Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟ ମାନ୍ୟତା ଦିବସ ପାଳିତ
ନବରଙ୍ଗପୁର : ଅଶୋକ ସାହୁ, 31/03/2026,ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟ ମାନ୍ୟତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ସମସ୍ତ କିନ୍ନର ଏବଂ ସହରର ବିଭିନ୍ନ ଅନୁଷ୍ଠାନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ନେଇ…
ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ବିକ୍ଷୋଭ
ବିଜେପି ନେତା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏଭଳି ଅସମ୍ମାନ କରିବା ସିଧାସଳଖ ଓଡ଼ିଶା ମାଟି ଓ ଓଡ଼ିଆ ଙ୍କ ଅସମ୍ମାନ : ଦିପାଳୀ ଦାସ
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଦିପାଳୀ ଦାସଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦ ନିଶିକାନ୍ତ…
ସୋଆ ଏବଂ ସେରେଣ୍ଡିପିଟି ସ୍ପେସ୍ ପ୍ରାଇଭେଟ ଲିମିଟେଡ ମଧ୍ୟରେ ମାଇକ୍ରୋଗ୍ରାଭିଟି ଔଷଧ ବିକାଶରେ ସହଯୋଗ ନିମନ୍ତେ…
ଭୁବନେଶ୍ୱର, ମାର୍ଚ୍ଚ ୩୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଷ୍ଟାର୍ଟ ଅପ୍ ସେରେଣ୍ଡିପିଟି ପ୍ରାଇଭେଟ ଲିମିଟେଡ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ଷ୍ଟାର୍ଟ ଅପ୍ ଅନ୍ତରୀକ୍ଷ ସକ୍ଷମ ପ୍ରଯୁକ୍ତି ଏବଂ…
ରାଜଧାନୀ ରାଜରାସ୍ତାରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟୟର ସଦ୍ୟତମ…
ରାଜ୍ୟରେ ଦିନକୁ ୪ ହତ୍ୟା ଓ ୮ ଦୁଷ୍କର୍ମ
ବଙ୍ଗୀୟ ମହିଳା ଓଡିଶାରେ ଅସୁରକ୍ଷିତ, ଓଡିଶା ବିଜେପି ନେତା ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ଉପରେ ପ୍ରଚାର କରିବା ଦୁର୍ଭାଗ୍ୟଜନକ
ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ
ଭୁବନେଶ୍ୱର,…
ଝାରସୁଗୁଡାରେ ଘରୋଇ ସ୍କୁଲ ବିରୋଧରେ କଂଗ୍ରେସର ୪ ଘଣ୍ଟିଆ ଧାରଣା, ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ଝାରସୁଗୁଡା, ୩୧ ମାର୍ଚ୍ଚ: ଝାରସୁଗୁଡାରେ ଘରୋଇ ସ୍କୁଲମାନଙ୍କର ଅନିୟମିତ ଓ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଝାରସୁଗୁଡା ନଗର କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ ଧାରଣା ପ୍ରଦର୍ଶନ କରାଯାଇଛି।
ଏହି ପ୍ରତିବାଦ ସଭାରେ କଂଗ୍ରେସ…
ଲୋକକବିରତ୍ନ ଡ. ହଲଧର ନାଗଙ୍କୁ ଜନ୍ମଦିନରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟୁଛି
ବିଜେପୁର :- ବରଗଡ ଜିଲ୍ଲା ଘେଁସ ଗ୍ରାମର ଗର୍ବ, ଲୋକକବିରତ୍ନ ପଦ୍ମଶ୍ରୀ ଡ଼ ହଳଧର ନାଗ ଙ୍କ ଜନ୍ମଦିନ ଅବସରରେ ସମଗ୍ର ରାଜ୍ୟରେ, ବିଶେଷକରି ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ଶିକ୍ଷାମନ୍ତ୍ରୀ…
ନବରଙ୍ଗପୁର ଜିଲ୍ଲା ସଙ୍କଟକାଳୀନ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ
ଗ୍ୟାସ,ପେଟ୍ରୋଲ,ଡିଜେଲ କୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ
ନବରଙ୍ଗପୁର ତା ୩୧.୩.୨୦୨୬: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସଙ୍କଟ କାଳୀନ ପରିଚାଲନା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ…
ଅବଧି ଶେଷ ପରେ ମଧ୍ୟ ୧ ଲକ୍ଷ ୧୧ ହଜାର ଚାଷୀଙ୍କ ଧାନ ସଂଗ୍ରହ ହୋଇପାରିନାହିଁ: ବିଜେଡି
ଖରିଫ ଧାନ ସଂଗ୍ରହ ଅବଧିକୁ ଆଉ ୧୫ ଦିନ ବୃଦ୍ଧି ପାଇଁ ଦାବି
ରବି ଧାନ ସଂଗ୍ରହ ପଞ୍ଜିକରଣ ଅବଧିକୁ ଏକ ମାସ ବୃଦ୍ଧି ପାଇଁ ଦାବି
ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
ଭୁବନେଶ୍ୱର, ୩୧/୦୩/୨୦୨୬: ରାଜ୍ୟ ସରକାରଙ୍କ ଦ୍ୱାରା…
କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର, ସିଟି ସ୍କାନ ଓ ଏମଆରଆଇ ସୁବିଧା ପାଇଁ ଆମ ଆଦମୀ ପାର୍ଟିର ଦାବି
କେନ୍ଦୁଝର,ତା୩୧/୩- କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ କରିବା ପାଇଁ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ଦାଖଲ କରାଯାଇଛି। ଧରଣୀଧର ମେଡିକାଲ କଲେଜ ରେ ତତ୍କାଳ ଟ୍ରମା କେୟାର, CT ସ୍କାନ ଓ MRI ସୁବିଧା ସ୍ଥାପନ ପାଇଁ ଏହି ଦାବି…
ପୁରୀ ଆଇଟି ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ
ପୁରୀ, (ଅନିମେଷ ପଟ୍ଟନାୟକ): ପୁରୀ ଆଇଟି ଆସୋସିଏସନ ପକ୍ଷରୁ ସମୁଦ୍ରକୂଳ ସ୍ଥିତ ନିଳାଦ୍ରୀ ବିଚ ଓପନ ଅଡିଟୋରିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ଅନୁଷ୍ଠାନର ସଦସ୍ୟମାନେ ଦିବଂଗତ ସଦସ୍ୟ ହରେକୃଷ୍ଣ ପ୍ରଧାନୀ ଓ ନାରାୟଣ ବରାଳଙ୍କ ଅମର ଆତ୍ମାର ସଦଗତି କାମନାରେ ଦୁଇ…