ଅନକାବେଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଜମି ରହୁଛି ଅପରିଷ୍କାର ପାଣି |ଡ୍ରେନେଜ ବ୍ୟବସ୍ଥା ପାଇଁ ଅବିଭାବକ ମାନଙ୍କ ଦାବୀ…

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,10/09-: ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇ ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି |ବିଦ୍ୟାଳୟ ପରିସରକୁ ସଫା ସୁତରା ରଖିବା ସହିତ ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସରୁମ, ବିଶୁଦ୍ଧ ପାନୀୟ ଜଳ,…

ଜାତୀୟ ପତାକା କୁ ଅସମ୍ମାନ; ଜନ ସାଧାରଣରେ ତୀବ୍ର ପ୍ରତିକ୍ରିୟା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ଏନଏସିର ଏକ ଅଳିଆ ବୁହା ଗାଡ଼ିରେ ଜାତୀୟ ପତାକା ଲାଗିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି I ପ୍ରକାଶ ଥାଉକି କିଛିଦିନ ହେବ ବେଲଗୁଣ୍ଠାର ବିଭିନ୍ନ ସାହି ଏବଂ ଗଳିକନ୍ଦିରେ…

ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ସୃଜନଶୀଳତା ଓ କାର୍ଯ୍ୟଦକ୍ଷତା କୌଶଳ କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ସୃଜନଶୀଳତା ଓ କାର୍ଯ୍ୟଦକ୍ଷତା କୌଶଳ କାର୍ଯ୍ୟକ୍ରମ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର…

କେନ୍ଦ୍ରାପଡ଼ା ଠାରେ ବ୍ଲକ ସ୍ତରୀୟ ଅଂଶୀଦାର ଦକ୍ଷତା ମୂଲ୍ୟାଙ୍କନ କର୍ମଶାଳା ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ସଂଯୁକ୍ତ ଜାତିସଙ୍ଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଏବଂ ଶାନ୍ତା ମେମୋରିଆଲ ରିହାବିଷ୍ଟେସନ ସେଣ୍ଟର (ଏମ.ଏମ.ଆର.ସି ) ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା…

ବିଜେପୁର ଏସଏଚଜି ଭବନରେ ସେବାପକ୍ଷ କାର୍ଯ୍ୟକ୍ରମ ବୈଠକ

ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଏସଏଚଜି ଭବନ ପ୍ରାଙ୍ଗଣରେ ସେବାପକ୍ଷ କାର୍ଯ୍ୟକ୍ରମ ବୈଠକ ହୋଇଯାଇଛି। ସମାଜର ଉନ୍ନତି, ଜନସଚେତନତା ଓ ସେବାଭାବକୁ ଆଗେଇ ନେବାକୁ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇଥିଲେ।ଏହି ଅବସରରେ ଜିଲ୍ଲା…

କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀରେ ମହିଳା ଉଦ୍ଧାର ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ଗ୍ରାମ ସୀମାରୁ ବହୁଥିବା ଖରସ୍ରୋତା ନଦୀରେ ଜଣେ ମହିଳା ଅଚାନକ ଭାସିଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଆଜି ପ୍ରାୟ…

ଜିଲ୍ଲା ନୋଡାଲ ସଚିବ ଡ଼.ଏନ ତିରୁମାଲା ନାୟକଙ୍କ ବିକାଶମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ବୁଧବାର ) ଜିଲ୍ଲା ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାୟକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ କାଶୀନଗର ବ୍ଲକ୍ ଅନ୍ତର୍ଗତ ଆଲଡ଼ା…

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ।

ବ୍ରହ୍ମପୁର: ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ରେ ଅନୁଷ୍ଠିତ ହୋଯାଇଅଛି। ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ନାୟକ ଜିଲ୍ଲପାଳ ଭି କୀର୍ତ୍ତି ଭାସନ୍ ଓ ଜିଲ୍ଲା ଶିକ୍ଷାଧିକାରୀ ଅଜୟ…

ନିଶାର୍ଦ୍ଧରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ

ରାଜଗାଙ୍ଗପୁର/ ବିଷ୍ଣୁ ଭୌମିକ: ରାତି ପ୍ରାୟ ସାଢ଼େ ୧୧ଟା ରେ ଜଣେ ଯୁବତୀ ସୁନ୍ଦରଗଡ଼ ବିଚ ରାସ୍ତାରେ ଉନ୍ମତ୍ତ କାଣ୍ଡ ଘଟାଇ ଥିଲେ। ସେ କେତେବେଳେ ଚଳନ୍ତା ଟ୍ରକକୁ ଅଟକାଉଥିଲେ ତ ଆଉ କେତେ ବେଳେ ଟ୍ରକ ପଛେ ପଛେ ଦୌଡ଼ୁଥିଲେ। ସୋମବାର ରାତିରେ ସଦର ଥାନା ଅନ୍ତର୍ଗତ ଭୋଜପୁର ଏକାମ୍ର ଢାବା…

ଦୁଇ ସନ୍ଦିଗ୍ଧ ଯୁବକ ଗିରଫ ଓ ପିସ୍ତଲ୍ ଜବତ।

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କୋଟିନଡା ଥାନା ପୋଲିସ୍ ସଦଳବଳେ ପଇଁତରା ମାରୁଥିବା ବେଳେ କେନ୍ଦୁପଦର ଗ୍ରାମ ଉପକଣ୍ଠରେ ଦୁଇ ଯୁବକ କୁ ସନ୍ଦେହ ରେ ଅଟକାଇ ଜେରା କରିଥିଲେ ଓ ଯାଞ୍ଚ ବେଳେ ସେମାନଙ୍କ ଠାରୁ ଏକ ପିସ୍ତଲ୍ ଜବତ କରି ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ହିଞ୍ଜିଳି…