Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଳ ହିଁ ଜୀବନ’କୁ ନେଇ ସାହିତ୍ୟ ସଂସଦ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର,୭!୫(ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ସାହିତ୍ୟ ସଂସଦ, ଦିବ୍ୟଜିବନୀ,ଜୁନିୟର ରେଡ଼କ୍ରସ ‘ଜଳ ହିଁ ଜୀବନ’କୁ ନେଇ ଏକ ଥଣ୍ଡାପାନୀୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସାପ୍ତାହିକ ବଜାର ସମ୍ମୁଖରେ ୨୬ନମ୍ବର ଜାତୀୟ ରାଜପଥ ଆର ଏମସି…
ଖାଣ୍ଡବା ଗ୍ରାମ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର , ମାର୍କେଟ କମ୍ପ୍ଲେକ୍ସ ଓ ବସ ରହଣି ଗୃହ ର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର , ମାର୍କେଟ କମ୍ପ୍ଲେକ୍ସ ଓ ବସ ରହଣି ଗୃହ ର ଶୁଭ ଉଦଘାଟନ କରିଛନ୍ତି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରଥମେ…
ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସରକାରୀ ହାଇସ୍କୁଲର ଶିକ୍ଷା ବ୍ଯବସ୍ଥାର ସମୀକ୍ଷା ଦରକାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଦଶମ ହାଇସ୍କୁଲ ସାର୍ଟିଫିକେଟ ବୋର୍ଡ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଏଥିରେ ଗଜପତି ଜିଲ୍ଲା ଓଡିଶାର ସର୍ବଶ୍ରେଷ୍ଠ ୯୯.୩୧℅ ପାସ୍ ହାର ରଖିଛି। ଗତବର୍ଷ ମଧ୍ଯ ୯୯.୩୫℅ ପାସ୍ ହାର ରଖି ରାଜ୍ଯରେ ପ୍ରଥମସ୍ଥାନ ଅଧିକାର କରିଥିଲା। ଏଥର ୬ ଜଣ…
ମାନବିକତା ଦେଖାଇଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଏକ ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ କୁ ଗ୍ରସ୍ତ ସମୟ ରେ ସୀତାପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟ ରେ ଏକ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ…
“ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ (CGD) ନୀତି, ୨୦୨୬” ଅଧିସୂଚିତ
ଭୁବନେଶ୍ୱର, ୨୮ ଏପ୍ରେଲ, ୨୦୨୬: ରାଜ୍ୟରେ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ଜାଳେଣି ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ପାଇପ୍ ପ୍ରାକୃତିକ ଗ୍ୟାସ୍ ଏବଂ ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍ (CNG) ଭିତ୍ତିଭୂମିର ଦ୍ରୁତ ବିକାଶ ପାଇଁ ଓଡ଼ିଶା ସରକାର “ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନୀତି,…
ଭାରତରେ ଅବସ୍ଥାପିତ ନେଦରଲ୍ୟାଣ୍ଡର ରାଷ୍ଟ୍ରଦୂତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ଭାଗିଦାରୀ ବଢିବ - ଧର୍ମେନ୍ଦ୍ର ପ୍ରଧାନ
• ଭାରତ ଏବଂ ନେଦରଲ୍ୟାଣ୍ଡ ହାଇଡ୍ରୋଜେନ, ସେମିକଣ୍ଡକ୍ଟର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ସହରୀ ବିକାଶ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ କାର୍ଯ୍ୟ କରିବେ• ଏହା…
ଜିଲ୍ଲା ମାଟ୍ରିକ ଟପ୍ପର ନମନ ଓ ସୁଦାମଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା
ଝାରସୁଗୁଡ଼ା, ୭/୫: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜଣ ଛାତ୍ର ନମନ ପ୍ରଧାନ ଏବଂ ସୁଦାମ ବେହେରା ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ମେଧାବୀ ଛାତ୍ରଙ୍କୁ ସେମାନଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ଝାରସୁଗୁଡ଼ା ବିଧାୟକ…
୬ ମିଲିୟନ ଟନ ଖଣି ସମ୍ପ୍ରସାରଣଙ୍କୁ ଅଞ୍ଚଳବାସୀ ଙ୍କ ଘୋର ବିରୋଧ,
OMC ଅଫିସ ଘେରାଉ, ଜନ ଆନ୍ଦଳନ ରେ କମ୍ପିଲା ଲଷ୍ମୀପୂର
କାଶୀପୁର /ଲଷ୍ମୀପୂର :- କୋଡୀଙ୍ଗାମାଳି ଖଣି ଖନନକୁ କେନ୍ଦ୍ର କରି ପୁଣିଥରେ ତେଜିଛି ଜନଆନ୍ଦୋଳନ। କୋଡୀଙ୍ଗାମାଳି ପ୍ରଭାବିତ ଅଞ୍ଚଳବାସୀ ଆଜି ଲକ୍ଷ୍ମୀପୁର ସ୍ଥିତ OMC ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…
ଏନଏଲସି ଇଣ୍ଡିଆର କୌଶଳ ବିକାଶ ପ୍ରୟାସ : ପ୍ରଭାବିତ ଯୁବକ-ଯୁବତୀଙ୍କୁ ସ୍ୱାବଳମ୍ବୀ କରିବାକୁ ସିଲାଇ ପ୍ରଶିକ୍ଷଣ
ଏନଟିଟିପିପି ଝାରସୁଗୁଡାରେ ପ୍ରଥମ ପର୍ଯ୍ୟାୟ ସମାପ୍ତ ; ୬୦ ଜଣଙ୍କୁ ପ୍ରମାଣପତ୍ର ଓ ସିଲାଇ ମେସିନ ବଣ୍ଟନ
ଝାରସୁଗୁଡା, : ସମାବେଶୀ ବିକାଶ, ସମୁଦାୟ କଲ୍ୟାଣ ଓ ସ୍ଥାୟୀ ଜୀବିକା ସୃଷ୍ଟି ପ୍ରତି ନିଜ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରି ଏନଏଲସି ଇଣ୍ଡିଆ ଲିମିଟେଡ୍ (ଏନଏଲସିଆଇଏଲ) ପକ୍ଷରୁ…
ଖଲିଆପାଲି ପଂଚାୟତ କିରାବାହାଲ ରେ ସମସ୍ୟା ଶୁଣିଲେ ନରସିଂହ
ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ
ବଲାଙ୍ଗିର,ତା.୦୭.୦୫.୨୬- ସରକାର ସମାଜର ଅବହେଳିତ, ଭିନ୍ନକ୍ଷମ, ବିଧବା ଙ୍କ ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା ରଖିଛନ୍ତି କିନ୍ତୁ ଦେଖାଦେଉଛି ଅନେକ ହିତାଧିକାରୀ ସେଥିରୁ ଲାଭ ପାଉ ନାହାନ୍ତି । ଅନେକ ଭିନ୍ନକ୍ଷମ…