Browsing Category

ବାଣିଜ୍ୟ

କିଡଜୀ ପ୍ଲେସ୍କୁଲର ୫ମ ବାର୍ଷିକ ଉତ୍ସବ  ଏବଂ ପ୍ରିଲଞ୍ଚିଂ କାର୍ଯ୍ୟକ୍ରମ ଉଦଯାପିତ

  ବାରିପଦା (ଦିଲ୍ଲୀପ[ ମହାନ୍ତି) : ବାରିପଦା ବାଘଡାରୋଡ ସ୍ଥିତ କିଡଜୀ ପ୍ଲେସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ପ୍ରିଲଞ୍ଚିଂ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ କିଡଜୀର ନୂଆ ସିଲାବସ ଉନ୍ମୋଚିତ ହେବା ସହ ନୂତନ ଟେକ୍ନୋଲୋଜି…

ଆରଏସପି ବ୍ଳାଷ୍ଟର ଫର୍ଣ୍ଣେସ ବିଭାଗୀୟ ଗୁଣବତ୍ତା ମଣ୍ଡଳୀର ଜଳ ସଞ୍ଚୟ ପ୍ରକଳ୍ପ ଜାତୀୟ ଗୁଣବତ୍ତା ମଣ୍ଡଳୀ ସମ୍ମିଳନୀରେ…

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ‘ପରିବର୍ତ୍ତନ’ ଗୁଣବତ୍ତା ମଣ୍ଡଳୀ ଦ୍ଵାରା ଗ୍ଵାଲିୟର ଠାରେ ନିକଟରେ ଅନୁଷ୍ଠିତ ଜାତୀୟ  ଗୁଣବତ୍ତା ମଣ୍ଡଳୀ ସମ୍ମିଳନୀରେ ଉପସ୍ଥାପିତ ଜଳ ସଂରକ୍ଷଣ ଉପରେ ଆଧାରିତ ଏକ ପ୍ରକଳ୍ପ ପାର ଏକ୍ସଲେନ୍ସ…

 ‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା 

ROURKELA/SUSANTA BEHERA : ‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ଏକ ଦିନିକିଆ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା ଜାନୁଆରୀ ୧୭ ତାରିଖରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳା ଓଡିଶା ରାଜ୍ୟ ସରକାରଙ୍କ ଫେକ୍ଟୋରି ଓ ବୟଲର…

ଖଣି ପ୍ରଭାବିତ ଅଞ୍ଚଳରେ ରୁଙ୍ଗଟାର ସିଏସଆର କାର୍ଯ୍ୟକ୍ରମ :  ଶିକ୍ଷାର ମାନ ଅଭିବୃଦ୍ଧି ନିମନ୍ତେ ରୁଙ୍ଗଟାର ଉଦ୍ୟମ…

ଯୋଡା/ବଡ଼ବିଲ (ଚିତ୍ତ ରଞ୍ଜନ କର)  ଖଣି ପ୍ରଭାବିତ ଅଂଚଳରେ  ଶିକ୍ଷା ମାନର ଅଭିବୃଦ୍ଧି ତଥା ଶିକ୍ଷା ଭିତ୍ତିଭୂମିର ବିକାଶ ନିମନ୍ତେ ରୁଙ୍ଗ୍ଟା କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି | ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିଃ ଅଧୀନରେ ପରିଚାଳିତ ସାନଇନ୍ଦୁପୁର ଲୌହ…

ଏନିଟାଇମ ଲୋନ୍‍.ଇନ୍‍ ସହିତ ସେଞ୍ଚୁରିଆନ ବିଦ୍ୟାଳୟର ବୁଝାମଣା ପତ୍ର ସ୍ୱାକ୍ଷରିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଏନିଟାଇମ ଲୋନ୍‍.ଇନ୍‍ ସହିତ ସେଞ୍ଚୁରିଆନ ବିଦ୍ୟାଳୟର ଏକ ଚୁକ୍ତିନାମା ହାଇଦ୍ରାବାଦ୍‍ ଠାରେ ସ୍ୱାକ୍ଷରିତ ହୋଇଯାଇଛି । ଏହି ସଂସ୍ଥା ଭାରତ ଦେଶ ସାରା ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରକାର ସୁରକ୍ଷା ବ୍ୟକ୍ତିଗତ ଓ ବିଦ୍ୟାର୍ଥୀ ନିମନ୍ତେ ରୁଣ…

ରୁଙ୍ଗଟା ଗୃପ୍ ଅଫ୍ ଖଣିର ସର୍ବଶ୍ରେଷ୍ଠ ଉତ୍କର୍ଷତା 

  ୫୬ତମ ଖଣି ସୁରକ୍ଷା ସପ୍ତାହ ଅବସରରେ  ୫୬ଟି ପୁରସ୍କାର : ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସହ ଦ୍ୱିତୀୟ ସର୍ବଶ୍ରେଷ୍ଠ ମଡେଲ   ବଡ଼ବିଲ/ଯୋଡା(ଚିତ୍ତରଞ୍ଜନ କର)  ରୁଙ୍ଗଟା  ଗୃପ୍ ଅଫ୍ ଖଣି ସମୂହ  ଖଣି ସୁରକ୍ଷା ଆଞ୍ଚଳିକ ନିର୍ଦ୍ଦେଶାଳୟ  ଚାଇଁବାସା କ୍ଷେତ୍ର ପକ୍ଷରୁ ଓଡିଶା ଖଣି ନିଗମ…

ସାମସଙ୍ଗ ଜେ୪ ମୋବାଇଲ ଜିତିଲେ ରାୟଗଡର ନାଗାର୍ଜୁନ ନାଗବଂଶ

ରାୟଗଡ(ସରୋଜ ସାହୁ ) ସାମସଙ୍ଗ ମୋବାଇଲ ତରଫରୁ ଦଶହରା ଉପଲକ୍ଷେ ସାରା ରାଜ୍ୟସ୍ତରରେ ଏକ ଲଟେରୀ ପ୍ରତିଯୋଗିତା କରାଯାଇଥିଲାା ଏଥିରେ ରାୟଗଡ ସହରର ନାଗାର୍ଜୁନ ନାଗବଂଶ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଜେ୪ ମୋବାଇଲ ଲଟେରୀରେ ଫୁଟିଥିଲା । ଏଥି ନିମନ୍ତେ ସାମସଙ୍ଗ କମ୍ପାନୀ ତରଫରୁ ରାୟଗଡ ୟୁନୀୟନ…

ନାଲ୍କୋ ଅଧ୍ୟକ୍ଷ ଡଃ ଚାନ୍ଦଙ୍କୁ ଶ୍ରେଷ୍ଠ  ଜାତୀୟ ପୁରସ୍କାର ‘ଏନ୍ଆଇପିଏମ୍ ରତ୍ନ’ ପ୍ରଦାନ   

ଚତୁର୍ଥ ଶିଳ୍ପ ଆନ୍ଦୋଳନରେ ଏମ୍ଏସ୍ଏମ୍ଇ-ଭିତ୍ତିକ ମାନବସମ୍ବଳ ମଡେଲର  ବିକାଶ ପାଇଁ ଆହ୍ୱାନ ଭୁବନେଶ୍ୱର / ପୁଣେ :  ନାଲକୋ  ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ଆଜି ପୁଣେ ଠାରେ ଅନୁଷ୍ଠିତ  ୩୭ତମ ଏନ୍ଆଇପିଏମ୍ ବାର୍ଷିକ ଜାତୀୟ ସମ୍ମେଳନ ନାଟ୍କନ୍-୨୦୧୮ ଅବସରରେ ମର୍ଯ୍ୟାଦାଜନକ…