Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରଘୁଙ୍କ ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା।
ବସ୍ତା ୩୦/୩:ଗତ ୨୫ ମାର୍ଚ୍ଚରେ ତାଙ୍କୁ ଦଳୀୟ ସଙ୍ଗଠନରେ ସାମିଲ କରାଯାଇଛି।ଏଣୁ ତାଙ୍କର କର୍ମସ୍ଥଳି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସମେତ ବାଲେଶ୍ଵର ଜିଲ୍ଲାର କର୍ମୀ ମାନଙ୍କ ଆନନ୍ଦର ଲହରୀ ଖେଳିଯାଇଛି। ରଘୁବାବୁ ଦଳରେ ମିଶିବା ବାଲେଶ୍ଵର ଜିଲ୍ଲା ସମେତ ସଂସଦୀୟ କ୍ଷେତ୍ରରେ ଉତ୍ସାହ…
ରାଜଗାଙ୍ଗପୁର ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ, ସାଇଣ୍ଟିଫିକ୍ ଟିମ୍ ସହ ପୁଲିସର ତଦନ୍ତ
ରାଜଗାଙ୍ଗପୁର,୨୯-୦୩-୨୬. ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜଅରୁମଲ ପଞ୍ଚାୟତ ଲମଲେଇ ଗାଁର ଗାଢ଼ିପଡ଼ା ବସ୍ତି ନିକଟରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଲମଲୋଇ ମଝିପଡ଼ା ଅଞ୍ଚଳର ମନୋଜ ମାଝୀ (୩୨) । ମନୋଜଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ…
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ମନୋ-ସାମାଜିକ ସହାୟତା ଉପରେ ସଚେତନତାମୂଳକ କର୍ମଶାଳା
ଝାରସୁଗୁଡ଼ା: ଆଜି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ଠାରେ “ମନୋ-ସାମାଜିକ ସହାୟତା” (Psycho-Social Support) ବିଷୟରେ ଏକ ସଚେତନତାମୂଳକ ଓ ଉପଯୋଗୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଛାତ୍ରଛାତ୍ରୀମାନଙ୍କ ମନୋସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ତାଙ୍କର…
“ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”
ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ
ଭୁବନେଶ୍ୱର, ୨୯.୦୩.୨୦୨୬ : ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା, ସ୍ୱାଭିମାନ ଓ ଦେଶପ୍ରେମର ଅଦ୍ୱିତୀୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିଜର ନିର୍ଭୀକ ସଂଗ୍ରାମ ଓ ବଳିଦାନ ମାଧ୍ୟମରେ ଇତିହାସରେ ଅମର ଅବସ୍ଥାନ…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୨୭ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ଆୟୋଜିତ
ଭୁବନେଶ୍ୱର, ୨୯ ମାର୍ଚ୍ଚ, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଗତ ମାର୍ଚ୍ଚ ୨୮, ୨୦୨୬ ରେ ଭୁବନେଶ୍ୱରଠାରେ ୨୭ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ (ଏମ୍ଇଆଣ୍ଡଏମସି) ସପ୍ତାହ ୨୦୨୫-୨୬ର ଉଦଯାପନୀ ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ…
ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ୨୦୨୫–୨୬ ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର, ମାର୍ଚ୍ଚ ୨୯ : ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ୨୦୨୫–୨୬ ବାର୍ଷିକ ଉତ୍ସବ ଭୁବନେଶ୍ୱରର ଝାରପଡା ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ୟକ୍ରମରେ ସଦସ୍ୟ, ଅତିଥି ଓ ଶୁଭେଚ୍ଛୁମାନଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ଏହି…
ଯାତ୍ରାର ତୃତୀୟ ସନ୍ଧ୍ୟା, ଦେବତା ହେଉବା ଦାନବ କର୍ମଫଳ ଭୋଗ କରିବାକୁ ପଡ଼ିବ
ଓଡଗାଁ, ୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନନ୍ୟ ବିଷ୍ଣୁ କ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ନବଦିନ ଯାତ୍ରା ସନ୍ଧ୍ୟା ବେଶର ତୃତୀୟ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ମର୍ଜଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପଦସ୍ପର୍ଷ ପାଷାଣୀ …
ବେଲଗୁଣ୍ଠା ଠାରେ ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୨୯/୦୩-(ଶିବରାମ ଚୌଧୁରୀ )-,ରାଜ୍ୟ ସରକାର ମାର୍ଚ୍ଚ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି।ଏହାକୁ ଦୃଷ୍ଟିରେ ରଖି…
ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ପାଇଁ ବିଧାୟକଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ
ବେଲଗୁଣ୍ଠା, ୨୯/୦୩-(ଶିବରାମ ଚୌଧୁରୀ )-,ଆସନ୍ତା ଅପ୍ରେଲ୍ ଦୁଇ ତାରିଖ ଠାରୁ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ I ଏନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମ ଏବଂ ସହରରେ ପାଞ୍ଚ ବର୍ଷ ବୟସରୁ ଉର୍ଦ୍ଧ୍ଵ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ…
ହାଇକୋର୍ଟ ବାର୍ ଆସୋସିଏସନ୍ ସହ ସମ୍ପାଦକ ଭାବେ ନିର୍ବାଚିତ ହେଲେ ପାଲକଷଣ୍ଢା ଝିଅ ସୁଲୋଚନା
ବେଲଗୁଣ୍ଠା ୨୯/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ପାତ୍ରଙ୍କ ସୁକନ୍ୟା ସୁଲୋଚନା ପାତ୍ର ଓଡିଶା ହାଇ କୋର୍ଟ ବାର ଆସୋସିଏସନର ସହ ସମ୍ପାଦକ ପଦରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବେଲଗୁଣ୍ଠା ବ୍ଲକ୍ ପାଇଁ ଗୌରବ…