Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରେନ ଧକ୍କାରେ ୪ ଗୋରୁ ମୃତ, ଗୋ ସତ୍କାର କାମରେ ହାତ ବଢ଼ାଇଲା କାମଧେନୁ ଗୋସେବା ଟ୍ରଷ୍ଟ।
କେନ୍ଦୁଝର,ତା୨/୫- କେନ୍ଦୁଝର ସଦର ଉପକଣ୍ଠ ଘୁଟୁରୁ ଗ୍ରାମ ତୋଟାସାହି ନିକଟରେ ପୁରୀ ବଡବିଲ ଇଣ୍ଟରସିଟି ଏକ୍ସପ୍ରେସରେ ଧକ୍କା ହୋଇ ୪ଟି ଗୋରୁ ମୃତ୍ୟୁ ବରଣ କରିଥିବାର ଖବର ପାଇବା ପରେ ଗୋସମ୍ମାନ ଆହ୍ୱାନ ଅଭିଯାନର ଜିଲ୍ଲା ପ୍ରମୁଖ ତଥା କାମଧେନୁ ଗୋସେବା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି…
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ: ଲଗାତାର ୧୯ବର୍ଷ ଧରି କିସ୍ର ଶତ ପ୍ରତିଶତ ସଫଳତା
ଭୁବନେଶ୍ୱର,୨ ।୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ପାସ୍ ହାର ୯୫.୩୩% ରହିଥିବା ବେଳେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି । କିସ୍ ଆରମ୍ଭରୁ ଲଗାତାର…
ମାଲକାନାଗିରି ମହା ବିଦ୍ୟାଳୟ ର ବାଣିଜ୍ୟ ବିଭାଗ ଶେଷବର୍ଷ ଛାତ୍ର ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ଆଡମ୍ବର…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ…
ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍ଘାଟିତ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୧/୦୫ ):- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଉଦ୍ଘାଟିତ ହୋଇଯାଇଛି ।୧୬ ଟି କାଲାଂଶ ରେ ପଦ୍ମପୁର ସଂକୁଳ ର ୯ ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୁ ୧୭୦ ଜଣ ଗୁରୁଜୀ ଗୁରୁମା ଶିଶୁ ର ଶୈକ୍ଷିକ ବିକାଶ…
ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଘଟଣା ନେଇ ବ୍ୟାଙ୍କ ଅଧିକାରୀଙ୍କ ସପକ୍ଷରେ ବାହାରିଲା ଅଫିସର ସଂଘ।
ଆରଡ଼ିସି ତଦନ୍ତ ସରିନଥିବା ବେଳେ ଏକପାଖିଆ ବ୍ୟାଙ୍କକୁ ଦାୟୀ କରିବାକୁ ନାପସନ୍ଦ।
କେନ୍ଦୁଝର,ତା୨/୫- କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପସୀ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଟଙ୍କା ଉଠାଣ ଲାଗି ଗରିବ ଆଦିବାସୀ ଜିତୁ ମୁଣ୍ଡା ଭଉଣୀ କଙ୍କାଳ ନେଇ ପହଂଚିବା ପରେ…
ଓଡ଼ିଶା ସାମ୍ବାଦିକ ୟୁନିୟନର ପ୍ରତିବାଦ ସଭା
ଓଡ଼ିଶା ସାମ୍ବାଦିକ ୟୁନିୟନ ପ୍ରମୁଖ ଚାରି ଗୋଟି ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଦିନ ୯ଘଟିକାରୁ ୧୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ଏହି ଧାରଣାରେ ବାଲେଶ୍ଵର ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।…
ଶ୍ରମିକ ଦିବସରେ କମର୍ସିଆଲ୍ ଏଲପିଜି ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳର ତୀବ୍ର ନିନ୍ଦା
ଚାରି ମାସରେ ୬ଥର କମର୍ସିଆଲ୍ ଏଲ୍ପିଜି ଦର ବୃଦ୍ଧି ଚିନ୍ତାଜନକ
ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦୁଛି ସରକାର
ଭୁବନେଶ୍ୱର, ୦୧/୦୫/୨୦୨୬: କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ୯୯୩.୩ ଟଙ୍କା ବୃଦ୍ଧି ସହିତ ସମ୍ପ୍ରତି ହୋଇଥିବା ଏଲପିଜି ଦରବୃଦ୍ଧିକୁ ଦୃଢ଼ ଭାବରେ…
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପ୍ରଶାସନିକ ଉଦାସୀନତାର ନଗ୍ନ ଚିତ୍ର !
ଆଦୀମ ଜନଜାତି ଜୁଆଙ୍ଗ ବର୍ଗଙ୍କ ଦୁଃଖଦୁର୍ଦ୍ଦଶା ସମ୍ପର୍କରେ ମୁଖ୍ୟସଚିବଙ୍କ ନିକଟକୁ ପତ୍ର ଲେଖିଲେ ସମାଜସେବୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଂଶପାଳ ବ୍ଳକ୍ ଅଧିନ କୋଡିପଶା ପଞ୍ଚାୟତର କୁଣ୍ଢେଇ / ଘୁଙ୍ଗି ଗାଁର ଆଦୀମ ଜନଜାତି ଜୁଆଙ୍ଗ ବର୍ଗର ଲୋକଙ୍କ…
ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” କୁ ମିଳିଲା ମହାତ୍ମା ଗାନ୍ଧୀ ଶ୍ରମିକ ସେବା ସମ୍ମାନ
କେନ୍ଦୁଝର: ୦୧/୦୫/୨୦୨୬- ହରିଚନ୍ଦନ ପୁର ବ୍ଲକର ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗ୍ରାମରେ ଅବସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" କୁ ଶ୍ରମିକ ଦିବସ ଅବସରରେ " ମହାତ୍ମା ଗାନ୍ଧୀ ଶ୍ରମିକ ସେବା ସମ୍ମାନ -୨୦୨୬ ମିଳିଛି।
ଗରିବ, ଅସହାୟ, ଭିନ୍ନକ୍ଷମ , ଅନାଥ ଓ…
ଶ୍ରମିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି- ମୁଖ୍ୟମନ୍ତ୍ରୀ
ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୬ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ
ଆଜି ମିଳିଲା ୬,୦୦୦ ଶ୍ରମିକଙ୍କୁ ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କା ସହାୟତା…