Browsing Category

ରାଜ୍ୟ

ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ୨୦୨୬

ବିଜ୍ଞାନରେ ସତ୍ୟ ଧର୍ମ ଓ କଳାରେ ଓମିଶଭ ପ୍ରଥମ, ଓଡ଼ଗାଁ, ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ବିଜ୍ଞାନ ବିଭାଗରେ ୫୮୨ ନମ୍ବର ରଖି ସତ୍ୟ ଧର୍ମ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୫୭୮ ନମ୍ବର ରଖି ନନ୍ଦିନୀ ସାହୁ…

ଓଡିଶା ମେଟାଲିକ ବିରୋଧ ରେ ଚାଲିଥିବା ଧାରଣା କୁ ସମସ୍ତେ ସମର୍ଥନ କରନ୍ତୁ, ଏହା ଆମର ହକ ର ଲଢେଇ,

ଝାରସୁଗୁଡା, ୨୦/୫, ଓଡିଶା ମେଟାଲିକ କମ୍ପାନୀ ବିରୋଧ ରେ ଚାଲିଥିବା ଧାରଣା କୁ ନେଇ ସମସ୍ତେ ସମର୍ଥନ କରିବା ସହିତ ଧାରଣା ରେ ବସିଥିବା ଲୋକ ଙ୍କୁ କିଛି ଲୋକ ମିଥ୍ୟା ଅପବାଦ ଦିଆ ଯାଉଥିବାରୁ ଏହାକୁ ପ୍ରତିବାଦ କରି ବୁଧୁବାର ଅପରାହ୍ନ ରେ ଝାରସୁଗୁଡା ର ଏକ ଘରୋଇ ହୋଟେଲ ରେ ମରାକୁଟା ସରପଞ୍ଚ…

ଜାତୀୟ ଯୁବ ପ୍ରକଳ୍ପ ଦ୍ୱାରା ବାରିପଦା ଠାରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଆୟୋଜିତ!

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଆଧାର ପବ୍ଲିକ ସ୍କୁଲ ପରିସରରେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ତରଫରୁ ଗ୍ରୀଷ୍ମକାଳୀନ ଶିଶୁ ଶିବିର ଆୟୋଜିତ ହୋଇଛି। ଗ୍ରୀଷ୍ମ ଛୁଟି ସମୟରେ ପିଲାମାନଙ୍କର ପ୍ରତିଭାକୁ ବିକଶିତ କରିବା ଏବଂ ସେମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ…

ଅଚାନକ ଗାରାବନ୍ଧ ପ୍ରାଥମିକ ଚିିକିତ୍ସାଳୟ ଗ୍ରସ୍ତ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟ କୁ ଅଚାନକ ଗ୍ରସ୍ତ କରିଥିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହି। ଚଳିତ ସପ୍ତାହରେ ଜଣେ ରୋଗୀ ଆସି ଫେରିବା ଓ ଚିକିତ୍ସାଳୟ ଚାବି ପଡ଼ିବା ଘଟଣା ଜାଣିବା ପରେ ଆଜି ବିଧାୟକ ଅଚାନକ…

ପତ୍ରାପାଲିରେ ବିଶ୍ୱ ମହୁମାଛି ଦିବସ ପାଳନ

ଲଇକେରା: ଲଇକେରା ବ୍ଲକ ସାରଙ୍ଗଲୋଇ ପଞ୍ଚାୟତ ଅଧିନସ୍ଥ ପତ୍ରାପାଲି ଗ୍ରାମରେ ହନିପେଡ କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ବ୍ଲକ ସ୍ତରୀୟ ମହୁମାଛି ଦିବସ ବୁଧୁବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ପ୍ରମିଳା ମାରାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୁ ର ଉପକାରିତା ଓ…

ଡ଼ି.ଏଲ.ଏସ.ଏ. ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଉପାନ୍ତ ଜିଲ୍ଲା ଗଜପତିର ଦୁର୍ଗମ ଅଞ୍ଚଳ ଡୁମ୍ବାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…

ବିଜେପୁରରେ ବିଦ୍ୟୁତ୍ ଯୋଗାଣ ହେଲା ଅଧିକ ସୁଦୃଢ଼: ନୂତନ ୩୩ କେ.ଭି. ଫିଡର ଲାଇନ୍ ଦ୍ୱାରା ୧୨ ହଜାରରୁ ଅଧିକ ଗ୍ରାହକ…

 ବିଦ୍ୟୁତ୍ ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟତା ଅଧିକ ଉନ୍ନତ କରିବା ପାଇଁ ୩.୦୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ।  ଉପକୃତ ହେବେ ପ୍ରାୟ ୧୨,୦୦୦ରୁ ଅଧିକ ଘରୋଇ, କୃଷି ଏବଂ ଶିଳ୍ପ ଗ୍ରାହକ ।  ଏକ ନୂତନ ୪.୭ ସର୍କିଟ କିଲୋମିଟରର ୩୩ କେଭି ଫିଡର ଲାଇନର ନିର୍ମାଣ ।…

ଅର୍ବାନ ହସ୍ପିଟାଲ ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର

ଅସ୍ତରଙ୍ଗ: ଅର୍ବାନ ହସ୍ପିଟାଲ, ମଧୁପଟଣା କଟକ ତରଫରୁ ବୁଧବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ଗ୍ରାମପଞ୍ଚଯାତ କାର୍ଯ୍ୟାଳୟ ପରି ସରରେ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର  ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ସିବିର କୁ ସରପଞ୍ଚ କ୍ଷୀରୋଦ କାଣ୍ଡି ଉଦଘାଟନ କରିଥିଲେ l ଏହି…

ବେଦାନ୍ତ ଆଲୁମିନିୟମ ସଚେତନତା ପଦକ୍ଷେପ ମାଧ୍ୟମରେ ବିଶ୍ୱ ମହୁମାଛି ଦିବସ ପାଳନ କରିଛି

ଆୟ ଏବଂ ଉତ୍ପାଦନ ବୃଦ୍ଧିକୁ ଲକ୍ଷ୍ୟ ରଖି ଏହାର ବେଦାମୃତ ପ୍ରକଳ୍ପ ଅଧୀନରେ 500 ରୁ ଅଧିକ ଚାଷୀ ଜୈବିକ ମହୁ ଚାଷରେ ନିୟୋଜିତ ଅଛନ୍ତି। ଝାରସୁଗୁଡ଼ା, ଓଡ଼ିଶା, 20 ମଇ 2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ସିଏସଆର କାର୍ଯ୍ୟକ୍ରମ, ବେଦାମୃତର…

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ପ୍ରଥମ ସାଧାରଣ ବୈଠକ

ନବରଙ୍ଗପୁର ତା ୨୦.୫.୨୦୨୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ଭାରତ ସମ୍ବିଧାନ ଦ୍ୱାରା ପ୍ରଣୀତ ଧାରା ୨୭୫(୧) ଅନୁଯାୟୀ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର ବିଧାୟକ ଡ଼ାବୁ ଗାଁ…