Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ପାଦକୀୟ
ପାଣ୍ଡବାନାଂ ଧନଞ୍ଜୟଃ
ଦୀନବନ୍ଧୁ ନାୟକ
“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ ।
କେବେ କେବେ ମନରେ ପ୍ରଶ୍ନ ଉଠେ,- ପାଣ୍ଡବମାନଙ୍କ…
ଆଶ୍ୱିନ ମଳମାସ ପାଳନର ସ୍ୱାତନ୍ତ୍ର୍ୟତା
ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ
କନ୍ୟା ମାସ ଦି୩ନ ସେପ୍ଟେମ୍ବର ୧୭ ତାରିଖ ଦିବା ଘ୧୨.୫୪ମିନିଟ୍ ଠାରୁ ଆଶ୍ୱିନ ମଳମାସ ତଥା ପୁରୁଷୋତ୍ତମ ମାସ ଆରମ୍ଭ ହେଇଛି । ଉକ୍ତ ମଳ ଶୁକ୍ଳପକ୍ଷରେ ଜାତ ଶିଶୁର ସ୍ୱନକ୍ଷତ୍ର ପୂଜା ଆଗାମୀ ବର୍ଷମାନଙ୍କରେ ଆଶ୍ୱିନ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେବ । ମୃତବ୍ୟକ୍ତିଙ୍କ…
ପଶ୍ଚିମ ଓଡ଼ିଶାର ଗଣପର୍ବ : ନୂଆଁଖାଇ
ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବାହମାନ କାଳରୁ ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣି ମଧ୍ୟରେ ନବାନ୍ନ ପରମ୍ପରା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ ବର୍ଷରେ…
କ୍ରୁଶବିଦ୍ଧ କୃଷି ସଂସ୍କୃତି
ମାୟାଧର ନାୟକ
କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ…
ଓଳିଆରୁ ଗଜା
ଦୀନବନ୍ଧୁ ନାୟକ
‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାରସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା । ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ ।…
“ବିଷ୍ଣୁଭାଇ ଥିଲେ ଯୁବପିଢିଙ୍କ ପାଇଁ ଆଦର୍ଶ”
ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଦ୍ୱାଦଶାହ ଉପଲକ୍ଷେ
ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ, କର୍ମତପôର, ପ୍ରବୀଣ…
ପୋଲିସର ଭାବମୂର୍ତ୍ତି କେବେ ସୁଧୁରିବ ?
ହେଲମେଟ ଯାଞ୍ଚ ପୋଲିସର ଆକ୍ରୋଶ ଶିକାର ହେଲେ ଯୁବ ଇଂଜିନିୟର ।
ଭୁବନେଶ୍ୱର(ଶାସକ ପ୍ରଶାସକ) ଝାରସୁଗୁଡା ଜିଲ୍ଲା ରେ ଗତ ୨ଦିନରେ ପୃଥକ ପୃଥକ ଘଟଣାରେ ପୋଲିସ ର ନିର୍ମଳ ଭାବମୂର୍ତିକୁ ନେଇ ଜନସାଧାରଣ ରେ ପ୍ରଶ୍ନ ଉଠିଛି ଗତ ଜୁଲାଇ ୨ ତାରିଖ ରେ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ହେଲମେଟ…
Pandit Raghunath Murmu Jayanti-2020
Baripada(Dillip Mohanty)- Pandit_Raghunath_Murmu is the inventor of the "Ol Chiki Script". On the day of Baishakha Kunami (Purnima) a boy was born in a small village called Dandbose of erstwhile Mayurbhanj princely State (now it is in the…
କରୋନାର ଶିକୁଳିକୁ ଛିଣ୍ଡାଇବାକୁ ହେଲେ ଅନୁସନ୍ଧାନର ଶିକୁଳିକୁ ବୃଦ୍ଧି କରିବାକୁ ପଡିବ ।
ଠିକ ଯେମିତି ମଇ ୩ ପାଖେଇ ଆସୁଛି ଠିକ୍ ସେମିତି ଲକ୍ଡାଉନ୍ ବଢିବା ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଅନ୍ୟପକ୍ଷରେ ଆମର ଅନେକ ସମ୍ପର୍କୀୟ ବନ୍ଧୁ କରୋନା ମାମଲା ବଢୁଥିବା ଦେଖି କହୁଛନ୍ତି ଯେ ଲକଡାଉନ୍ ବୃଦ୍ଧି କରାଯିବା ଉଚିତ । ଯଦି କୌଣସି ଜଣେ ମୋତେ ବ୍ୟକ୍ତିଗତ ପଚାରନ୍ତି ତେବେ ମୋର…
କର୍ମ ଯୋଗୀ ଭଗବାନ ପାଣୀ
ଶତାୟୁ ପୁରୁଷ କର୍ମ ଯୋଗୀ ତଥା ସାମ୍ବାଦିକ ଭଗବାନ ପାଣୀ ଜନ୍ମ ହୁଏ ତା ୧ / ୧ / ୧୮୯୮ ମସିହା ପୁରୀ ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ରାଜସ ଗ୍ରାମରେ । ପିତା ଆର୍ତ୍ତ ବନ୍ଧୁ ପାଣୀ ଓ ମାତା ରୋହିଣୀ ଦେବୀଙ୍କ ର ସୁଯୋଗ ସନ୍ତାନ ଭଗବାନ ବାଲ୍ଯ ଶିକ୍ଷା ସମାପ୍ତି ପରେ ନିଜ ଅଜାଙ୍କ ସହିତ ପୁରୀ…