Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ପାଦକୀୟ
ଥିଲେ ଦିଅ – ନଥିଲେ ନିଅ
ମାୟାଧର ନାୟକ
ହାଡ଼ଭଙ୍ଗା ଶୀତ । କେବଳ ଆପଣ ଥରୁନାହାନ୍ତି - କମ୍ପୁଛି ସାରା ଓଡ଼ିଶା । ଫୁଲବାଣୀ, କନ୍ଧମାଳ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବରଫ ପଡୁଛି । ଆଗକୁ ଶୀତ କେତେଦିନ ରହିବ କହିହେଉନି । ଜଳବାୟୁ, ପରିବେଶ ବିଗିଡ଼ି ଯାଇଛି । ପ୍ରକୃତିର ଅଭିଶାପ ଆମ ସମସ୍ତଙ୍କ ଉପରେ ।…
ଓଡ଼ିଶା ରାଜନୀତିର ଚିରଉନ୍ନତ ଚିରାଳ : ଅଶୋକ ଦାସ
ମାୟାଧର ନାୟକ
ସମକାଳୀନ ଓଡ଼ିଶା ରାଜନୀତିର ସେ ଥିଲେ ଚିରଉନ୍ନତ ଚିରାଳ-ଅବନମିତ କ’ଣ ତାଙ୍କୁ ଅର୍ଦ୍ଧନମିତ ବି ହେବାର କେହି ଦେଖିନାହାଁନ୍ତି କେବେହେଲେ । ସେ ଅଶୋକ ଦାସ... ଆମ ସମୟର ଦୁର୍ଦ୍ଧାନ୍ତ, ଦୁଃସାହସିକ ଓ ଦୁର୍ବିନୀତ ପୌରୁଷର ପ୍ରଚଣ୍ଡ ଝଡ଼-ଯେଉଁ ଝଡ଼ ଧୂଳିଝଡ଼ କି ଘୂର୍ଣ୍ଣିଝଡ଼…
ଗୋସାଇଁ ଗଣନା : ଗୋଚର ହେବ ଗଙ୍ଗା !
ଶୁଣ୍ ସରକାର୍ ଗଙ୍ଗା ଗୁହାରି!
ଭାରତରେ ଗଙ୍ଗା ଅବବାହିକାର ତଳମୁଣ୍ଡରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଆଗାମୀ ତିନି ଦଶନ୍ଧିରେ ଖାଦ୍ୟାଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ । ଗୋଟିଏ ନୂଆ ଗବେଷଣାରୁ ଏକଥା ଜଣାପଡ଼ିଛି ଯେ ମାତ୍ରାତିରିକ୍ତ ଭୂତଳ ଜଳ ଆହରଣ ଏବଂ ଭୂତଳ ଜଳସ୍ତରର ଉଦ୍ବେଗଜନକ…
୨୦୧୮: ମନୁଆ ମେଘ ଓ ମନୋଇ ମୌସୁମୀ !
ବିଭୂତି ପତି
ଆକାଶରୁ ମୌସୁମୀର ମୂର୍ଚ୍ଛନା ମେଲାଣି ନେବ ନେବ ହେଲାଣି | । କିନ୍ତୁ ୨୦୧୮ର ମୌସୁମୀ ଚଳିତ ବର୍ଷ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ମୌସୁମୀ ବର୍ଷାରେ ହୋଇଥିବା ବନ୍ୟାଯୋଗୁଁ ୧,୩୧୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୭୫ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ସରକାରୀ…
ରାଫେଲ : ଅମ୍ବାନୀଙ୍କୁ ଅନୁକମ୍ପା – ସରକାରଙ୍କ ସ୍ୱଚ୍ଛତା ଓ ସାଧୁତା !
||ବିଭୂତି ପତି||
ମୂଲ୍ୟ, ଅମ୍ବାନୀଙ୍କୁ ଅହେତୁକ ଅନୁକମ୍ପା ଏବଂ ପ୍ରିୟାପ୍ରିତି ତୋଷଣ - ଏହି ତିନୋଟି କଥା ରାଫେଲ ଯୁଦ୍ଧବିମାନ ଚୁକ୍ତିକୁ ବିବାଦ ଘେରକୁ ଟାଣିନେଇଛି ଏବଂ ବହୁ ସନ୍ଦେହର ଭାନୁମତି ପେଡ଼ି ଖୋଲି ଦେଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ହାତେଇବା ତଥା ମୋଦୀଙ୍କ ବହୁ…
ସଂସଦର ମୌସୁମୀ ଅଧିବେଶନ ଶେଷ: ଅଟକିଗଲା 2 ଗୁରୁତ୍ୱପୂର୍ଣ୍ଣ ବିଲ୍
ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଯାଇଛି । ମୋଟାମୋଟି ଦେଖିବାକୁ ଗଲେ ମୌସୁମୀ ଅଧିବେଶନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ମାନବ ଚାଲଣ ନିରୋଧ ଏବଂ ଖାଉଟି ସୁରକ୍ଷା ବିଲ୍ ରାଜ୍ୟସଭାରେ ପାରିତ ହୋଇପାରିଲା ନାହିଁ । ଯଦିଓ ନୂଆ ମାନବ ଚାଲାଣ ବିଲକୁ ଲୋକସଭାରେ ପାରିତ କରାଯାଇଛି ତଥାପି ଏହି…
ଆମର ସ୍ୱାଧୀନତାର ଦିବସ ଅଗଷ୍ଟ ୧୫ ନୁହେଁ
ସୁପର୍ନ୍ନୋ ଶତପଥୀ
ବିଗତ ବହୁ ବର୍ଷ ଧରି ଅଗଷ୍ଟ ୧୫ ତାରିଖ ଦିନ ଆମେମାନେ ପରସ୍ପରକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛୁ । ଏହି ଦିବସର ବାସ୍ତବତା କିନ୍ତୁ ଭିନ୍ନ ।
୧୯୪୩ ମସିହାର ଅକ୍ଟୋବର ୨୧ ତାରିଖ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମୁକ୍ତ, ଏକତ୍ରିତ, ସ୍ୱାଧୀନ ଭାରତର ଘୋଷଣା କରି…
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀର ବିଫଳତା!
ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଉପୁଜୁଥିବା ପରିସ୍ଥିତି ଅନୁଯାୟୀ କୂଟନୈତିକ ନିଷ୍ପତ୍ତି ନେବାର କ୍ଷମତା ବିରୋଧୀ ଦଳର କାହାରି ପାଖରେ ନ'ଥିଲା ।
ନିଜ ଲୋକଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରାଇବା ସକାଶେ ରାଜ୍ୟସଭାରେ ଗଣିତ ଭାରତୀୟ ଜନତା ଦଳ ସପକ୍ଷରେ…
“ମୋ ବାପା ଜଣେ ରାଷ୍ଟ୍ରନୀତିଜ୍ଞ ଥିଲେ, ହେଲେ ମୁଁ ଜଣେ ରାଜନୈତିକ ମହିଳା “
ଜରୁରୀକାଳୀନ ପରିସ୍ଥିତିର ୪୩ ବର୍ଷ :ଏକ ସମସାମୟିକ ଆହ୍ୱାନ !
ଜରୁରୀକାଳୀନ ପରିସ୍ଥିତି ଘୋଷଣାର ୪୩ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସହଯୋଗୀମାନେ ଇନ୍ଦିରା ଗାନ୍ଧୀଙ୍କୁ ଯେପରି ଭାବରେ ଚିତ୍ରଣ କରି ତାଙ୍କୁ ହିଟଲରଙ୍କ ସହିତ ତୁଳନା କରାଯାଇ ଯେତେ…