Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ।
ଗଞ୍ଜାମ ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟ ମାନେ ବିଧି ବଦ୍ଧ ଅନୁଯାୟୀ କଲେ ଶପଥ ପାଠ l ସଭାପତି ଭାବେ ଶ୍ରୀ ସୀତାଂଶୁ ଶେଖର ପଣ୍ଡା, ଉପସଭା ପତି ସତ୍ୟ ଶ୍ରୀ ନାରାୟଣ ବସନ୍ତିଆ,ସମ୍ପାଦକ ଶ୍ରୀ ଜଗନ୍ନାଥ ମିଶ୍ର,ସହ ସମ୍ପାଦକ ଶ୍ରୀ ରଂଜନ କୁମାର ସାମନ୍ତରାୟ ଶପଥ ପାଠ କରିଛନ୍ତି l ଆଜିର ଏହି…
ଏସ ଆର ଏମ ଠାରେ ଉତ୍କଳ ଦିବସ ପାଳନ
କେନ୍ଦୁଝର,ତା୩/୪-କେନ୍ଦୁଝରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବସ୍ତି ଫାଉଣ୍ଡେସନ, କେନ୍ଦୁଝର, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଏସ ଆର ଏମ, ଘସିପୁରାର ମିଳିତ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ, ଶକ୍ତିପୀଠ ତ୍ରିଲୋଚନପୁର ଠାରେ ପବିତ୍ର ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଯାଇଛି l କେନ୍ଦୁଝର…
କ୍ଷେତ୍ରୀୟବରପୁର ରେ ବାର୍ଷିକୀ ପୁରସ୍କାର ବିତରଣ ଉତ୍ସବ, ଓ ଉତ୍କଳ ଦିବସ ପାଳନ,
ବେଲଗୁଣ୍ଠା, ୦3/୦୪-(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୧ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏଥି ସହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ଙ୍କ ସଭାପତିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମ ରେ…
ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୯୧ ତମ ଉତ୍କଳ ଦିବସ
ବେଲଗୁଣ୍ଠା, ୦୩/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୯୧ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର
ବେଲଗୁଣ୍ଠା, ୦୩/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନ ଅଧ୍ୟକ୍ଷ ଡ. ଗିରିଧର ନାୟକ ଯୋଗ ଦେଇଥିବା ବେଳେ…
ମହିଳାଙ୍କୁ ପ୍ରତାରଣା ଅଭିଯୁକ୍ତ କୋର୍ଟ ଚାଲାଣ।
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲୀ ବଜାର ଅଞ୍ଚଳର ଜଣେ ଯୁବକ କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର ଜନୈକା ମହିଳା ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ।…
ବ୍ରହ୍ମପୁର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ନିଗମର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କମିଶନର ଏ ସାସ୍ୟା ରେଡ଼ି, ଡେପୁଟି ମେୟର ଇ ବିବେକ ରେଡ଼ି, ଅତିରିକ୍ତ କମିଶନର କଲ୍ୟାଣୀ ସଂଘମିତ୍ରା ଓ ବହୁ…
ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ” ର ଦ୍ଵିତୀୟ ସଂଧ୍ୟା
ଜଗତସିଂହପୁର - ତା ୨.୪.୨୦୨୬ ରିଖ: ଆଜି ଜିଲ୍ଲା ସଦର ମହକୁମାଠାରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଦ୍ଵିତୀୟ ସଂଧ୍ୟା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରି କହିଲେ ,କଲ୍ଲୋଳ ଆମ ଜିଲ୍ଲାର ସ୍ୱାଭିମାନ ଏବଂ ପଲ୍ଲୀଶ୍ରୀ ମେଳା ନାରୀ ସଶକ୍ତିକରଣକୁ ସୂଚାଏ…
ନିଖୋଜ ନାବାଳକ ଓଡ଼ଗାଁରୁ ଉଦ୍ଧାର; ପରିବାର ଲୋକଙ୍କୁ ହସ୍ତାନ୍ତର କଲେ ଓଡ଼ଗାଁ ପୋଲିସ,
ଓଡ଼ଗାଁ,୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାକେରୀ ଗାଁର ଜଣେ ନିଖୋଜ ନାବାଳକୁ ଓଡ଼ଗାଁ ପୋଲିସ ଉଦ୍ଧାର କରି ଗୁରୁବାର ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।ନାବାଳକ ଜଣକ ନିଖୋଜ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଗତ ମାର୍ଚ୍ଚ ୨୭ ତାରିଖରେ ଅଭିଯୋଗ ହୋଇଥିଲା।…
ଦେପୁର ପଂଚାୟତରେ ମହାଘୋଟାଳା – ପାଣି ପାଇଁ ହାହାକାର, ତୁରନ୍ତ ଭିଜିଲାନ୍ସ ତଦନ୍ତ ଦାବୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସଦର ବ୍ଲକ ଅନ୍ତର୍ଗତ ଦେପୁର ପଂଚାୟତରେ ସରକାରୀ ଯୋଜନାମାନଙ୍କ ନାମରେ ଚାଲୁଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ପ୍ରଶାସନୀୟ ଅବ୍ୟବସ୍ଥା ପ୍ରତି ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପଂଚାୟତର ନିର୍ବାହୀ ଅଧିକାରୀ (PEO)…