Browsing Category

ସମ୍ପାଦକୀୟ

ଭିନ୍ନ ସଂଗ୍ରାମ : ଅମ୍ଳାନ ସଂଗ୍ରାମୀ “ଅଶୋକ ଦାସ”

 ମାର୍ଚ୍ଚ ୧୫,ଅଶୋକ ଦାସଙ୍କ ୭୮ତମ ଜୟନ୍ତୀ ଅବସରରେ ସଂଗ୍ରାମର ରୂପ ଯେପରି ବିଭିନ୍ନ, ସଂଗ୍ରାମୀଙ୍କ ପନ୍ଥା ସେହିପରି ହୋଇଥାଏ ଭିନ୍ନ ଭିନ୍ନ । ଏଇ ପନ୍ଥା ଭିତରେ ଲକ୍ଷ୍ୟ ଏକ ହୋଇ ରହିବା, ସଂଗ୍ରାମୀଙ୍କ ବୈଶିଷ୍ଟ୍ୟ । ସେହି ବୈଶିଷ୍ଟ୍ୟ ହିଁ ସଂଗ୍ରାମର ଅଭିଯାତ୍ରୀଙ୍କୁ ପରିଚିତ କରାଏ, କାଳ…

ସତଯେ, ହେଲେ ଏ ବାଇଡଙ୍କ କଥା ଜମା ଦିହକୁ ନେବେନି 

ମିଳିମିଶି ଖାଇଲେ : ଆହା କି ସ୍ବର୍ଗୀୟ ଦୃଶ୍ୟ ନ ଦେଖିଲା ଏ ଚର୍ମ ନେତ୍ର ! ୟାଙ୍କଠୁ ଶିଖିବା କଥା, ସମ୍ପର୍କ କଣ---ପ୍ରେମ କଣ---ଭାଇଚାରା କଣ ଆଉ ରାଜନୀତି ବି କଣ ଫୋଟଟା ଉପରେ ଦେଖିକି  ଆପଣମାନେ ଝଟକା ଖାଇବେନି ଜମା | ଏମିତିକା ବିରଳ ମହାଜାଗତିକ  ଦୃଶ୍ୟ ପୁଣି ଜୀବନ ଥିଲେ ଦୃଶ୍ୟମାନ ହେବ…

ପଦ୍ମପୁରର ସର୍ବ ଭାରତୀୟ ବୋଡ଼ାସମ୍ବର କପ କ୍ରିକେଟ୍ ପ୍ରତିଯୋଗିତା

     ବର୍ତ୍ତମାନର ଗନ୍ଧମାର୍ଦ୍ଦନ ପର୍ବତ ଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଗଢ଼ି ଉଠିଥିଲା ବୋଡ଼ାସମ୍ବର ସାମ୍ରାଜ୍ୟ । ରାଜ୍ୟଟିର ଆକୃତି ତଥା ଅବୟବ ୮୪୧ ମାଇଲ୍ ବିଶିଷ୍ଟ ଥିଲା | ଆୟତନ ଦୃଷ୍ଟିରୁ ଏହା ସମ୍ବଲପୁର ଅଠରଗଡ଼ ରାଜ୍ୟ ମଧ୍ୟରେ ସର୍ବବୃହତ୍ ଅଞ୍ଚଳ ଥିଲା | ସ୍ୱାଧୀନୋତ୍ତର…

ଆଜି ବି ମନେପଡନ୍ତି ଶାନ୍ତନୁ ଦା 

ବରଗଡ :- ଶାନ୍ତନୁ ବିଶ୍ୱାଳ , ସମସ୍ତଙ୍କର ପ୍ରିୟ ଶାନ୍ତନୁ ଦା ଓ ଜିଲ୍ଲା ସାରା ସବୁ ଗ୍ରାମରେ ପରିଚିତ ବରଗଡ଼ର ବିଶାଳ ବାବୁ । ଆଜି ଦାଦାଙ୍କ ପ୍ରଥମ ପୁଣ୍ୟତିଥୀ । ଚାହୁଁ ଚାହୁଁ ଗୋଟାଏ ବର୍ଷ ବିତିଗଲା ସମସ୍ତଙ୍କୁ ଛାଡି ଚାଲିଯିବାର |  ସ୍ନେହୀ ଆଉ ଦରଦୀ ମୁରବୀ ତଥା ସାଧାରଣ ମଣିଷର ସ୍ୱର…

ଚେତନାର ମଶାଲଟିଏ ଥିଲେ ଶିତିକଣ୍ଠ ପାଟଯୋଷୀ

 "ଖବର ପ୍ରକାଶନରେ ସେ କାହା ସହିତ କେବେ ସାଲିସ୍ କରିବାର ମୁଁ ଦେଖିନାହିଁ । ତାହା ଧାନର ଅଭାବୀ ବିକ୍ରୀ କଥା ହେଉ କି ବରଗଡ଼ ଜିଲ୍ଳାରେ ଘୁଡ଼ୁଘୁଡ଼ୁ ପଟ୍ଟି କଥା ହେଉ, ଶ୍ରମିକ ମାନଙ୍କର ହକ୍ ଓ ଅଧିକାରର କଥା ହେଉ କି ଶୋଷଣ, ଅତ୍ୟାଚାର କଥା ହେଉ, ଚାଷୀ ଆତ୍ମହତ୍ୟା କଥା ହେଉ କିି ଗନ୍ଧମାର୍ଦ୍ଦନ…

ଲୋକଙ୍କ ସେବା ପାଇଁ ରାଜନୀତି ଯାହାର ମାଧ୍ୟମ

ମାନସ ମିଶ୍ର ଆଜି ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଜନ୍ମ ଦିନ । ଏହି ଉପଲକ୍ଷେ ମନ୍ତ୍ରୀ ଙ୍କର ନିକଟକୁ ବିଭିନ୍ନ ବ୍ୟକ୍ତି ଵିଶେଷ, ସାଧାରଣ ଜନତା ଙ୍କର ଶୁଭକାମନାର ସୁଅ ଛୁଟୁଥିବା ବେଳେ ପଶ୍ଚିମ ଓଡ଼ିଶାର ସାମାଜିକ ଗଣମାଧ୍ୟମରେ ପଶ୍ଚିମ ଓଡ଼ିଶାର  ଏହି ଲୋକପ୍ରିୟ ଯୁବନେରାଙ୍କୁ ମଧ୍ୟ…

ମାଗି ଆଣିବା ତିଅଣ ହାପୁର, ସୁଆଦ ବି ଜଣା ପଡ଼ିବନି |

ମାଗି ଆଣିବା ତିଅଣ ହାପୁର, ସୁଆଦ ବି ଜଣା ପଡ଼ିବନି | ଆଉ ଯଦି ଅସତର୍କ ବି ହୋଇଗଲେ ତେବେ ହାପୁର ଟିକକ କରୁ କରୁ ବି ବିଲେଇ ଖାଇଦେବାର ସମ୍ଭାବନା ବି ଅଛି | ସେମିତି ଘଟଣା ଘଟିଛି ଆନନ୍ଦପୁର ପଲିଟିକ୍ସରେ | କିଛି ଦିନ ତଳେ ବିଜେଡି ଛାଡି ବିଜେପି ଯାଇଥିବା ପୂର୍ବତନ ବିଧାୟକ ଭାଗିରଥି ସେଠି…

ଏପାରି ସେପାରି ସବୁଠି ବେପାରୀ

  "ମୁଁ ଏବେ ଏହି ପ୍ରସଙ୍ଗରେ ଭାରତମାଟିର ରାଜନୈତିକ ମୁରବି ପାଲଟିଥିବା ମୋଦିଙ୍କୁ କିଛି କହିବାକୁ ଚାହୁଁନାହିଁ । କୌଣସି ରାଜନୈତିକ ଦଳର ମୁଖପାତ୍ରମାନଙ୍କୁ ବି କିଛିହେଲେ କହିବାକୁ ·ହୁଁନାହିଁ । କାରଣ ସେମାନଙ୍କର ମୁକୁଟ/ମସ୍ନଦ୍/ମିଲିଟାରୀଠୁ ମୋ ପାଇଁ ମହାର୍ଘତର ହେଉଛି ଏ ମାଟି, ଏ ମଣିଷ,…

  ଗାନ୍ଧି ମହାତ୍ମାଙ୍କ ମନ୍ତ୍ରଗୁରୁ

ମାୟାଧର ନାୟକ ଏ ଦୁନିଆରେ ପ୍ରତ୍ୟେକ ମଣିଷଙ୍କର କେହି ନା କେହି ଗୁରୁ ଥାଆନ୍ତି - ପ୍ରତ୍ୟକ୍ଷଗୁୁରୁ ନହେଲେ ପରୋକ୍ଷ ଗୁରୁ; ମାତ୍ର ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଗୁରୁ କିଏ? ପୁରୁଣା ପିଢିଠୁ ନୂତନ ପିଢିର ଅଧିକାଂଶ, ଏପରିକି କୋଟିକୋଟି ସଂଖ୍ୟାର ମଣିଷ ଗାନ୍ଧିଜୀଙ୍କ ଗୁରୁ କିଏ…