Browsing Category

ରାଜ୍ୟ

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତୁ୍ୟ ଘଟଣା: ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ

ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ? ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର କୁଆଡେ ଗଲା ? ସୁଶାନ୍ତର ପରିବାରକୁ ସରକାରୀ ସହାୟତା ପାଇଁ ଦାବି ଭୁବନେଶ୍ୱର, ୦୩/୦୬/୨୦୨୬: କବିସୂର୍ଯ୍ୟନଗର ଥାନା ହାଜତରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଅକଥନୀୟ…

ନରସିଂହପୁରରେ ବିଶାଳ ବିକ୍ଷୋଭ: ବିଜେପିର ଜନବିରୋଧୀ ନୀତି ବିରୁଦ୍ଧରେ ରଣହୁଙ୍କାର

ଭୁବନେଶ୍ୱର, ୦୩/୦୬/୨୦୨୬: ରାଜ୍ୟରେ ବିଜେପି ସରକାରର ଜନବିରୋଧୀ ନୀତି ବିରୁଦ୍ଧରେ ଲୋକଙ୍କ ସ୍ୱରକୁ ଏକାଠି କରିବା ପାଇଁ ଆଜି କଟକର ନରସିଂହପୁର ଠାରେ ବିଜେଡିର ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ନରସିଂହପୁରର ଶ୍ରୀ ଜଗନ୍ନାଥ ମନ୍ଦିର ସନ୍ନିକଟରୁ ପ୍ରାୟ ୫୦୦୦ ମହିଳା,…

ପୌର ପରିଷଦର ର ସାଧାରଣ ବୈଠକ ରେ ଯୋଗଦେଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ପୌର ପରିଷଦ ବୈଠକ ଗୃହ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ନେତୃତ୍ଵ ରେ ଅନୁଷ୍ଠିତ ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ…

ବେଲଗୁଣ୍ଠା ସହରରେ ସଫେଇ ଧିମା ହେଉଥିବା ନେଇ କାଉନସିଲରଙ୍କ ଅଭିଯୋଗ ପରେ ବିଭିନ୍ନ ୱାର୍ଡ ବୁଲି ଦେଖିଲେ…

ବେଲଗୁଣ୍ଠା,୦୩/୦୬,-(ଶିବରାମ ଚୌଧୁରୀ )-ଗତ କିଛି ଦିନ ହେବ ସଫେଇ କର୍ମଚାରୀମାନେ ଠିକ୍ ରୂପେ ସଫେଇ କରୁନଥିବା ନେଇ ବିଭିନ୍ନ ସାହି ବାସିନ୍ଦା ଅଭିଯୋଗ କରିବା ପରେ ଗତ କାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ଏକ ନମ୍ୱର୍ କାଉନସିଲର ଭାସ୍କର ପାତ୍ର ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ…

ପାଟେଶ୍ଵର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚଶିକ୍ଷା ପାଇଁ ଅନଲାଇନ୍…

କେନ୍ଦୁଝର, ତା୩/୬- ପରିବାରର ଆର୍ଥିକ ତାଡ଼ନା କାରଣରୁ ଉଚ୍ଚଶିକ୍ଷା ପାଇଁ ଗରୀବ ମେଧାବୀ ଛାତ୍ର ହୋଟେଲରେ ବାସନ ମାଜି ଅର୍ଥ ସଂଗ୍ରହ କରିବା ଘଟଣା ଜିଲ୍ଲା ତଥା ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି…

ନବରଙ୍ଗପୁର ଠାରେ ରବି ଧାନ ସଂଗ୍ରହଣ ସମ୍ପର୍କିତ ବୈଠକ

ନବରଙ୍ଗପୁର ତା 03/06/2026: ୧.୬.୨୦୨୬ ରିଖ ସନ୍ଧ୍ୟା ୫.୩୦ ମୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ପ୍ରକ୍ରିୟା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଅତିରିକ୍ତ…

ମାରିଗୁଡ଼ା ଗ୍ରାମରେ ରନ୍ଧା ମଦ ଉପରେ ଚଢ଼ାଉ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ତା ୩/୬/୨୬ ମାରିଗୁଡ଼ା ଗ୍ରାମରେ ଚୋରା ରନ୍ଧା ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରା ଯାଇଥିଲା। ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତକଙ୍କ ନିର୍ଦ୍ଦେଶ କ୍ରମେ ଡି ଏସ ଇ ଗୁଣପୁର…

ଶ୍ରୀପୁରା ପଞ୍ଚାୟତରେ ଏପସିଲନ୍ କାର୍ବନ୍‌ର ବିଭିନ୍ନ ସିଏସଆର୍ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟ ସେବା ଗାଡ଼ି ଏବଂ ଉଦ୍ୟୋଗୀ ଦୋକାନ ଉଦ୍ଘାଟିତ ଝାରସୁଗୁଡ଼ା: ଏପସିଲନ୍ କାର୍ବନ୍ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଶ୍ରୀପୁରା ପଞ୍ଚାୟତରେ ବିଭିନ୍ନ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ…

ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବାଲେଶ୍ଵର, ତା– ୦୩.୦୬. ୨୦୨୬: ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ପ୍ରୟାସ ପ୍ରୟାସରେ ଆରୁହାବାଦ ଗ୍ରାମ ପଂଚାୟତ ଅନ୍ତର୍ଗତ ଉଦୟ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହଠାରେ ସ୍ୱେଚ୍ଛାସେବୀ…

ଦୁଇଟି ଏକ୍ସକାଭେଟର (Excavator) ଜବତ କଲା ଖଣି ବିଭାଗ

ବାଲେଶ୍ୱର, ତାରିଖ: ୦୩.୦୬.୨୦୨୬: ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ଗତ ୦୨.୦୬.୨୦୨୬ ତାରିଖ ରାତି ପ୍ରାୟ ୧୧.୧୫ ମିନିଟ୍ ସମୟରେ ଚାଲନ୍ତି ଅଞ୍ଚଳର ବେଆଇନ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଏକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଖଣି ଅଧିକାରୀ…