Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
ପ୍ରଥମେ ଓସାରିଆ ରାସ୍ତା, ପରେ ପ୍ରାଚୀର ନିର୍ମାଣ ଦାବି,
ବିବାଦ ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର ଓ ପରିବହନ ନିଗମ ଟିମ୍
ଓଡ଼ଗାଁ, ୭।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ନିର୍ମାଣାଧୀନ ସରକାରୀ ବସଷ୍ଟାଣ୍ଡର ପୂର୍ବ…
ଚୋର ଖୋଲ ପାହାଡ଼ର ପଥରସନ୍ଧାରେ ଫସିଥିବା ଶିବ ଉଦ୍ଧାର ଘଟଣା
ଓଡ଼ଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ
ଓଡ଼ଗାଁ,୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ତହସିଲଦାର ଡ. ମାନସରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣାଙ୍କ ନେତୃତ୍ୱରେ ଏକ ଦଳ ଆଜି ମଧ୍ୟାହ୍ନରେ ଶିବୁ ରହୁଥିବା…
ମେ ୯ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ ଏବଂ ସ୍ୱତନ୍ତ୍ର ଶିବିର
ବ୍ରହ୍ମପୁର, ମଇ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୯ ତାରିଖରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ…
ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ଡି.ଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଆସନ୍ତାକାଲି ବାଲିଅନ୍ତା…
ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସେରପାଲ୍ଲି ପଞ୍ଚାୟତ ରେ ଶ୍ରମିକ କଲ୍ୟାଣ ଯୋଜନା ଓ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବ୍ଲକସ୍ଥ ସେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଏକ ସଚେତନତା ଏବଂ ପଞ୍ଜିକରଣ ଶିବିର…
ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଉପରେ ସଚେତନତା ଶିବିର ଆୟୋଜିତ
ସୁବର୍ଣ୍ଣପୁର,୭୫(ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଉପରେ ଏକ ସଚେତନତା ଶିବିର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ରାଜ୍ୟ…
“ରାହୁଲଙ୍କ ଭଳି ପ୍ରତିଭାବାନ ଖେଳାଳି ନୀଳଗିରି ତଥା ଓଡ଼ିଶା ପାଇଁ ଗୌରବ”
ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀର ଜଣେ ପ୍ରତିଭାବାନ ପାରା-ଫେନ୍ସିଂ ଖେଳାଳି ରାହୁଲ ମଳିକ ଆଗାମୀ ଜୁନ୍ ମାସରେ ତୁର୍କୀଠାରେ ଅନୁଷ୍ଠିତ ହେବାକୁ ଥିବା 'Under-23 World Cup' ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ଆଜି କାଣ୍ଡଗରିଡି ପଞ୍ଚାୟତ ଗସ୍ତ ସମୟରେ…
ଜନ ଆକ୍ରୋଶ ମହିଳା ପଦଯାତ୍ରା: ବିରୋଧୀ ଇଣ୍ଡି ମେଣ୍ଟ ନେତାଙ୍କ କୁଶ ପିତୁଳିକା ଦାହ।
ନୀଳଗିରି, ୦୭/୦୫: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୀଳଗିରି ବ୍ଲକ ୧୩ ନମ୍ବର ଜୋନରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ବିରୋଧ କରୁଥିବା ଇଣ୍ଡି…
କାଳବୈଶାଖୀ ତାଣ୍ଡବ: କଣ୍ଟେଇପଲ୍ଲୀ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ, ଅଗ୍ନିଶମ ବିଭାଗ ଦ୍ୱାରା ରାସ୍ତା ସଫା
ବେଲଗୁଣ୍ଠା: ୦୭/୦୫,(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ ସହ ଘଡଘଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ - ଲୁଦୁଲୁଦି ଛକ…
ଘରେ ଦେଲେନାହିଁ ସ୍ୱୀକୃତି ବରଗଛ ରେ ଝୁଲିଗଲେ ପ୍ରେମୀଯୁଗଳ।
ସୁବର୍ଣ୍ଣପୁର ଜିଲ୍ଲା ୭!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ରେ ଏକ ବରଗଛ ଡାଳରେ ଯୁବକ ଯୁବତୀ ଙ୍କ ଝୁଲନ୍ତା ଶରୀର ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ପରେ ବଲାଙ୍ଗୀର…