Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରଙ୍ଗଣୀପାଟଣା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ଠାରେ ଆମବ୍ୟାଙ୍କର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ରଙ୍ଗଣୀ…
ବ୍ଳକ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବ୍ଳକ ସ୍ତରୀୟ ବୈଠକ ଗୁରୁବାର ସ୍ଥାନୀୟ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ବିଡିଓ…
ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚିର ନିର୍ମାଣ ବିବାଦ; ବେଆଇନ ଜମିରେ ନିର୍ମିତ ଦୁଇମହଲା କୋଠା ଭଙ୍ଗିଲା ପ୍ରଶାସନ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱରେ ସୁରକ୍ଷା ପ୍ରାଚିର ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଅବସାନ ଘଟାଇବାକୁ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ନିର୍ମିତ ଦୁଇମହଲା କୋଠାକୁ ଭଙ୍ଗାଯାଇଛି।…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ରେ ଖେତଡା ଗ୍ରାମ ସମସ୍ୟା ମୁଖ୍ୟ ପ୍ରସଙ୍ଗ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଚତୁର୍ଥ କକ୍ଷ ସଭା ଗୃହ ରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସୁଥିବା ମୌସୁମୀ କୁ ଆଖି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ…
ନୀଳଗିରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋଶାଳା ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୀଳଗିରି ତା ୧୫/୦୫;- ଅଦ୍ୟ ପୂର୍ବାହ୍ନ ଘ.୮.୩୦ ମି.ସମୟରେ ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୪ନଂ.ୱାର୍ଡ ମିରିଗିଣି ସ୍ଥିତ ଖପରାବଣିଆଁ ଠାରେ ଏକ ଗୋଶାଳା ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର…
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଝାରସୁଗୁଡ଼ାରେ ବିଜେଡିର ବିକ୍ଷୋଭ
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ଭାଜପା ସରକାର ବିରୋଧରେ ନାରାବାଜି
ଝାରସୁଗୁଡ଼ା, ଗୁରୁବାର: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ପରୀକ୍ଷା ବାତିଲ୍କୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଥିବା ବେଳେ ଝାରସୁଗୁଡ଼ାରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ…
ସି ଏମ ଟ୍ରଫି ଫୁଟବଲ ମ୍ୟାଚ ଉଦଯାପିତ : ଯାଜପୁର କ୍ଲବ ଚାମ୍ପିୟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଗୁରୁବାର) ଅନୁଷ୍ଠିତ ହୋଇଥିବା ବାଳିକା ବର୍ଗ ଫାଇନାଲ ମ୍ୟାଚ ଟି ଜୀବା କ୍ଲବ ଏବଂ ଯାଜପୁର କ୍ଲବ ମଧ୍ୟରେ କଡା ଟକ୍କର ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ରେ ଜୀବା କ୍ଲବ ଦଳ ଯାଜପୁର କ୍ଲବ କୁ ୬ -୦ ଗୋଲ ରେ ପରାସ୍ତ କରି ସି. ଏମ.…
ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬
ନବରଙ୍ଗପୁର ତା ୧୪.୫.୨୦୨୬:ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଡ.ମହେଶ୍ୱର ସ୍ୱାଇଁ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରେ ତଥା ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ଆବାହକ ରେ ଆୟୋଜିତ…
ଆପେକ୍ସ କମିଟି ବୈଠକରେ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନର ପ୍ରାଶାସନିକ ରୂପରେଖ ଚୂଡ଼ାନ୍ତ
ଭୁବନେଶ୍ୱର, ୧୪/୫: ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସ୍ପିଏ)ର ପ୍ରଥମ ଆପେକ୍ସ କମିଟି ବୈଠକ ଗତ ୧୩ ତାରିଖରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟରେ, ସଭାପତି ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟରେ ପ୍ରମୁଖ ଇସ୍ପାତ ଶିଳ୍ପ; ଟାଟା…
ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିରୋଧରେ ଟିପ୍ପଣୀ ନେଇ ଟଙ୍କଧର ତ୍ରିପାଠୀଙ୍କୁ ବ୍ରଜରାଜନଗର ଭାଜପାର ସତର୍କବାଣୀ
ଦଳୀୟ ମନ୍ତ୍ରୀଙ୍କ ବିରୋଧରେ ସାର୍ବଜନିକ ଭାବେ ନିନ୍ଦା ଓ ସମାଲୋଚନା କରିବା ଗ୍ରହଣୀୟ ନୁହେଁ
ବେଲପାହାଡ, ଗୁରୁବାର : ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିରୋଧରେ ବିଭିନ୍ନ ସଭାସମିତିରେ ଦିଆଯାଉଥିବା…