Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କ ନିମନ୍ତେ ‘ସକ୍ଷମ କୁଇଜ-୨୦୧୮’ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ ଅନୁଷ୍ଠିତ
Rourkela/Susanta behera :ସେଲର ଅଧିକାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବାର୍ଷିକ ଆଭ୍ୟନ୍ତରୀଣ ମେନେଜମେଣ୍ଟ ଓ ବିଜିନେସ କୁଇଜ ‘ସକ୍ଷମ-୨୦୧୮’ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ ଏଚଆରଡ଼ି ସେଣ୍ଟରଠାରେ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ସମୁଦାୟ ୧୦ଟି ଦଳ ଅଂଶଗ୍ରହଣ…
ରାଉରକେଲା ଇସ୍ପାତ କାରଖାନାର ଦୀପିକା ହସ୍ତ କର୍ଘାରେ ଜାତୀୟ ହସ୍ତତନ୍ତ ଦିବସ
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ହ୍ୟାଣ୍ଡଲୁମ ୟୁନିଟ ଦୀପିକା ହସ୍ତ କର୍ଘାରେ ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଆରଏସପିର ସିଏସଆର ପ୍ରୟାସ ଅଧୀନରେ ସ୍ଥାପନ ହୋଇଥିବା ଉକ୍ତ ୟୁନିଟକୁ ଇସ୍ପାତ…
ସେଲର ଲାଭାର୍ଜ୍ଜନରେ ବିପୁଳ ବୃଦ୍ଧି, ପ୍ରଥମ ତ୍ରୟୋମାସରେ ୫୪୦.୪୩ କୋଟି ଟଙ୍କାର ଲାଭ
ପ୍ରତି ଟନ ବିକ୍ରୀରେ ୮୨୦୦ ଟଙ୍କାରୁ EBITDA ହାସଲ
ମହାରତ୍ନ କମ୍ପାନୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ,ସେଲ ୨୦୧୮-୧୯ ଆର୍ଥିକ ବର୍ଷର ଅପ୍ରେଲରୁ ଜୁନ ପ୍ରଥମ ତ୍ରୟୋମାସରେ ୫୪୦.୪୩ କୋଟି ଟଙ୍କାର କର ପରବର୍ତ୍ତୀ ଲାଭ (PAT) ଅର୍ଜ୍ଜନ କରିଛି । ପ୍ରଥମ ତ୍ରୟୋମାସରେ ସେଲର ସମୁଦାୟ…
“ଜେଆରଡିଙ୍କ ମୂଲ୍ୟବୋଧ ଶହେ ବର୍ଷରୁ ଅଧିକ ସମୟ ଧରି ପରୀକ୍ଷିତ”
ଟାଟା ଷ୍ଟିଲ ପକ୍ଷରୁ ଭାରତ ରତ୍ନ ଜେ.ଆର.ଡି ଟାଟାଙ୍କ ୧୧୪ତମ ଜୟନ୍ତୀ
କଳିଙ୍ଗନଗର, (ଜୟଶଙ୍କର ଦାଶ): ଭାରତ ରତ୍ନ ଜେ.ଆର.ଡି ଟାଟାଙ୍କ ୧୧୪ତମ ଜନ୍ମ ଦିବସ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଉତ୍ସାହ ଓ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର ଅଧିକାରୀ ଓ…
ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲରେ ପ୍ରାଇମ ପ୍ରତିଶତରେ ଉନ୍ନତି ନିମନ୍ତେ ଅତ୍ୟାଧୁନିକ କଣ୍ଟ୍ରୋଲ…
ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲ ବିଭାଗରେ ସ୍ଳିଟର-୧ ଲାଇନ ଅପରେଟ କରିବା ନିମନ୍ତେ ୪ ଟି ଅତ୍ୟାଧୁନିକ କଣ୍ଟ୍ରୋଲ ଡେସ୍କ ଜିଏମ, ଇଲେକ୍ଟ୍ରିକଲ, ଶ୍ରୀ କେ ଭି ରମଣାଙ୍କ ଦ୍ଵାରା ଜୁଲାଇ ୨୬ ତାରିଖରେ ଉଦଘାଟିତ ହୋଇଯାଇଛି । ଏହି…
ଆର.ଏସ.ପି. ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ
ରାଉରକେଲା/ ସୁଶାନ୍ତ ବେହେରା :ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ଏକ କର୍ମଚାରୀ ଦଳ ସଫଳତା ସହକାରେ ୱାଟର କୁଲିଙ୍ଗ ସିଷ୍ଟମର ଆଂଶିକ ପରିବର୍ତ୍ତନ ଜରିଆରେ ଉନ୍ନତିକରଣ କରିଛନ୍ତି । ଏହାର ଫଳସ୍ଵରୂପ ଓଭରଫ୍ଲୋ ଜଳକୁ ବିନା ଅପଚୟରେ ପୁନଃସଂଚାଳନ କରାଯାଇପାରିବ…
ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଉଲ୍ଲେଖନୀୟ ସଂଚୟ ହାସଲ
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁ ନଷ୍ଟହୋଇ ପଡିରହିଥିବା ଏକ ଟ୍ରେଲର୍ ବଡିକୁ ସଫଳତାର ସହ ପୁନଃଉଦ୍ଧାର କରି ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିଛି । ସୂଚନାଯୋଗ୍ୟ…
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ବୃକ୍ଷରୋପଣ ଅଭିଯାନ
ଚଳିତ ମୌସୁମୀ ଋତୁରେ ଅଦ୍ୟାବଧି ୪୧ ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ
Rourkela/Susanta Behera : ଚଳିତ ମୌସୁମୀ ଋତୁରେ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ରୂପେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ବର୍ଷ ନିମନ୍ତେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ଜୁଲାଇ ୬…
ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ‘ପ୍ରୟାସ’ର ଅନ୍ୟ ଏକ ଅଧିବେଶନ
ରାଉରକେଲା/ସୁଶାନ୍ତ ବେହେରା : ‘ପ୍ରୟାସ’ର ୨୪ତମ ଅଧିବେଶନ ଜୁଲାଇ ୧୯ତାରିଖରେ ରାଉରକେଲା ଇସ୍ପାତ କାରଖାନାର ନୂତନ ହଟ ଷ୍ଟ୍ରିପ ମିଲ ପ୍ରକଳ୍ପ ଅଞ୍ଚଳରେ ଏଲ ଆଣ୍ଡ ଟି ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୩ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ ।
ମତବିନିମୟ…
ଆରଏସପିର ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ରୌପ୍ୟ ଜୟନ୍ତୀ ପାଳନ
ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ବର୍ଷବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ଜୁଲାଇ ୨୧ ତାରିଖରେ ଆରଏସପିର ସିଇଓ, ଶ୍ରୀ ସିଇଓଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିପିଟିଆଇ ଲାଉଞ୍ଜଠାରେ ସିଇଓ ଏକ…