳିଙ୍ଗନଗର, ମାର୍ଚ୍ଚ ୨୧, ୨୦୨୬: ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ)ରେ ଏହାର କଳିଙ୍ଗନଗର ପ୍ଲାଣ୍ଟ ପରିସରରେ ଶିଳ୍ପ ସୁରକ୍ଷା ଏବଂ ଜରୁରୀକାଳୀନ ସତର୍କତା ପାଇଁ ମହଜୁଦ ଥିବା ପ୍ରସ୍ତୁତି ପରଖିବା ଏବଂ ଅଧିକ ଉନ୍ନତ କରିବା ପାଇଁ ଏକ ପୂର୍ଣ୍ଣକାଳୀନ ଅନ୍-ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍…
ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ପ୍ରବେଶିକା ପରୀକ୍ଷା ପାଇଁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ ପ୍ରକିୟା
ମେ' ୩୧ ରେ ବି.ଏଡ଼ ଏବଂ ଜୁନ ୩ରେ ଏମ. ଏଡ଼ ଏବଂ ବି. ଏଚ. ଏଡ଼ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୨୨ ମାର୍ଚ୍ଚ, ୨୦୨୬: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ…
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ହେବ ସମ୍ପ୍ରସାରଣ: ପ୍ରମୁଖ ସଚିବଙ୍କ ସ୍ଥିତି ସମୀକ୍ଷା
-ବୋଇଂ-୭୭୭ ଭଳି ବଡ଼ ବିମାନ ଅବତରଣ ପାଇଁ ପ୍ରସ୍ତୁତି; ଅଧିଗ୍ରହଣ ହେବ ଆଉ ୨୩୫ ଏକର ଜମି
-ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ
ଝାରସୁଗୁଡ଼ା, ୨୨/୩: ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସଏସ) ବିମାନବନ୍ଦରର…
“ମାନସିକ ଅସ୍ଥିରତା ଦେଇ ଗତି କରୁଥିବା ପ୍ରଭାତ ପାଗଳର ବାଚଳାମୀ କରୁଛନ୍ତି”
ମାନସିକ ଅସ୍ଥିରତା ଦେଇ ଗତି କରୁଛନ୍ତି
ପ୍ରଭାତ ବିଶ୍ୱାଳ: ବିଜେଡି
ବିଜେଡିକୁ ଦୁର୍ବଳ କରିବାକୁ ଯେତେ ଷଡ଼ଯନ୍ତ୍ର କଲେ ବି ସଫଳ ହେବନି ପ୍ରଭାତ
ଦୁର୍ନୀତିରେ ଲିପ୍ତ ଥିବା ପ୍ରଭାତ ପାଗଳର ବାଚଳାମୀ କରୁଛନ୍ତି
ଭୁବନେଶ୍ୱର, ୨୧/୦୩/୨୦୨୬: ଚିଟ୍ଫଣ୍ଡ ଭଳି ଦୁର୍ନୀତି…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ “କଣ୍ଢେଇ” ଦିବସ
https://youtu.be/QdQzDi3Gad8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ "କଣ୍ଢେଇ" ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅରୁଣ , ଉଦୟ ଓ ପ୍ରଭାତ ଶ୍ରେଣୀର ପିଲାମାନଙ୍କୁ ନେଇ ସାଂସ୍କୃତିକ…
ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ ପାଳନ – ୨୦୨୬ ପାଳିତ;
ଜଙ୍ଗଲ ସମ୍ପଦ ସୁରକ୍ଷା ଏବଂ ପୁନୋରୁଦ୍ଧାର ପାଇଁ ସଙ୍କଳ୍ପ,
ଉତ୍ତମ କାର୍ଯ୍ୟ ପାଇଁ ୯ ବନ ସୁରକ୍ଷା ସମିତି ପୁରସ୍କୃତ,
ଜଙ୍ଗଲ ହେବ ବିକଳ୍ପ ଅର୍ଥନୀତିର ମାଧ୍ୟମ ଆଲୋଚନା,
ଓଡ଼ଗାଁ,୨୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ…
ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି
ରାଉରକେଲା (ବସନ୍ତ କୁମାର ଜେନା): ବିଜୁ ଜନତା ଦଳ ସରକାର ସମୟରେ "ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍" ପ୍ରକଳ୍ପରେ ହୋଇଥିବା ବିଳମ୍ବ ଏବଂ ପ୍ରାୟ ୨୦୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆମ ଆଦମୀ ପାର୍ଟି ପକ୍ଷରୁ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ପାଇଁ…
ମୁଖ୍ୟ ଶାସନସଚିବଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟ ସମୀକ୍ଷା
ଉତ୍କର୍ଷତା ହାସଲ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ପରାମର୍ଶ
ଭୁବନେଶ୍ୱର, ତା-୨୧ .୦୩ .୨୦୨୬ : ମୁଖ୍ୟ ଶାସନ ସଚିବ,ଓଡ଼ିଶା ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ( ଓଏସପିସିବି)ର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗ ଆଜି ଭୁବନେଶ୍ୱରସ୍ଥିତ ଓଏସପିସିବି ମୁଖ୍ୟାଳୟରେ ବୋର୍ଡର…