ଓଡ଼ିଶାର କଂସା ଶିଳ୍ପ ଐତିହ୍ୟ ଉପରେ ରଚିତ ଗବେଷଣାତ୍ମକ ପୁସ୍ତକ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

କଂସା ଶିଳ୍ପର ସଂରକ୍ଷଣ ଓ ପ୍ରସାର ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ୧୮ଟି ଶିଳ୍ପ ଗ୍ରାମରେ ପାଞ୍ଚ ମାସବ୍ୟାପି ବ୍ୟାପକ ଗବେଷଣା ଏବଂ ମାଷ୍ଟର କାରିଗରମାନଙ୍କୁ ନେଇ ଏହା ରଚିତ ଭବ୍ୟ ଉତ୍ସବରେ ସମ୍ମାନିତ ହେଲେ ରାଜ୍ୟର ପ୍ରମୁଖ କଂସା କାରିଗର…

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପରିଷଦ ଉଚ୍ଚବିଦ୍ୟାଳୟ ଠାରେ ପାଳିତ ହୋଇଯାଇଅଛି। ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା…

ପାଇକମାଳ ହାଇସ୍କୁଲ ର ୪ ଜଣ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପାଇକମାଳ :- ପଦ୍ମପୁର ଉପଖଣ୍ଡ ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ୪ ଜଣ ଶିକ୍ଷକ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ବରଗଡ଼ ଡି.ଇ.ଓ ବିଶ୍ଵନାଥ ସାହୁ,ଏ.ଡି.ଇ.ଓ ବିନୟ ପ୍ରକାଶ ସଏ,ଡା.ଏ.ଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ,ଡି.ଏସ.ଏସ ଧିରୋଜ୍ କୁମାର…

ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତ୍ଯୁତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତ୍ଯୁତ୍ସବ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ଗଜପତି ଜିଲ୍ଲା ଶାଖାର ସଭାପତି ଶ୍ରୀମତୀ ଆଶାଲତା…

ଉଦଘାଟିତ ହେଲା ସୁନୀଲ ମେମୋରିଆଲ ଡିୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ପ୍ରଥମ ଦିନ ମ୍ୟାଚ୍ ରେ ବିଜୟ ହୋଇଛି…

ଗୁଣପୁର ରୁ ସନ୍ତୋଷ କୁମାର- ଆଜି ଗୁଣପୁର ମିନି ଷ୍ଟାଡିୟମ ଠାରେ ସକାଳ ୯:୩୦ ମିନିଟ୍ ସମୟରେ ରେ ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଶିକ୍ଷକ ନେତା ତଥା ସାମ୍ବାଦିକ ଙ୍କ ପିତାମହ ତଥା କ୍ରୀଡ଼ା ପ୍ରେମୀ ସ୍ଵର୍ଗତ. ସୁନୀଲ କୁମାର ଦାଶ ଙ୍କ ସ୍ମୃତି ରେ ଏକ ଡ୍ୟୁଜ୍ ବଲ…

ଜଗତସିଂହପୁର ରେ ଦୁର୍ଗାପୂଜା, ରାବଣ ପୋଡ଼ି ଓ ଭସାଣୀ ଉତ୍ସବ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ତା ୦୬.୦୯.୨୦୨୫ ରିଖ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଆଗାମୀ ଦଶହରା ପର୍ବ, ରାବଣ ପୋଡ଼ି ଓ ଭସାଣି ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମହୋଦୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୦୬.୦୯.୨୦୨୫ – କଳାହାଣ୍ଡି ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ରିଖ ଦିନ ଜିଲ୍ଲା ସଦର ମହକୁମା ଭବାନିପାଟଣାରେ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଆଜି…

ହିଆଁଲ ଅନ୍ୱେଷା ହଷ୍ଟେଲରେ ନାବାଳକ ଛାତ୍ରର ଝୁଲନ୍ତା ମୃତଦେହ

ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଅନ୍ୱେଷା ହଷ୍ଟେଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଲାୟନ୍ସ ପବ୍ଲିକ ସ୍କୁଲରେ ପାଠପଢୁଥିବା ନବମ ଶ୍ରେଣୀର ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ…

ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

କାକଟପୁର/ପ୍ରକାଶ ଦାଶ : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି l ଏଥିପାଇଁ ପଞ୍ଜିକାର, ମଙ୍ଗଳା ମନ୍ଦିର ପୁରୋହିତ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇ ସ୍ବିତନ୍ତ୍ର…

ଜବର ଦଖଲ ଉଠା ଦୋକାନୀଙ୍କୁ ଉଠାଇଲା ପ୍ରଶାସନ ; ଦୋକାନ ପ୍ରମାଣ ପତ୍ର ବାଧ୍ୟତାମୂଳକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପ୍ରଶାସନ ତରଫରୁ ଆଜି ସେପ୍ଟେମ୍ବର ମାସ ୬ ତାରିଖ ଶନିବାର ଦିନ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରର ଜବରଦଖଲ ଉଠା ଦୋକାନୀଙ୍କୁ ହଟାଇଛି ପ୍ରଶାସନ। ଏଥିସହିତ ନୁତନ ଟ୍ରେଡ ଲାଇସେନ୍ସ କରିବା ଓ କରିଥିବା ଲାଇସେନ୍ସ କୁ ଅବଧି ସରିବା ପୂର୍ବରୁ…